Daily Archives

April 17, 2022

ଆଉ ନାହାନ୍ତି ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର: ୮୩ ବର୍ଷ ବୟସରେ ଆଖି ବୁଜିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ

କନକ ବ୍ୟୁରୋ: ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ । ୮୩ ବର୍ଷ ବୟସରେ ଆଖି ବୁଜିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କର । ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ । ଭୁବନେଶ୍ୱର ବାସଭବନରେ ଅଛି ପ୍ରଫୁଲ୍ଲ କରଙ୍କ ପାର୍ଥିବ ଶରୀର । ୧୬ ଫେବୃଆରୀ ୧୯୩୯ରେ ପ୍ରଫୁଲ୍ଲ କର…

ପ୍ରକୃତି ଦେଉଛି ରୋଜଗାର: ଜଙ୍ଗଲ ପାହାଡ଼ ଘେରା ସମ୍ବଲପୁର କୁଚିଣ୍ଡାରେ ମହୁଲ ଫୁଲ ସଂଗ୍ରହ କରି ବିକ୍ରି କରୁଛନ୍ତି ଲୋକେ

କନକ ବ୍ୟୁରୋ: ପ୍ରକୃତି ଦେଉଛି ରୋଜଗାର । ସେ ଖରା ହେଉ ଅବା ବର୍ଷା, ଶୀତ ହେଉ ଅବା ବସନ୍ତ । ସବୁ ବେଳେ ସବୁ ସମୟରେ ପ୍ରକୃତି ଲୋକଙ୍କୁ ରୋଜଗାର ଦେଇଥାଏ । ପ୍ରକୃତିି କୋଳରେ ଥିବା ପାହାଡ, ପର୍ବତ, ଜଙ୍ଗଲ, ଝରଣା ପ୍ରଭୃତି ପରୋକ୍ଷରେ ହେଉ ଅବା ପ୍ରତକ୍ଷରେ ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ…

ଏକର ଏକର ଜମିରେ ଲେମ୍ବୁ ଚାଷ କରିଛନ୍ତି ଚାଷୀ: କୁହୁଡ଼ି ଓ ଜଳସେଚନରେ ସମସ୍ୟା ଯୋଗୁଁ ଚଳିତ ବର୍ଷ ଫଳିଛି କମ୍ ଲେମ୍ବୁ

କନକ ବ୍ୟୁରୋ: ବଜାରରେ ଏବେ ଲେମ୍ବୁ ଦର ଅମୁଲ ମୁଲ । ଦିନଥିଲା ଅନୁଗୁଳ ସାତକୋଶିଆର ଜଳବାୟୁ ଲେମ୍ବୁଚାଷ ପାଇଁ ଉଦ୍ଧିଷ୍ଟ ଥିଲା । ଶିଳ୍ପର ଅଭିବୃଦ୍ଧି ଓ ଜଳବାୟୁ ପରିବର୍ତନ ଯୋଗୁଁ ଏବେ ଏହି ଚାଷ ବୁଡ଼ିବାକୁ ବସିଲାଣି । ଲେମ୍ବୁ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନଥିବାରୁ ଏହାର ପ୍ରଭାବ…

କୋରାପୁଟରୁ ଉତ୍ପାଦିତ ହେଉଛି ପ୍ରଚୁର ପରିମାଣର ଅଦା: ହେଲେ ଚାଷୀଙ୍କୁ ମିଳୁନି ଉଚିତ୍ ମୁଲ୍ୟ, ୪ରୁ ୫ଟଙ୍କାରେ ଅଦା…

କନକ ବ୍ୟୁରୋ: ଅଦା ଦେଇଛି ରୋଜେଗାର । ଆମ୍ବ, ତେନ୍ତୁଳି, କୋଳି ଆଚାର ଆଦି ଅନେକ ପ୍ରକାର ଆଚାର ନା ଁ ଶୁଶିଥିବେ । ହେଲେ ଅଦା ଆଚାର କଥା ଆପଣଙ୍କୁ ଟିକେ ଖଟ୍କା ଲାଗିପାରେ । ହେଲେ ଏହା ସତ । କେବଳ ଅଦା ଆଚାର ନୁହେଁ ଅଦାରୁ ଅଦା କ୍ୟାଣ୍ଡି, ଅଦା ଚକୋଲେଟ, ଅଦା ଜୁସ, ଅଦା ବରଫି, ଅଦା ସ୍କୁଆସ…

ବହିରେ ରହିବେ ବଦନାମ ରମେଶ: ଲେଖାହେବ ୧୮ ମହିଳାଙ୍କ ସ୍ୱାମୀର ସତ

କନକ ବ୍ୟୁରୋ: ମିଛ ବିବାହର ରେକର୍ଡ କରି ସାରା ଦେଶରେ ଚହଲ ପକାଇଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଉପରେ ବହି ଲେଖିବେ ମହିଳା ଲେଖିକା । ପ୍ରତି କଥାରେ ମିଛ କହି କହି ନିଜ ପତ୍ନୀଙ୍କୁ ଅନ୍ଧାରରେ ରଖି କିଭଳି ଏହି ଠକ ରାଜ୍ୟ ରାଜ୍ୟ ବୁଲି ବିବାହ ନାଁରେ ଲୁଟ କରୁଥିଲା , ଏହି କାହାଣୀ ଟିଭି…

୨୦୧୧ ତୁଳନାରେ ୨୦୧୯ରେ ଭାରତରେ ହ୍ରାସ ପାଇଛି ଗରିବଙ୍କ ସଂଖ୍ୟା: ଧନୀ ଅଧିକ ଧନୀ ହୋଇଛି, ମଧ୍ୟବିତ ଯେଉଁଠି ଥିଲେ ସେଇଠି

କନକ ବ୍ୟୁରୋ: ଗରିବ ଲୋକ ଉପରକୁ ଉଠିଲେ, ଧନୀ ଲୋକ ବି ଅଧିକ ଧନୀ ହେଲେ, କିନ୍ତୁ ମଧ୍ୟବିତ ଯେଉଁଠି ଥିଲେ ସେଇଠି ରହିଗଲେ । ଏପରି ତଥ୍ୟ ୱାର୍ଲଡ୍ ବ୍ୟାଙ୍କର ଗବେଷଣାରୁ ଜଣାପଡିଛି । ୨୦୧୧ରେ ୱାର୍ଲଡ୍ ବ୍ୟାଙ୍କର ତଥ୍ୟ ଅନୁସାରେ ଦେଶରେ ଗରିବ ସୀମାରେଖା ତଳେ ୨୨.୫ ପ୍ରତିଶତ ଲୋକ ରହିଥିଲେ ।…