Daily Archives

April 23, 2022

ଆଇପିଏଲ୍ ଇତିହାସରେ ‘ଏପ୍ରିଲ ୨୩’ ; ଆରସିବି ମାରିଛି ସବୁଠୁ ଅଧିକ ରନ୍, ସର୍ବନିମ୍ନ ସ୍କୋର ମଧ୍ୟ ଦେଖିଛି ଏହି…

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗରେ ଶନିବାର (ଏପ୍ରିଲ ୨୩) ଭେଟାଭେଟି ହୋଇଥିଲେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଆରସିବି ଦଳକୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡିଛି । ଦଳ କେବଳ ୬୮ ରନରେ ଅଲଆଉଟ୍ ହୋଇଯିବା ପରେ ହାଇଦ୍ରାବାଦ ନିକଟରୁ ୯…

ସୀମା ପାର କରିବାକୁ ଭାରତ କେବେ ପଛାଇବ ନାହିଁ, ଯଦି…? ଆତଙ୍କବାଦୀଙ୍କୁ କଡା ଚେତାବନୀ ଦେଲେ ରାଜନାଥ ସିଂ ।

କନକ ବ୍ୟୁରୋ :  ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଟିକିଏ ପଛାଇବୁ ନାହିଁ । ଦରକାର ପଡିଲେ ସୀମା ପାର କରିବୁ, ଆତଙ୍କବାଦୀଙ୍କୁ ନିପାତ କରିବୁ । ଏଭଳି ଏକ ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।  ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମରେ ସାମିଲ ଥିବା…

ଜାମିନ୍ ପାଇଁ ଆବେଦନ କରିବେନି ନବନୀତ-ରବି ରାଣା । କହିଲେ, ଆମ ବିରୋଧରେ ଲାଗିଛି ମିଛ ଅଭିଯୋଗ ।

କନକ ବ୍ୟୁରୋ: ମୁମ୍ବାଇର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣାଙ୍କ ବିରୋଧରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ପୋଲିସ ଏବେ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିବାବେଳେ, ଆସନ୍ତାକାଲି ଅର୍ଥାତ ରବିବାର ବାନ୍ଦ୍ରା କୋର୍ଟରେ ହାଜର କରେଇବ । ତାଙ୍କ ଉପରେ ପୋଲିସ ଆଇପିସିର ଧାରା ୧୩୫ ଏ…

ତୀବ୍ର ରୂପ ଧାରଣା କଲା ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନ ପରିବର୍ତ୍ତନ ବିବାଦ । ମୟୁରଭଞ୍ଜ ଜିଲ୍ଲାପାଳଙ୍କ ସହ ପରିବାରକୁ…

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ କଲେ ଉତ୍ତ୍ୟକ୍ତ ଲୋକେ । ବଡ ନୂଆଗାଁ ନିକଟରେ ଉତ୍ତ୍ୟକ୍ତ ଲୋକେ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ କରି କାଚ ଭାଙ୍ଗି ଦେଇଛନ୍ତି । ବଡ ନୂଆଗାଁର ଉତ୍ତ୍ୟକ୍ତ ଲୋକେ ପଞ୍ଚାୟତର ନୂଆ ଗୃହ ନିର୍ମାଣ ସ୍ଥାନ ବିବାଦର ସମାଧାନ କରିବା ଦାବିରେ…

ମଦ ପିଇଲେ, ବଳକା ମଦ ସହ ଗହଣା ଓ ଟଙ୍କା ଧରି ଛୁ ମାରିଲେ ଚୋର ।

କନକ ବ୍ୟୁରୋ : ଚୋର ସବୁବେଳେ କେମିତି ଚୋରି ଶୀଘ୍ର ସରିବ ସେ ବାବଦରେ ଚିନ୍ତା କରିଥାଏ । କାରଣ ପଶ୍ଚିମବଙ୍ଗ ସିଲିଗୁଡିରେ ଏମିତି ଏକ ଚୋରି ହୋଇଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଚୋରି କରିବା ପୂର୍ବରୁ ଚୋର ପ୍ରଥମେ ମଦ ପିଇଥିଲା ଓ ପରେ ବୋତଲ ସହ ନଗଦ ଟଙ୍କା ଏବଂ ସୁନା ରୂପା ଧରି ଛୁ…

ବଦଳିଲେ ନିତି ଆୟୋଗ ଉପାଧ୍ୟକ୍ଷ । ରାଜୀବ କୁମାରଙ୍କ ଇସ୍ତଫା ପରେ ସୁମନ କେ ବେରୀଙ୍କୁ ମିଳିଲା ଦାୟିତ୍ୱ । 

କନକ ବ୍ୟୁରୋ: ବଦଳିଲେ ନିତି ଆୟୋଗ ଉପାଧ୍ୟକ୍ଷ । ଉପାଧ୍ୟକ୍ଷ ପଦବୀରୁ ରାଜୀବ କୁମାରଙ୍କ ଇସ୍ତଫା ପରେ ନୂଆ ଉପାଧ୍ୟକ୍ଷ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ସୁମନ କେ ବେରୀଙ୍କୁ ନିତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେ ଆସନ୍ତା ମେ ୧ ତାରିଖରୁ କାର୍ଯ୍ୟଭାର ଗ୍ରହଣ…