Daily Archives

April 29, 2022

ରାତିରୁ ଆସି ଲଗାଇବାକୁ ପଡିବନି ଲାଇନ: ଆରମ୍ଭ ହେବ ଏସସିବି ଓପିଡି ପାଇଁ ଅନଲାଇନ ବୁକିଂ

କନକ ବ୍ୟୁରୋ: ଏଣିକି ରାତିରୁ ଆସି ଆଉ ଏସସିବିରେ ଲାଇନ ଲଗାଇବାକୁ ପଡିବ ନାହିଁ । କାରଣ ଏସସିବି ଓପିଡି ପାଇଁ ଅନଲାଇନ ବୁକିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୯ ତାରିଖରୁ ଅନଲାଇନ ବୁକିଂ ବ୍ୟବସ୍ଥା ଲାଗୁ ହେବ । ୧୦ ତାରିଖରୁ ଆରମ୍ଭ ହେବ ଅନଲାଇନ ଟିକେଟରେ ରୋଗୀ ଦେଖା । ଅନଲାଇନ…

ଗତ ଆଠ ବର୍ଷରେ…୨ ଗୁଣା ବଢିଛି ଖାଇବା ତେଲ । ଦେଢ ଗୁଣା ବଢିଛି ଅତ୍ୟାବଶ୍ୟକ ସାମଗ୍ରୀ।

କନକ ବ୍ୟୁରୋ: ଗତ ଆଠ ବର୍ଷରେ କେବଳ ପେଟ୍ରୋଲ ଦାମ ବଢ଼ିନାହିଁ । ବରଂ କେବଳ ଇଲେକଟ୍ରୋନିକ୍ସ ସାମଗ୍ରୀକୁ ଛାଡ଼ିଦେଲେ ପେଟ୍ରୋଲ ତୁଳନାରେ ଅନ୍ୟ ସବୁ ଖାଉଟି ସାମଗ୍ରୀର ଦର ଅଧିକ ହାରରେ ବଢ଼ିଛି । ଦରଦାମ ବୃଦ୍ଧି ସାଧାରଣ ଖାଉଟି ପାଇଁ ଚିନ୍ତାର କାରଣ ହୋଇଛି । ଆଠ ବର୍ଷ ଭିତରେ ପେଟ୍ରୋଲ ତୁଳନାରେ…

ପରୀକ୍ଷା ହଲରେ ଫୁଲବାଣୀ ବିଧାୟକ । ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ ଅଙ୍ଗଦ କହଁର । ସେପଟେ କୋରାପୁଟରେ ବି ଏକାଠି…

କନକ ବ୍ୟୁରୋ: କରୋନା ଯୋଗୁଁ ଦୁଇ ବର୍ଷ ପରେ ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । କୋଭିଡ୍ କଟକଣା ଭିତରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା, ସିଧାସଳଖ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇନଥିଲେ ଛାତ୍ରଛାତ୍ରୀ ।…

ରାଜଧାନୀର ଘରୋଇ ଇଞ୍ଜିନିୟରିଂ କଲେଜରେ ଅଭାବନୀୟ ଘଟଣା । ବୟଫ୍ରେଣ୍ଡର ଆକାଉଣ୍ଟକୁ ପ୍ରେମିକା ପଠାଇଲେ ୯୭ ଲକ୍ଷ ଟଙ୍କା

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଯେଉଁ ଉପହାର ଦେଇଛନ୍ତି ତାହା ବୋଧହୁଏ ଆଉ କୌଣସି ପ୍ରେମିକା ଦେଇନଥିବେ । ଏହାର ପରିମାଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ ୯୭ ଲକ୍ଷ ଟଙ୍କାର ଗିଫ୍ଟ ଦେଇଛନ୍ତି । କିନ୍ତୁ ଏହି ଉପହାର…

ଆସନ୍ତାକାଲି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଜାଣନ୍ତୁ, କେଉଁଠି କେଉଁଠି ହେବ ଦୃଶ୍ୟମାନ?

କନକ ବ୍ୟୁରୋ: ଆସନ୍ତାକାଲି ଦେଖିବାକୁ ମିଳିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଏପ୍ରିଲ ୩୦ ତାରିଖ ମଧ୍ୟରାତ୍ରିରୁ ଏହା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ବୈଶାଖ ମାସ ଅମାବାସ୍ୟା ତିଥିରେ ଏହା ଘଟିବ । ଯେଉଁଥିରେ ସୂଯ୍ୟଙ୍କ ୬୪ ପ୍ରତିଶତ ଅଂଶ ଚନ୍ଦ୍ର ଦ୍ୱାରା ଢାଙ୍କି ହୋଇଯିବ ।…

ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ପାଇଁ ତାମିଲନାଡୁ ବିଧାନସଭାରେ ପାରିତ ହେଲା ବିଧେୟକ: କେନ୍ଦ୍ର ସରକାରଙ୍କ ଅନୁମତି…

କନକ ବ୍ୟୁରୋ: ଆର୍ଥିକ ସଙ୍କଟରେ ବୁଡି ରହିଥିବା ଶ୍ରୀଲଙ୍କାକୁ ସହାୟତା ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଶୁକ୍ରବାର ତାମିଲନାଡୁ ବିଧାନସଭାରେ ଏକ ବିଧେୟକ ଆଣିଛନ୍ତି । ଯାହା ଦ୍ୱାରା ଶ୍ରୀଲଙ୍କାକୁ ସିଧାସଳଖ ସହାୟତା ଯୋଗାଇ ପାରିବ ତାମିଲନାଡୁ । ଆଉ ଏଥିପାଇଁ କେନ୍ଦ୍ର ସରକାର…