Daily Archives

April 18, 2022

ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ରୁଷିଆ–ୟୁକ୍ରେନ ଯୁଦ୍ଧ: ୫୪ଦିନରେ ଡୋନବାସ କ୍ଷେତ୍ରରେ ମୁହାଁମୁହିଁ ହେଲେ ଉଭୟ…

କନକ ବ୍ୟୁରୋ: ରୁଷିଆ ଓ ୟୁକ୍ରେନ ଭିତରେ ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଯୁଦ୍ଧକୁ ୫୪ ଦିନ ପୂରଣ ହୋଇସାରିଥିବାବେଳେ ଦୁଇ ଦେଶ ମଧ୍ୟରେ ସମସ୍ୟାର ସମାଧାନର କୌଣସି ବାଟ ବାହାରୁ ନାହିଁ । ଏହାରି ଭିତରେ କ୍ରେମଲିନ୍ର ବରିଷ୍ଠ ଅଧିକାରୀ ଭିକ୍ଟର ମେଦଭେଦଚୁକ୍ଙ୍କୁ ଗିରଫ…

ନାଇଜେରିଆରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପଞ୍ଚରାତ୍ର ମହୋତ୍ସବ ପାଳିତ

କନକ ବ୍ୟୁରୋ: ସୁଦୂର ଆଫ୍ରିକା ମହାଦେଶ ଅନ୍ତର୍ଭୁକ୍ତ ନାଇଜେରିଆ ଦେଶରେ ଶ୍ରୀଜଗନ୍ନାଥ ମନ୍ଦିରର ପାଞ୍ଚବର୍ଷ ପୂର୍ତ୍ତି ଅବସରରେ ପଞ୍ଚରାତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥଙ୍କ ଏହି ମହାପର୍ବ ଓଡ଼ିଆ ସମାଜ ଆସୋସିଏସନ ଅଫ ନାଇଜେରିଆ–OSAN ଦ୍ୱାରା ଏପ୍ରିଲ୧୩ ତାରିଖରୁ ଆରମ୍ଭ…

ସାମ୍ପ୍ରଦାୟିକ ହିଂସାକୁ ନେଇ ଦିଲ୍ଲୀରେ ତେଜୁଛି ବିବାଦ: ଅଭିଯୁକ୍ତଙ୍କୁ ଧରିବାବେଳେ ପୋଲିସ ଉପରକୁ ପଥର ମାଡ

କନକ ବ୍ୟୁରୋ: ଚର୍ଚ୍ଚାର ଦିଲ୍ଲୀ ଜାହାଙ୍ଗିରପୁରୀ ହିଂସା । ଗତ ୧୬ ତାରିଖ ହନୁମାନଜୟନ୍ତି ଅବସରରେ ଆରମ୍ଭ ହୋଇଥିବା ହିଂସା ଥମିବାକୁ ନାଁ ନେଉନାହିଁ । ଶନିବାର ଦଙ୍ଗାରେ ସାମିଲ୍ ହୋଇଥିବା ମହିଳାଙ୍କୁ ପଚରା ଉଚୁରା ପାଇଁ ପୋଲିସ ଧରିବାକୁ ଯାଇଥିବାବେଳେ ପୋଲିସ୍ ଉପରକୁ ହୋଇଛି ପଥର ମାଡ ।…

ବଢିଲା ଆଶିଷ ମିଶ୍ରାଙ୍କ ଅଡୁଆ: କେନ୍ଦ୍ରମନ୍ତ୍ରୀ ପୁଅଙ୍କ ଜାମିନ ରଦ୍ଦ, ସପ୍ତାହେ ଭିତରେ ଆତ୍ମସମର୍ପଣ କରିବାକୁ…

କନକ ବ୍ୟୁରୋ: ଲଖିମପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅଡୁଆ ପୁଣିଥରେ ବଢିଯାଇଛି । ଆଶିଷ ମିଶ୍ରାଙ୍କ ଜାମିନ ରବ୍ଦ ହୋଇଛି । ସୁପ୍ରିମକୋର୍ଟ ଇଲାହାବାଦ ଉଚ୍ଚ ନ୍ୟାୟାଳୟର ନିଷ୍ପତିକୁ ରବ୍ଦ କରିଦେଇଛନ୍ତି । ସୁପ୍ରିମକୋର୍ଟ ସୋମବାର ଶୁଣାଣି କରି ଏକ ସପ୍ତାହ ମଧ୍ୟରେ…

ଏମିିତି ହେଉଛି ଦୁର୍ନୀତି…୩୬ ଲକ୍ଷ ଟଙ୍କାରେ ନିର୍ମାଣ ହେଇଛି ପ୍ରକଳ୍ପ । ହେଲେ ଏଯାଏଁ ଚାଷୀ ପାଇପାରୁନି ପାଣି ।

କନକ ବ୍ୟୁରୋ: ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ଦୋରାଗୁଡା ଜଳସେଚନ ପ୍ରକଳ୍ପ । ୨୦୦୨ରେ ବ୍ଲକ ଅନ୍ତର୍ଗତ ୨୦ରୁ ଅଧିକ ଗାଁର ହଜାର ହଜାର ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା କ୍ଷୁଦ୍ର ଜଳ ସେଚନ ବିଭାଗ ଦାୟିତ୍ୱ ନେଇଥିଲା । ପାହାଡିଆ ନାଳ ପାଣିକୁ ଅଟକାଇ ଡାଇଭର୍ସନ କେନାଲ ଯୋଗେ ଜଳସେଚନ…

ଦେଶରେ ବଢୁଛି କରୋନା ସଂକ୍ରମଣ, ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ପ୍ରତିଶତ ବୃଦ୍ଧି

କନକ ବ୍ୟୁରୋ: ପୁଣି ଦେଶରେ ବଢିବାରେ ଲାଗିଲାଣି କରୋନା ସଂକ୍ରମଣ । ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ୍ ଉପର ମୁହାଁ ରହିଛି । ସେହିପରି ପଜିଟିଭିଟି ରେଟ୍ ମଧ୍ୟ ୫ପ୍ରତିଶତ ପହଁଚିସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ୫ ପ୍ରତିଶତ ପଜିଟିଭିଟି ରେଟ୍ ଚିନ୍ତାଜନକ ବିଷୟ । ଦିଲ୍ଲୀରେ…