Daily Archives

April 12, 2022

ଇମ୍ରାନ ଖାନଙ୍କୁ ଟାର୍ଗେଟ କଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ: କହିଲେ ଏମିତି କଥା…

କନକ ବ୍ୟୁରୋ: ବଦଳିଛି ପାକିସ୍ତାନ ରାଜନୀତିର ରୂପରେଖ । ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ପାକିସ୍ତାନ ମୁସଲିମ୍ ଲିଗ୍ -ନୱାଜର ପ୍ରମୁଖ ନେତା ଶହୱାଜ ଶରିଫ ଦେଶର ୨୩ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଉ ଶପଥ ନେବା ପରେ ଇମ୍ରାନ ଖାନ୍ ଓ ତାଙ୍କ ଦଳ ବିରୋଧରେ ମତ…

ଋଷ ଠାରୁ ତେଲ କିଣା ପ୍ରସଙ୍ଗରେ ଜବାବ ରଖିଲା ଭାରତ: କହିଲା ୟୁରୋପ ତୁଳନାରେ ବହୁତ କମ୍ ତେଲ କିଣୁଛି ଭାରତ

କନକ ବ୍ୟୁରୋ: ରୁଷିଆ ଠାରୁ ଅଶୋଧିତ ତୈଳ କିଣିବାକୁ ନେଇ ଜାରି ରହିଥିବା ବିବାଦ ଭିତରେ ମଙ୍ଗଳବାର ଆମେରିକାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜ ପ୍ରତିକ୍ରିୟା ରଖିଛନ୍ତି । ଆମେରିକା – ଭାରତ ମଧ୍ୟରେ ଟୁ ପ୍ଲସ ଟୁ ବୈଠକରେ ଭାରତ ପକ୍ଷରୁ ଉତର ରଖିଛନ୍ତି ମନ୍ତ୍ରୀ ଏସ.ଜୟଶଙ୍କର । ସେ…

ଦେବାଳିଆ ଶ୍ରୀଲଙ୍କାର ବଡ଼ ଘୋଷଣା । ବିଦେଶୀ ଋଣ ସୁଝିବାକୁ ଅସମର୍ଥ ଦେଶ ।

କନକ ବ୍ୟୁରୋ : ଶ୍ରୀଲଙ୍କାରେ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବିଦେଶୀ ରୁଣ ଭାରରେ ବୁଡିଥିବା ଶ୍ରୀଲଙ୍କା ମଙ୍ଗଳବାର ଏକ ବଡ ଘୋଷଣା କରିଛି । ୫୧ ଆରବ ଡଲାର ବିଦେଶୀ ବକେୟା ରୁଣ ଏବେ ସୁଝିବାକୁ ଅସମର୍ଥ ବୋଲି ଘୋଷଣା କରିଛି ଶ୍ରୀଲଙ୍କା ସେଂଟ୍ରାଲ ବ୍ୟାଙ୍କ । ସେପଟେ…

ସଫଳ ହେଲା ୪୫ ଘଣ୍ଟାର ଅପରେସନ୍ । ଝାରଖଣ୍ଡ ଦେଓଘରର ତ୍ରିକୁଟ ପାହାଡ ରୋପୱେ ଦୁର୍ଘଟଣାରେ ଫଶିଥିବା ସବୁ ପର୍ଯ୍ୟଟକ…

କନକ ବ୍ୟୁରୋ : ଝାରଖଣ୍ଡ ରୋପୱେ ଦୁର୍ଘଟଣା ମାମଲାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିବା ଭିତରେ ଦୁଇ ଜଣ ପର୍ଯ୍ୟଟକ ତଳେ ପଡିଯିବାର ଏକ ଭିଡିଓ ସାମ୍ନାକୁ ଆସିଛି । ସେପଟେ ଦୁର୍ଘଟଣା ପଛର ନୂଆ ନୂଆ ଦିଗ ସାମ୍ନାକୁ ଆସୁଛି । ରୋପୱେ ଚାଲୁ କରିବା ପୂର୍ବରୁ…

ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଅତର୍କିତ ଗୁଳିମାଡ । ଗ୍ୟାସ ମାସ୍କ ପିନ୍ଧି ଅତର୍କିତ ଗୁଳି ଚଳାଇଲା ଦୁବୃର୍ତ୍ତ, ଷ୍ଟେସନ…

କନକ ବ୍ୟୁରୋ : ନ୍ୟୁୟର୍କରେ ଫୁଟିଲା ଗୁଳି । ଜଣେ ଦୁବୃର୍ତ୍ତ ଅଚାନକ ବ୍ରୁକଲିନ ସବୱେ ଷ୍ଟେସନରେ ଗୁଳିମାଡ କରିଛନ୍ତି । ଆଉ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଅତର୍କିତ ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିବା କୁହାଯାଉଛି । ଏପରିକି ଅନେକ ଲୋକ ଗୁଳିମାଡରେ ଆହତ ହୋଇଥିବା…