Daily Archives

April 11, 2022

ରାଜ୍ୟର ବିଭିନ୍ନ ସ୍ଥାନରେ ଛେନାପୋଡ଼ ଦିବସ ପାଳନ । ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମଦିନରେ ପାଳନ ହେଲା ଉତ୍ସବ ।

କନକ ବ୍ୟୁରୋ : ଓଡିଶାର ନିଆରା ମିଠା ଛେନାପୋଡ । ଓଡିଶାର ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବାରୁ ଏହାର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଯାଇଛି ଉଦ୍ୟମ । ଛେନାପୋଡର ସ୍ରଷ୍ଠା କୁହାଯାଉଥିବା ନୟାଗଡର ସୁଦର୍ଶନ ସାହୁଙ୍କ ଜନ୍ମଦିନରେ ଆଜି ବିଭିନ୍ନ ସ୍ଥାନରେ ପାଳନ ହୋଇଛି ଛେନାପୋଡ ଦିବସ ।…

+୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ: ମେ ୧୯ରେ ହେବାକୁ ଥିବା ପରୀକ୍ଷା ମେ ୩୧କୁ ଘୁଞ୍ଚିଲା

କନକ ବ୍ୟୁରୋ: +୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ । ୩ଟି ବିଷୟ ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇଛି । ଗଣିତ, ହୋମ ସାଇନ୍ସ ଓ ବାୟୋଲୋଜୀ ପରୀକ୍ଷା ସୂଚୀରେ ପରିବର୍ତ୍ତନ । ମେ ୧୯ରେ ହେବାକୁ ଥିବା ପରୀକ୍ଷା ମେ ୩୧ରେ ହେବ । ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀରେ କମ ବ୍ୟବଧାନ ଥିବାରୁ…

ଭର୍ଚୁଆଲ ମୋଡରେ କଥା ହେଲେ ମୋଦୀ-ବାଇଡେନ: ୟୁକ୍ରେନ ଯୁଦ୍ଧ ନେଇ ହେଲା ଆଲୋଚନା

କନକ ବ୍ୟୁରୋ: ଭର୍ଚୁଆଲ ମୋଡରେ କଥା ହେଲେ ମୋଦୀ-ବାଇଡେନ । ୟୁକ୍ରେନ ଯୁଦ୍ଧ ନେଇ ଆଲୋଚନା କଲେ ମୋଦୀ-ବାଇଡେନ । ମୋଦୀ କହିଲେ, ଭାରତ-ଆମେରିକା ପରସ୍ପର ସହଯୋଗୀ । ଦୁଇ ଦେଶ ମିଳିମିଶି ଶାନ୍ତିର ବାଟ ବାହାର କରିବେ । ବୁଚାରେ ସାଧାରଣ ଲୋକଙ୍କ ହତ୍ୟା ନିନ୍ଦନୀୟ । ବୁଚା ଗଣହତ୍ୟାର ନିରପେକ୍ଷ…

ଜେଲରେ କାନ୍ଦୁଛନ୍ତି ଶର୍ମିଷ୍ଠା ଓ ଝୁନା । ଜେଲରେ କେମିତି ଅଛନ୍ତି ନିରଞ୍ଜନ ?

କନକ ବ୍ୟୁରୋ : ରିମାଣ୍ଡ ଅବଧି ଶେଷ ହେବା ପରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ ଏବେ ଭଦ୍ରକ ଜେଲରେ ଅଛନ୍ତି । ଓଆଇଏସ ନିରଞ୍ଜନ ସେଠୀ ବି ଜେଲରେ ଅଛନ୍ତି । ‘ଜେଲରେ କାନ୍ଦୁଛନ୍ତି ଶର୍ମିଷ୍ଠା ଓ ଝୁନା’ । ଦିନେ ଅତିଥି ହୋଇ…

କେନ୍ଦୁଝର ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ସ୍ଥିତି ନିୟନ୍ତ୍ରଣ ପାଇଁ ଲାଗୁ ହେଲା ୧୪୪ ଧାରା ।

କନକ ବ୍ୟୁରୋ : କେନ୍ଦୁଝର ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଗୁ ହୋଇଛି ୧୪୪ ଧାରା । ସୂଚନା ଅନୁସାରେ ଯୋଡା ବଜାର ନିକଟରେ ଏକ ଗୋଷ୍ଠୀ ଧାର୍ମିକ ଶୋଭାଯାତ୍ରା କରୁଥିଲେ । ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ଗଣ୍ଡଗୋଳର ସୂତ୍ରପାତ…