Daily Archives

April 8, 2022

ପୁଣି ଚର୍ଚ୍ଚାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । କହିଲେ, ନୂଆ ଧାରାରେ ପରିଣତ ହୋଇଛି ବିଚାରପତିଙ୍କୁ ସରକାର…

କନକ ବ୍ୟୁରୋ: ବିଚାରପତିଙ୍କୁ ସରକାର ବଦନାମ କରିବା ଏକ ନୂଆ ଧାରାରେ ପରିଣତ ହୋଇଛି ଯାହା ଦୁର୍ଭାଗ୍ୟଜନକ କହିଛନ୍ତି ସୁପ୍ରିମକୋର୍ଟ । ଯଦି ରାୟ ସେମାନଙ୍କ ପସନ୍ଦ ନହେଲା, ତେବେ ବିଚାରପତିଙ୍କ ଭାବମୂର୍ତି ଉପରେ ପ୍ରଶ୍ନ ଉଠାଯାଉଛି । ପ୍ରଧାନ ବିଚାରପତି ଏନଭି ରମନାଙ୍କ ନେତୃତ୍ୱରେ ଗଠିତ…

ନୀଳଗିରିରେ ପୋଲିସର ବର୍ବରତା । ସବୁଠି ରାସ୍ତାକୁ ଓହ୍ଲାଇଲେ ସାମ୍ବାଦିକ । ସେପଟେ ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଲା…

କନକ ବ୍ୟୁରୋ: ନୀଳଗିରିରେ ପୋଲିସର ବର୍ବରତା ବିରୋଧରେ ରାଜ୍ୟବ୍ୟାପି ପ୍ରତିବାଦ ହୋଇଛି । ଉପକୂଳରୁ ଉପାନ୍ତ, ପୂର୍ବରୁ ପଶ୍ଚିମ ସବୁଠି ରାସ୍ତାକୁ ଓହ୍ଲାଇଛନ୍ତି ସାମ୍ବାଦିକ । ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଭୁବନେଶ୍ୱର , ପୁରୀ, ଫୁଲବାଣୀ, ରାୟଗଡା, ଗଞ୍ଜାମ, ଓ ମାଲାକାନଗିରି ସମେତ…

ପଞ୍ଜାବ ଓ ହରିଆଣା ରାଜଧାନୀ ଚଣ୍ଡିଗଡକୁ ନେଇ ତେଜୁଛି ରାଜନୀତି । ଖଟ୍ଟର କହିଲେ, ପଞ୍ଜାବ ଦାବି କରିଥିବା ପ୍ରସ୍ତାବ…

କନକ ବ୍ୟୁରୋ: ପଞ୍ଜାବ ଓ ହରିଆଣା ରାଜଧାନୀ ଚଣ୍ଡିଗଡକୁ ନେଇ ରାଜନୀତି ବଢିବାରେ ଲାଗିଛି । ଚଣ୍ଡିଗଡ ଉପରେ ପୂର୍ଣ୍ଣ ଅଧିକାର ଦେବା ପାଇଁ ପଞ୍ଜାବ ବିଧାନସଭାରେ ଏକ ବିଧେୟକ ପାରିତ ହୋଇଛି ଏବଂ ଏହି ମାମଲାର କେନ୍ଦ୍ର ସରକାରର ହସ୍ତକ୍ଷେପ ଲୋଡିଛି ପଞ୍ଜାବ । ସେହିପରି ମଙ୍ଗଳବାର ହରିଆଣା ସରକାର…

ଗୁଣୁପୁର ପୌରପରିଷଦରେ ରୋଚକ ରାଜନୀତି । ପୌରାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ସ୍ତ୍ରୀ, ଉପାଧ୍ୟକ୍ଷ ହେଲେ ସ୍ୱାମୀ ।…

କନକ ବ୍ୟୁରୋ : ସ୍ତ୍ରୀ ଅଧ୍ୟକ୍ଷା, ସ୍ୱାମୀ ଉପାଧ୍ୟକ୍ଷ । ଏମିତି ରୋଚକ ରାଜନୀତି ଦେଖିବାକୁ ମିଳିଛି ଗୁଣୁପୁର ପୌର ପରିଷଦରେ । ସ୍ୱାଧୀନ ଭାବେ ଲଢି ମମତା ଗୌଡ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାବେଳେ ଉପାଧ୍ୟକ୍ଷ ନିର୍ବାଚନରେ ବାଜିମାତ କରିଛନ୍ତି ମମତାଙ୍କ ସ୍ୱାମୀ ଶିବ ପ୍ରସାଦ ।…

କଂଗ୍ରେସରେ ଫାଟ ଭିତରେ ଦଳୀୟ ନେତାଙ୍କୁ ସୋନିଆ ଗାନ୍ଧୀଙ୍କ ଆହ୍ୱାନ । କଂଗ୍ରେସର ସଂସଦୀୟ ଦଳ ବୈଠକରେ ଦଳକୁ ମଜବୁତ…

କନକ ବ୍ୟୁରୋ: ପାର୍ଟିକୁ ମଜବୁତ କରିବା ପାଇଁ ମନ୍ତ୍ରଣା ଦେଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସଂସଦ ଭବନରେ ଆଜି କଂଗ୍ରେସର ସଂସଦୀୟ ଦଳର ବୈଠକରେ ସୋନିଆ ଗାନ୍ଧୀ ସମ୍ଭୋଧିତ କରିଛନ୍ତି । ପାର୍ଟିକୁ ମଜବୁତ କରିବା ପାଇଁ ସୋନିଆ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ସେହିପରି…