Daily Archives

April 9, 2022

ପାକିସ୍ତାନରେ ଜାରି ରହିଛି ରାଜନୈତିକ ସଙ୍କଟ: ଗିରଫ ହୋଇପାରନ୍ତି ଇମ୍ରାନ ଖାନ

କନକ ବ୍ୟୁରୋ: ପାକିସ୍ତାନରେ ରାଜନୈତିକ ସଙ୍କଟ ଜାରି ରହିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ଖୁବ୍ ଶୀଘ୍ର ଭୋଟିଂ ହେବାର ସମ୍ଭାବନା ରହିଛି । ଭୋଟିଂ କରାଇବାକୁ ନ୍ୟାସନାଲ ଆସେମ୍ବଲିର ବାଚସ୍ପତି ରାଜି ହୋଇଥିବାର ଖବର ମିଳିଛି । ପୂର୍ବରୁ…

ନବରଙ୍ଗପୁରରୁ ଆସିଲା ଚାଂଚଲ୍ୟକର ଖବର: ଉମରକୋଟ ଅଂଚଳରେ ଝୁଲନ୍ତା ଅବସ୍ଥାରେ ୩ ଝିଅଙ୍କ ମୃତଦେହ ଉଦ୍ଧାର

କନକ ବ୍ୟୁରୋ: ନବରଙ୍ଗପୁରରୁ ଆସିଛି ଚାଂଚଲ୍ୟକର ଖବର । ଉମରକୋଟ ଥାନା ତୋହରା ଗ୍ରାମ ଡଙ୍ଗରିଭଟାରେ ୩ ଝିଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏକ ଗଛରେ ଏହି ୩ ଝିଅ ଓଢଣୀ ଲଗାଇ ପ୍ରାଣ ହରାଇଛନ୍ତି । ଜଣେ ଝିଅର ବୟସ ୨୧ ବର୍ଷ ବୟସ ହୋଇଥିବାବେଳେ ଜଣେ ଝିଅର ବୟସ ୧୬ ଓ ଆଉ ଜଣକର ବୟସ ୧୫…

ପୁଷ୍ପା ଷ୍ଟାଇଲରେ କଇଁଛ ଚୋରାଚାଲାଣ: ଆନ୍ଧ୍ରରୁ ମାଲକାନଗିରି ଚୋରାଚାଲାଣ ବେଳେ ବିରଳ ପ୍ରଜାତିର କଇଁଚ ଉଦ୍ଧାର

କନକ ବ୍ୟୁରୋ: ପୁଷ୍ପା ଷ୍ଟାଇଲରେ କଇଁଛ ଚୋରାଚାଲାଣ । ଉପରେ ଅଣ୍ଡା, ତଳେ ୧୦ ବସ୍ତା କଇଁଛ । ଆନ୍ଧ୍ରପ୍ରଦେଶରୁ ମାଲକାନଗିରିକୁ କଇଁଛ ଚୋରାଚାଲାଣ ବେଳେ ଧରିଛି ବନ ବିଭାଗ । ପ୍ରାୟ ଦେଢ଼ ଶହ କଇଁଚ ଉଦ୍ଧାର ହୋଇଛନ୍ତି । ଏମାନେ ସଫ୍ଟ ସେଲ୍ ପ୍ରଜାତିର । ଆନ୍ଧ୍ରପ୍ରଦେଶରୁ ଆସି ମାଲକାନଗିରି…

ଗରିବ ବସ୍ତିରୁ କଟକର ଡେପୁଟି ମେୟର । ପଢନ୍ତୁ ଦମୟନ୍ତୀଙ୍କ ସଙ୍ଘର୍ଷ ଜୀବନରୁ ସଫଳତାର ଯାତ୍ରାର କାହାଣୀ।

କନକ ବ୍ୟୁରୋ: ଗରିବ ବସ୍ତିରୁ ଡେପୁଟି ମେୟର । ସଙ୍ଘର୍ଷ ଜୀବନରୁ ସଫଳତାର ଯାତ୍ରା । ଭଙ୍ଗା କୁଡିଆ ଘରୁ ସେ ଦେଖିଛନ୍ତି ବସ୍ତିର ଦୁଃଖ । ମାପିଛନ୍ତି ବସ୍ତିବାସିନ୍ଦାଙ୍କ ଅଦେଖା ଯନ୍ତ୍ରଣା । ପାଠପଢିବାକୁ ଯିବାବେଳେ ଭେଟିଛନ୍ତି ବ୍ୟବସ୍ଥାର ବିଡମ୍ବନାରେ ବାହୁନି କାନ୍ଦୁଥିବା ଚରିତ୍ରମାନଙ୍କୁ…

ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଗଡ଼ିଲା ରୁକୁଣା ରଥ: ନୀତିକାନ୍ତି ପରେ ରଥ ଟାଣିଲେ ଶହ ଶହ ଶ୍ରଦ୍ଧାଳୁ 

କନକ ବ୍ୟୁରୋ: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଗଡ଼ିଛି ରୁକୁଣା ରଥ  । ଭକ୍ତଙ୍କ ଗହଣରେ ମାଉସୀ ମା’ଙ୍କ ଘର ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଭୁ ଲିଙ୍ଗରାଜ  । ଘଂଟଘଟା, ହର ହର ମହାଦେବ ଧ୍ୱ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଛି  । ରୁକୁଣା ରଥ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି …

ପାକିସ୍ତାନରେ ରାଜନୈତିକ ଡ୍ରାମା ଜାରି: ଇସ୍ତଫା ପାଇଁ ଇମ୍ରାନ ଖାନ ରଖିଲେ ୩ ସର୍ତ୍ତ

କନକ ବ୍ୟୁରୋ: ପାକିସ୍ତାନରେ ରାଜନୈତିକ ଡ୍ରାମା ଜାରି ରହିଛି । ଇସ୍ତଫା ଦେବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୩ଟି ସର୍ତ ରଖିଛି । ପ୍ରଥମ ସର୍ତ ହେଲା, ତାଙ୍କୁ ଗିରଫ କରାଯିବ ନାହିଁ । ଦ୍ୱିତୀୟ ସର୍ତ ହେଲା, ତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହେବନି ଓ ତୃତୀୟ ସର୍ତ ହେଲା ସାହବାଜ ସରିଫଙ୍କୁ…