Daily Archives

April 10, 2022

କାଲି ମୋଦି-ବାଇଡେନ୍ ବୈଠକ । ଭର୍ଚୁଆଲ ମୋଡରେ ହେବ ଦ୍ୱିପାକ୍ଷିକ ଆଲୋଚନା ।

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ଆସନ୍ତାକାଲି ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲ ମୋଡରେ ହେବ ଦ୍ୱିପାକ୍ଷିକ ଆଲୋଚନା । ଟୁ ପ୍ଲସ ଟୁ ଦ୍ୱିପାକ୍ଷିକ ଆଲୋଚନାରେ ବିଶ୍ୱ ଅର୍ଥନୀତି ଓ ଇଣ୍ଡୋ-ପେସିଫିକ୍ ଅଂଚଳର ସୁରକ୍ଷା ପ୍ରସଙ୍ଗରେ…

ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି ମହୁଲ ଫୁଲ: ରାତି ପାହିଲେ ମହୁଲ ଫୁଲ ସଂଗ୍ରହ କରିବାକୁ ଗଛମୂଳେ ଲାଗୁଛି…

କନକ ବ୍ୟୁରୋ: ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି ମହୁଲ ଫୁଲ । ଗାଁ ଗାଁ ରେ ଏବେ ମହୁଲ ଫୁଲର ମହକ । ବସନ୍ତ ଋତୁରେ ମହୁଲ ଫୁଲର ମହକରେ ମହକୁଛି ନବରଙ୍ଗପୁର ଜିଲ୍ଲାର ବଣପହାଡ ଘେରା ଅଂଚଳ । ଏହି ଫୁଲ ଆଦିବାସୀଙ୍କ ଜୀବନ ଜୀବିକା ସହିତ ଜଡ଼ିତ ଥିବା ବେଳେ ଏହାକୁ ଜଙ୍ଗଲରୁ ସଂଗ୍ରହ କରି…

ପ୍ରକୃତି ଓ ପରିବେଶ ସହ ଜଡିତ ଆଦିବାସୀଙ୍କ ଜୀବନ ଧାରା: ଖରା ଦିନେ ତାଳ ସଜ ବିକି ରୋଜଗାର କରୁଛନ୍ତି ଆଦିବାସୀ ଅଧ୍ୟୁଷିତ…

କନକ ବ୍ୟୁରୋ: ପ୍ରକୃତି ଓ ପରିବେଶ ସହ ବନ୍ଧା ଆଦିବାସୀଙ୍କ ଜୀବନ ଧାରା । ଜଙ୍ଗଲ ପାହାଡ ସହ ଆଙ୍ଗାଙ୍ଗି ଭାବେ ଜଡିତ ଆଦିବାସୀ ଚାଲିଚଳଣ । ଆଉ ସମୟ ସମୟରେ ମିଳୁଥିବା ଜଂଗଲଜାତ ଦ୍ରବ୍ୟ ହିଁ ଆଦିବାସୀଙ୍କ ପେଟ ପୋଷୁଥିବାର ମଧ୍ୟ ନଜିର ରହିଛି । ଖରା ଦିନରେ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ…

ସ୍ୱାବଲମ୍ବୀ ହେବା ପାଇଁ ବାଟ ବାଛିଲେ: ସରକାରୀ ଯୋଜନାକୁ ଆପଣାଇ ଆତ୍ମନିର୍ଭରଶୀଳ ହେଲେ

କନକ ବ୍ୟୁରୋ: ସ୍ୱାବଲମ୍ବୀ ହେବା ପାଇଁ ବାଟ ବାଛିଲେ । ଆଉ ସରକାରୀ ଯୋଜନାକୁ ଆପଣାଇ ଆତ୍ମନିର୍ଭରଶୀଳ ହେଲେ । ଜଣେ କି ୨ ଜଣ ନୁହେଁ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଗୋଟିଏ ଛାତ ତଳେ ନିଜ ଭବିଷ୍ୟତ ଗଢ଼ୁଛନ୍ତି । ଆଉ ସହଯୋଗର ହାତ ବଡ଼ାଇଛି ଓଡ଼ିଶା ଜିବିକା ମିସନ । ଜୀବିକା ଯୋଗାଉଛି…