Daily Archives

April 21, 2022

ଧୋନୀଙ୍କ ଧୂଆଁଧାର ବ୍ୟାଟିଂ । ମୁମ୍ବାଇ ଲଗାତାର ସପ୍ତମ ପରାଜୟ, ଶେଷ ବଲରେ ଜିତିଲା ଚେନ୍ନାଇ ।

କନକ ବ୍ୟୁରୋ : ଆଇପିଏଲର ଏକ ରୋମାଞ୍ଚକର ମୁକାବିଲାରେ ବାଜି ମାରିଛି ଚାମ୍ପିୟନ ଚେନ୍ନାଇ । ଧୋନୀଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦ୍ୱିତୀୟ ବିଜୟ ହାସଲ କରିଛି ଚେନ୍ନାଇ । ଶେଷ ବଲରେ ଚୌକା ମାରି ଦଳକୁ ବିଜୟ ଭେଟି ଦେଇଛନ୍ତି ପୂର୍ବତନ ଅଧିନାୟକ ଧୋନୀ । MSD finishes it off in style!!!…

ଇଲେକ୍ଟ୍ରି ଗାଡିରେ ନିଆଁ ଲାଗିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଚେତାବନୀ । ଏଣିକି କମ୍ପାନି ଗଣିବେ ତଣ୍ଡ…

କନକ ବ୍ୟୁରୋ : ଦେଶରେ ଇଲେକ୍ଟ୍ରି ଗାଡିରେ ଲାଗୁଥିବା ନିଆଁ ଘଟଣାକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବେଶ ଗମ୍ଭୀରତାର ସହ ନେଇଛନ୍ତି । ଗାଡିରେ ନିଆଁ ଲାଗୁଥିବା ଘଟଣା ବେଶ ଦୁଭାଗ୍ୟପୂର୍ଣ୍ଣ ବୋଲି ଗଡକରୀ କହିଛନ୍ତି । କିନ୍ତୁ ଏଣିକି ଗାଡି ନିର୍ମାଣରେ ବେପରୁଆ ମନୋଭାବ ଦେଖାଇଲେ ଉକ୍ତ…

ବିଧ୍ୱଂସକାରୀ ମିସାଇଲ ସରମତ । ବିଶ୍ୱର ଯେକୌଣସି ଦେଶରେ ଟାର୍ଗେଟକୁ କରିପାରିବ ଧ୍ୱଂସ, ଘାତକ ମିସାଇଲର ସଫଳ ପରୀକ୍ଷଣ…

କନକ ବ୍ୟୁରୋ :  ବିଶ୍ୱର ଯେକୌଣସି ଦେଶରେ ଥିବା ଟାର୍ଗେଟକୁ ନିମିଷକେ କରିହେବ ନାଶ । ଗୋଟିଏ ମିସାଇଲ ପୂରା ବିଶ୍ୱରେ ରଚିବ ସଂହାରଲୀଳା । ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏଭଳି ଏକ ମିସାଇଲର ସଫଳ ପରୀକ୍ଷଣ କରି ପୂରା ବିଶ୍ୱକୁ ଚମକାଇ ଦେଇଛି ଋଷ । ଆଉ ଏଭଳି ଏକ ଘାତକ ମିସାଇଲ…

୬ ମାସରେ ଦ୍ୱିତୀୟ ଥର ପାଇଁ ବିଜୁଳ ସଙ୍କଟ: ଆଗକୁ ଗ୍ରୀଷ୍ମ ପ୍ରବାହ ଥିବା ବେଳେ ୧୨ଟି ରାଜ୍ୟ ପାଇଁ ସତର୍କ ଘଂଟି

କନକ ବ୍ୟୁରୋ: ୬ ମାସ ମଧ୍ୟରେ ଦ୍ୱିତୀୟ ଥର କୋଇଲ ସଙ୍କଟର ସାମ୍ନା କରିବାକୁ ଯାଉଛି ଭାରତ । ବିଭିନ୍ନ ତାପଜ ବିଦ୍ୟୁତ କେନ୍ଦ୍ରରେ ଆବଶ୍ୟକ ମୁତାବିକ କୋଇଲା ମହଜୁଦ ନାହିଁ । ଆଗକୁ ଖରା ଆହୁରି ବଢିବ । ତେଣୁ ବିଜୁଳ ବ୍ୟବହାରର ଚାହିଦା ବଢିବ । ଏପରି ସ୍ଥିତିରେ ଯଦି ସ୍ଥିତିରେ ସୁଧାର ନଆସେ…

ବାରମ୍ବାର ବିଦ୍ୟୁତକାଟ ଅଭିଯୋଗ ଉପରେ ଟାଟା ରଖିଲା ସଫେଇ: ସିଇଓ କହିଲେ, ରାଜ୍ୟରେ ନାହିଁ ବିଦ୍ୟୁତ ସଙ୍କଟ

କନକ ବ୍ୟୁରୋ: ବାରମ୍ବାର ବିଦ୍ୟୁତକାଟ ଅଭିଯୋଗ ଉପରେ ଟାଟା ପାୱାର ରଖିଲା ସଫେଇ ରଖିଛି ଟାଟା ପାୱାର । ଟାଟା ପାୱାରର ସିଇଓ କହିଛନ୍ତି, ରାଜ୍ୟରେ ନାହିଁ ବିଦ୍ୟୁତ ସଙ୍କଟ । ତେବେ ଖରାଦିନେ ସାମୟିକ ଭାବେ ହେବ ପାୱାରକଟ । କିଛି ସ୍ଥାନରେ ୩୦ ମିନିଟରୁ ଘଂଟାଏ ଯାଏଁ ପାୱାରକଟ ।

ତିନି ଦିନରେ ତିନି ଥର ଭେଟିଲେ ସୋନିଆଙ୍କୁ: କଂଗ୍ରେସକୁ ଉଦ୍ଧାର କରିବେ ପ୍ରଶାନ୍ତ କିଶୋର!

କନକ ବ୍ୟୁରୋ: ଦିଲ୍ଲୀ ୧୦ ଜନପଥରେ ଏବେ କଂଗ୍ରେସ ନେତାଙ୍କ ଗହଳି । ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଭେଟି ଦେଇଛନ୍ତି ରୋଡ୍ ମ୍ୟାପ । ଭେଟଘାଟ ବେଳେ ପ୍ରଶାନ୍ତ କିଶୋର ଦେଇଛନ୍ତି ଗୁରୁମନ୍ତ୍ର । କିଭଳି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ…