Daily Archives

April 25, 2022

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଅନୁମତି ଦେଇନଥିଲା ଏଏସଆଇ, ଭୁବନେଶ୍ୱର । ଆରଟିଆଇ ତଥ୍ୟରୁ ସାମ୍ନାକୁ ଆସିଲା ସତ ।

କନକ ବ୍ୟୁରୋ: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବିନା ଅନୁମତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲିଥିବା ନେଇ ଯେଉଁ ଅଭିଯୋଗ ହୋଇଆସୁଛି, ତାହା ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି । ଏଏସଆଇର ବିନା ଅନୁମତିରେ ଖନନ ଓ ନିର୍ମାଣ କାମ ଚାଲିଥିବା କଥା ଏବେ ଆରଟିଆଇ ତଥ୍ୟରୁ ଜଣାପଡିଛି ।…

ଦେଶରେ ବଢୁଛି କରୋନା ସଂକ୍ରମଣ । ୬ ଦିନ ହେବ ୨ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ । ଲଗାତର ୬ ଦିନ ହେବ ୨ ହଜାର ଉପରେ ରହିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୫୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନଜର ପକାନ୍ତୁ ୬ ଦିନର ଦୈନିକ ସଂକ୍ରମଣ ଉପରେ । ଯେଉଁଥିରୁ ଦିଲ୍ଲୀରେ ୧,୦୮୩, ହରିଆଣାରେ ୪୧୭, କେରଳରେ ୨୧୮,…

ଜମ୍ମୁ କଶ୍ମୀରରେ ଉନ୍ନୟନ ପ୍ରକଳ୍ପକୁ ଦେଖି ପାକିସ୍ତାନର ପୀଡା । ଉଦଘାଟନ ରାଜନୀତିରେ ମୋଦୀ ମୂଳ ପ୍ରସଙ୍ଗକୁ ଏଡାଇ…

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀର ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଯୋଜନାର ଶିଳାନ୍ୟାସ କରିଛନ୍ତି । କିସ୍ତୱାରା ଜିଲ୍ଲାରେ ଚେନାବ ନଦୀରେ ୮୫୦ ମେଗାୱାଟର ରାଟଲ ଜଳବିଦ୍ୟୁତ ପ୍ରକଳ୍ପ, ୫୪୦ ମେଗାୱାଟର କ୍ୱାର ଜଳ ବିଦ୍ୟୁତ ପ୍ରକଳ୍ପର…

ମହାରାଷ୍ଟ୍ରରେ ଜୋରଦାର ହନୁମାନ ଚାଳିଶା ରାଜନୀତି । ସାଂସଦ ନବନୀତ ଏବଂ ବିଧାୟକ ସ୍ୱାମୀଙ୍କ ବିରୋଧରେ ରାଜଦ୍ରୋହ…

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ମହାରାଷ୍ଟ୍ରର ସାଂସଦ ନବନୀତ । ହାଇକୋର୍ଟରେ ତାଙ୍କ ବିରୋଧରେ ଆଗତ ଆବେଦନ ଖାରଜ ହେବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପଢିବେ ବୋଲି କହିଥିଲେ । ଏହାପରେ ପୁଲିସ…

୨୦୨୪ ପାଇଁ ବଳ କଷୁଛି କଂଗ୍ରେସ । ହେଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସାମିଲ ନେଇ ଏଯାଏଁ ହୋଇପାରୁନି…

କନକ ବ୍ୟୁରୋ:  ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବେ କି ନାହିଁ ବଢିଲା ସସପେନ୍ସ । ଆଜି ଏହି ପ୍ରସଙ୍ଗରେ କଂଗ୍ରେସରେ ଏକ ବୈଠକ ହୋଇଥିଲା କିନ୍ତୁ ବୈଠକରେ କୌଣସି ନିର୍ଯାସ ବାହାରିପାରିନି । ସେହିପରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସଶକ୍ତ କରିବାକୁ ଏକ…

ଏହି ରାଜ୍ୟ ସରକାର କଲେ ବଡ ଘୋଷଣା, ୧୮-୫୯ ବର୍ଷର ସମସ୍ତ ଲୋକଙ୍କୁ ମିଳିବ ମାଗଣା ବୁଷ୍ଟର ଡୋଜ

କନକ ବ୍ୟୁରୋ : ଦେଶରେ ପୁଣି ବଢଥିବା କରୋନା ସଂକ୍ରମଣ ଏବେ ଲୋକମାନଙ୍କୁ ଭୟଭିତ କରିଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର ବୁଷ୍ଟର ଡୋଜ ଦେବା ନେଇ ଘୋଷଣା କରିଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ୬୦ ବର୍ଷରୁ ଅଧିକ ଓ କରୋନା ଯୋଦ୍ଧାଙ୍କୁ ସରକାର ମାଗଣା ବୁଷ୍ଟର ଡୋଜ ଯୋଗାଇ ଦେବେ…