Daily Archives

April 13, 2022

ମାହାଙ୍ଗା କୁସୁପୁରରେ ୫ ଜଣଙ୍କୁ ବୀଭତ୍ସ ହତ୍ୟା ମାମଲା । ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ।

କନକ ବ୍ୟୁରୋ: ମାହାଙ୍ଗା କୁସୁପୁରରେ ୫ ଜଣଙ୍କୁ ବୀଭତ୍ସ ହତ୍ୟା ମାମଲା । ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ଶିବ ସାହୁ । ସାଲେପୁର ଜେଏମଏଫସି କୋର୍ଟ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି । ତେବେ ପୋଲିସ ପକ୍ଷରୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଥିଲା ବେଳେ,…

ରୁଷ ରାଷ୍ଟ୍ରପତିଙ୍କ ବଡ଼ ବୟାନ । ଉଦ୍ଦେଶ୍ୟ ପୂରଣ ନହେବା ଯାଏଁ ୟୁକ୍ରେନରେ ରୁଷ ସେନା ଜାରି ରଖିବ ଆକ୍ରମଣ

କନକ ବ୍ୟୁରୋ: ଋଷ ୟୁକ୍ରେନ ଭିତରେ ଯୁଦ୍ଧ ୪୯ ଦିନରେ ପହଞ୍ଚିଛି । ଏହାରି ଭିତରେ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଏକ ବଡ଼ ବୟାନ ଦେଇଛନ୍ତି । ଯେପର୍ଯ୍ୟନ୍ତ ଲକ୍ଷ୍ୟ ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି କହିଛନ୍ତି ପୁଟିନ । ସେପଟେ ପୁଟିନଙ୍କ ଏକ ବଡ ସହଯୋଗୀକୁ ଗିରଫ…

ୟୁକ୍ରେନ-ରୁଷିଆ ଯୁଦ୍ଧକୁ ଅନୁଧ୍ୟାନ କରିବାକୁ ଭାରତୀୟ ଆର୍ମିକୁ ପରାମର୍ଶ । କିଭଳି ଲଢେଇ କରୁଛି ଦୁଇଦେଶର ସେନା, କୌଶଳ…

କନକ ବ୍ୟୁରୋ: ୟୁକ୍ରେନରେ ଯୁଦ୍ଧକୁ ୫୦ ଦିନ ହେବାକୁ ଯାଉଛି । ତଥାପି ରୁଷିଆ ଓ ୟୁକ୍ରେନ ମଧ୍ୟରେ କୌଣସି ସମାଧାନର ବାଟ ବାହାରୁନି । ଏହାରି ଭିତରେ ଯୁଦ୍ଧ କୌଶଳ ଶିଖିବାକୁ ଭାରତୀୟ ସେନାକୁ ପରାମର୍ଶ ଦେଇଛନ୍ତି ଜାତୀୟ ସୁରକ୍ଷା କମିଟି । ରୁଷିଆର ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ନିପାତ କରିବାରେ…

ପାକିସ୍ତାନର ନୂଆ ସରକାରକୁ ଆମେରିକା ଓ ଭାରତର ଚେତାବନୀ । ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜାରିକଲେ…

କନକ ବ୍ୟୁରୋ: ପାକିସ୍ତାନ ରାଜନୀତିର ରୂପରେଖ ବଦଳିଯାଇଛି । ସରକାର ବଦଳିଛି । ପ୍ରଧାନମନ୍ତ୍ରୀ ଚେହେରା ବି ବଦଳିଯାଇଛି । ଆଉ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପାକିସ୍ତାନ ମୁସଲିମ ଲିଗ-ନୱାଜ ନେତା ଶାହୱାଜ ଶରିଫ । କୁହାଯାଉଛି ରିମୋଟରେ ପରିଚାଳିତ ହେବ ଶାହବାଜ ସରକାର ।…

ଖୋଲୁଛି ଓମଫେଡ ଦୁର୍ନୀତିର ଗୁମର । ଚାଷୀଙ୍କ ଗୁହାଳ, ବାଛୁରୀ ପାଳନ ଓ ମିଥ୍ୟା ପ୍ରମାଣ ପତ୍ର ଦେଇ ଖାଇ ଯାଇଛନ୍ତି କୋଟି…

କନକ ବ୍ୟୁରୋ:  ଓମଫେଡ ପାଲଟିଛି ଦୁର୍ନୀତିର ଗନ୍ତାଘର । ୪ ବର୍ଷରେ ୨୩୭ କୋଟି ଟଙ୍କା ଆର୍ଥିକ ଅନିୟମିତତା ଧରିଛି ଅଡିଟ୍ ଟିମ୍ । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପଠାଇବା ହେଉ କି ଗୁହାଳ ଘରର ଚଟାଣକୁ କଂକ୍ରିଟ କରିବା ହେଉ ସବୁଠି ହେଉଛି ବାଟମାରଣା । ବାଛୁରୀ ଖର୍ଚ୍ଚ ନହୋଇ ମିଛ…

ରାଜଧାନୀ ପ୍ରତିଷ୍ଠା ଦିବସରେ ଅଲୋଡା ହେଲେ ଅପରାଜିତା । ଉତ୍ସବକୁ ନଡାକିବାକୁ ନେଇ କ୍ଷୋଭ ପ୍ରକାଶ କଲେ ଭୁବନେଶ୍ୱର…

କନକ ବ୍ୟୁରୋ: ପାଳିତ ହେଇଛି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ତିନି ଦିନ ଧରି ପ୍ରତିଷ୍ଠା ଦିବସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ସୂଚନା ଓ ଲୋକସଂପର୍କ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ବିଏମସି ପକ୍ଷରୁ ମିଳିତ ଭାବେ ଏହାର ପାଳନ କରାଯାଉଛି । ପ୍ରଥମ…