Daily Archives

March 14, 2022

ରାଜ୍ୟରେ ଆଜି ସବୁଠୁ ଉତ୍ତପ୍ତ ସହର ହେଲା ବଲାଙ୍ଗୀର । ୧୨ ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ଉପରେ

କନକ ବ୍ୟୁରୋ: ରାଜ୍ୟରେ ଆଜି ସବୁଠୁ ଉତ୍ତପ୍ତ ସହର ହେଲା ବଲାଙ୍ଗୀର । ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ଆଜି ବଲାଙ୍ଗୀରର ତାପମାତ୍ରା ରହିଥିଲା ୩୮.୩ ଡିଗ୍ରୀ ସେଲସିୟସ୍ । ସେହିପରି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବା ଦେଖିବାକୁ ମିଳିଛି ।…

ସିବିଏସଇ ଦଶମ ଟର୍ମ-୧ ଓଡ଼ିଆ ପରୀକ୍ଷାରେ ଅଜବ ପ୍ରଶ୍ନ ଆଉ ଅଜବ ଉତର: ଭୁଲ ଉତରପତ୍ର ଯୋଗୁଁ ପିଲାଙ୍କ କମିଲା ମାର୍କ

କନକ ବ୍ୟୁରୋ: ସିବିଏସଇ ଦଶମ ଶ୍ରେଣୀ ଟର୍ମ ୱାନ୍ ପରୀକ୍ଷାର ଓଡିଆ ବିଷୟରେ ଏହିଭଳି କିଛି ପ୍ରଶ୍ନପତ୍ର ଏବଂ ଉତ୍ତର ପତ୍ରରେ ତାଳମେଳ ନଥିବା ଦେଖିବାକୁ ମିଳିଛି । ଗୋଟିଏ କିମ୍ବା ଦୁଇଟି ନୁହେଁ ୧୩ଟି ପ୍ରଶ୍ନର ଉତ୍ତର ପତ୍ରସହ ସାମଞ୍ଜସ୍ୟ ନଥିବାବେଳେ ଚାରୋଟି ପ୍ରଶ୍ନରେ ବ୍ୟାକରଣଗତ ତ୍ରୁଟି…

ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ଭଗୱନ୍ତ ମାନ୍ । ଆସନ୍ତା ୧୬ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ।

କନକ ବ୍ୟୁରୋ : ସାଂସଦ ପଦରୁ ଇସ୍ତଫା ଦେଲେ ଭଗୱନ୍ତ । ସୋମବାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେଇଛନ୍ତି ଭଗୱନ୍ତ । ସଙ୍ଗରୁର ଆସନରୁ ସାଂସଦ ଥିଲେ ଭଗୱନ୍ତ । ପଞ୍ଜାବରେ ଆପର ବିପୁଳ ବିଜୟ ପରେ ଆସନ୍ତା ୧୬…

ବେଙ୍ଗାଲୁରୁ ଟେଷ୍ଟରେ ଭାରତର ବଡ ବିଜୟ: ୨-୦ରେ ସିରିଜ ପୋଛିନେଲା ଟିମ ଇଣ୍ଡିଆ 

କନକ ବ୍ୟୁରୋ: ବେଙ୍ଗାଲୁରୁ ଟେଷ୍ଟରେ ଭାରତ ବଡ ବିଜୟ । ୨୩୮ ରନରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ବିଜୟ ହାସଲ କରିଛି । ୨-୦ରେ ଟେଷ୍ଟ ସିରିଜ ପୋଛି ନେଇଛି ଭାରତ । ଶେଷ ଇଂନିସରେ ରବିଚନ୍ଦ୍ରନ ଅଶ୍ୱିନୀ ଓ ବୁମରାହ ଦମଦାର ବୋଲିଂ କରି ଶ୍ରୀଲଙ୍କା ଟିମକୁ ଧରାଶାୟୀ କରିଥିଲେ । ଫଳରେ ଭାରତ ଏହି…

ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ କଣ ବାର୍ତ୍ତା ଦେଲେ ନବୀନ? ୩୦ରୁ ୨୧ ମହିଳାଙ୍କୁ ଅଧ୍ୟକ୍ଷା କରିବା ପରେ ରାଜନୈତିକ…

କନକ ବ୍ୟୁରୋ: ନାରୀ ହାତରେ ଶାସନ ଡୋରି ଦେଇ କଣ ବାର୍ତା ଦେଉଛନ୍ତି ନବୀନ । ଏହାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ୭୦ ପ୍ରତିଶତ ମହିଳାଙ୍କ ହାତରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ । ୨୧ଟି ଜିଲ୍ଲାରେ ନେତୃତ୍ୱ ନେବେ ମହିଳା ଅଧ୍ୟକ୍ଷ । ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି,…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶରେ ବିଜେପିର ବିଜୟ ପଛରେ ଧର୍ମେନ୍ଦ୍ରଙ୍କର…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ । ସରକାର ଗଢିବା ପୂର୍ବରୁ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଗସ୍ତରେ ଆସିଛନ୍ତି । ଏହି ସମୟରେ ଦଳର ପ୍ରମୁଖ ନେତାଙ୍କୁ ଭେଟୁଛନ୍ତି ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ଯେଉଁ କେତେ…