Daily Archives

March 14, 2022

ପଞ୍ଚାୟତ ପରାଜୟର ବଦଲା ପୌରରେ ନେବେ କି ବିରୋଧୀ । ଯାଜପୁରରେ ଜୋରଦାର ପ୍ରଚାର କଲେ କଂଗ୍ରେସ, ବିଜେପି ।

କନକ ବ୍ୟୁରୋ : ପୌର ନିର୍ବାଚନ ପାଇଁ ଆଜି ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଆଉ ଦିନ କେଇଟା ପରେ ହେବ ଭୋଟ ଗ୍ରହଣ । ନିର୍ବାଚନ ପାଇଁ ରାଜ୍ୟର ସବୁ ପୌରାଞ୍ଚଳରେ ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ଉଷ୍ମତା ବଢ଼ିବାରେ ଲାଗିଛି । ଏଥର ଯାଜପୁର ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷ ପଦ ଆଦିବାସୀ…

ସକାଳ ୮ଟାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ଗଣିତ ପାଇଁ ମିଳିବ ଅଧିକ ୧୫ ମିନିଟ ସମୟ

କନକ ବ୍ୟୁରୋ: ଜାରି ହେଲା ମାଟ୍ରିକ୍ ପରୀକ୍ଷା ସୂଚୀ । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । ପରୀକ୍ଷାର ଅବଧି ୨ ଘଂଟା ରହିବ । କେବଳ ଗଣିତ ପାଇଁ ୨ ଘଂଟା ୧୫ ମିନିଟ୍ ସମୟ ରହିବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ପରୀକ୍ଷା…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଯାଜପୁରର କୁନି ଝିଅ ଶିକ୍ତା । ୧୯ ମାସର କୁନି ଝିଅ ଶିକ୍ତା କଲେ କମାଲ ।

କନକ ବ୍ୟୁରୋ : କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଇଚ୍ଛାଶକ୍ତି ଓ ପ୍ରତିଭା ଥିଲେ ସଫଳତା ଦିନେ ନିଶ୍ଚିତ ମିଳେ । ଯାହାକୁ ଆଜି ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଣସରପୁର ଗ୍ରାମର ଶିଶୁ ପ୍ରତିଭା ଶିକ୍ତା ବସୁନ୍ଧରା ମାଝୀ । ଚିତ୍ର ଦେଖି ପଶୁପକ୍ଷୀ, ଫଳ,…

କରୋନା କଟକଣା ହଟିବା ପରେ ଜମୁଛି ବେପାର । ଯାଜପୁର ଛତିଆ ହସ୍ତଶିଳ୍ପ ମେଳାରେ ଲାଗୁଛି ଗ୍ରାହକଙ୍କ ଭିଡ । 

କନକ ବ୍ୟୁରୋ : କରୋନା କଟକଣା ହଟିବା ପରେ ଜମୁଛି ବେପାର । ଯାଜପୁର ଜିଲ୍ଳା ଛତିଆଠାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ମେଳା । ମେଳାରେ ପାଖାପାଖି ୧୨୫ଟି ଷ୍ଟଲ ଲାଗିଥିବା ବେଳେ ମନଲାଖି ଜିନିଷପତ୍ର କିଣିବା ପାଇଁ ଗ୍ରାହକଙ୍କ ଭିଡ ଜମୁଛି । ମେଳାରେ ସାମିଲ ହେବା ସହ ବ୍ୟବସାୟ ପାଇଁ…

ନବମ ପରୀକ୍ଷା ନେଇ ବୋର୍ଡର ସୂଚନା: ଏପ୍ରିଲ ୧୩ରୁ ନବମ ସମ୍ମେଟିଭ-୨ ପରୀକ୍ଷା

କନକ ବ୍ୟୁରୋ: ନବମ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା । ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ-୨ ପରୀକ୍ଷା । ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା । ଏପ୍ରିଲ ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ । ତେବେ ଖରାକୁ ଦୃଷ୍ଟିରେ ରଖି…

ବିଶ୍ୱକୁ ମାଡିଆସୁଛି ବଡ ବିପଦ ! ଯୁଦ୍ଧ ପାଇଁ ଦେଖାଯିବ ଖାଦ୍ୟ ସଂକଟ, ଚେତାବନୀ ଦେଲା ମିଳିତ ଜାତିସଂଘ

କନକ ବ୍ୟୁରୋ : ବିଶ୍ୱକୁ ଏକ ବଡ ବିପଦ ମାଡିଆସୁଛି । ଋଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ଏହି ବିପଦ ମୁଣ୍ଡ ଟେକୁଛି । ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡିବ । ଖାସକରି ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକାରେ ଥିବା ଗରିବ ରାଷ୍ଟ୍ରଗୁଡିକ ଅଧିକ ପ୍ରଭାବିତ ହେବେ । ଏନେଇ ମିଳିତ ଜାତିସଂଘ…