ବେଙ୍ଗାଲୁରୁ ଟେଷ୍ଟରେ ଭାରତର ବଡ ବିଜୟ: ୨-୦ରେ ସିରିଜ ପୋଛିନେଲା ଟିମ ଇଣ୍ଡିଆ 

123

କନକ ବ୍ୟୁରୋ: ବେଙ୍ଗାଲୁରୁ ଟେଷ୍ଟରେ ଭାରତ ବଡ ବିଜୟ । ୨୩୮ ରନରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ବିଜୟ ହାସଲ କରିଛି । ୨-୦ରେ ଟେଷ୍ଟ ସିରିଜ ପୋଛି ନେଇଛି ଭାରତ । ଶେଷ ଇଂନିସରେ ରବିଚନ୍ଦ୍ରନ ଅଶ୍ୱିନୀ ଓ ବୁମରାହ ଦମଦାର ବୋଲିଂ କରି ଶ୍ରୀଲଙ୍କା ଟିମକୁ ଧରାଶାୟୀ କରିଥିଲେ । ଫଳରେ ଭାରତ ଏହି ଟେଷ୍ଟ ସିରିଜରେ ବିଜୟ ହାସଲ କରିଥିଲା ।