Daily Archives

January 22, 2022

ସରୋଗେସି ପ୍ରକିୟାରେ ୨୨ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ଏହି କୋଟିପତି ମହିଳା, ୧୦୫ ଶିଶୁଙ୍କୁ  ଜନ୍ମ ଦେବାକୁ ରଖିଛନ୍ତି…

କନକ ବ୍ୟୁରୋ : ସରୋଗେସି ପ୍ରକ୍ରିୟାରେ ପ୍ରିୟଙ୍କା ଚୋପ୍ରା ମା ହେବା ପରେ ଏହାକୁ ନେଇ ଏବେ ଭାରତରେ ବେସ୍ ଚର୍ଚ୍ଚା ହେଉଛି । ହେଲେ ଆଗରୁ ବି ଅନେକ ମହିଳା ଏହି ପ୍ରକ୍ରିୟାରେ ମା ହୋଇ ରେକର୍ଡ କରିଛନ୍ତି । ଜଣେ କୋଟିପତିଙ୍କ ସ୍ତ୍ରୀ ଏହି ସରୋଗେସି ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ୨୨ ଜଣ ଶିଶୁଙ୍କୁ…

କରୋନା ମହାମାରୀ ସମୟରେ କିଭଳି ଚାଲିଥିଲା ସ୍ୱାସ୍ଥ୍ୟସେବା, କ’ଣ ଥିଲା ଆହ୍ୱାନ ? କନକ ନ୍ୟୁଜ ପକ୍ଷରୁ ଆୟୋଜିତ ହେଲା…

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ କନକ ନ୍ୟୁଜ ପକ୍ଷରୁ ଆୟୋଜିତ ହୋଇଛି ହେଲଥ କନକ୍ଲେଭ । ଯେଉଁଥିରେ ବିଶେଷଜ୍ଞ ଓ ଡାକ୍ତର ସାମିଲ ହୋଇ ଆଗାମୀ ଦିନରେ ରୋଡମ୍ୟାପ୍ ଏବଂ ଅତୀତର ମୁକାବିଲାର ଫର୍ଦ୍ଦ କଥା ବଖାଣିଛନ୍ତି । କରୋନା ମହାମାରୀ ବେଳେ କିଭଳି ଥିଲା ରାଜ୍ୟର ସ୍ୱାସ୍ଥ୍ୟସେବା, ଆଗାମୀ…

ଚୀନ ଏୟାରଲାଇନସ ଉପରେ ଆମେରିକାର କଟକଣା: ୪୪ଟି ବିମାନ ଉଡାଣକୁ ବାତିଲ କରିବା ପାଇଁ ଘୋଷଣା

କନକ ବ୍ୟୁରୋ: ଚୀନ ଏୟାରଲାଇନସ ଉପରେ ଆମେରିକା ପ୍ରଶାସନ ତରଫରୁ କଟକଣା । ଆମେରିକାରୁ ଚୀନକୁ ଉଡାଣ ଭରିବାକୁ ଥିବା ୪୪ ଟି ବିମାନ ଉଡାଣକୁ ବାତିଲ କରିବା ପାଇଁ ଘୋଷଣା କରିଛି ଆମେରିକା । ୩୦ ଜାନୁଆରୀରୁ ଏହି ନିୟମ ଲାଗୁ କରାଯିବ । ୨ ବର୍ଷ ତଳେ ଚୀନ ମଧ୍ୟ ସମାନ ନୀତି ଆମେରିକା ପାଇଁ…

ନେଟୱର୍କ ନାହିଁ ତ ଭୋଟ୍ ନାହିଁ: ଦେବଗଡ ଓ କନ୍ଧମାଳର ୬ଟି ପଂଚାୟତରେ ନିର୍ବାଚନ ବର୍ଜନ କଲେ ଗ୍ରାମବାସୀ

କନକ ବ୍ୟୁରୋ: ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନର ସରଗରମ ଭିତରେ ଦେବଗଡରୁ ଆସିଛି ରୋଚକ ଖବର । ମୋବାଇଲ ନେଟୱାର୍କ ଦାବିରେ ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକର ୫ଟି ପଂଚାୟତ ନିର୍ବାଚନରୁ ଓହରି ଯାଇଛନ୍ତି । ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି ଏବଂ ଝାରମୁଣ୍ଡା ପଂଚାୟତରୁ ଜଣେ ବି…

ସାରା ରାଜ୍ୟକୁ ଦୋହଲାଇଦେଲା ସୋରର ଛାତିଥରା ଦୁର୍ଘଟଣା । ବସକୁ ପିଟିଲା ଟ୍ରକ, ଚାହୁଁଚାହୁଁ ଚାଲିଗଲା ୬ ଜୀବନ ।

କନକ ବ୍ୟୁରୋ : ବାଲେଶ୍ୱର ଏନଏଚ ୧୬ ବିଦୁ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୟୂରଭଂଜ ବଡ଼ସାହିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ୍ ‘ଶାନ୍ତିଲତା’କୁ ଏକ କୋଇଲା ବୋଝେଇ ଟ୍ରକ ପଛପଟୁ ଧକ୍କା ଦେବା ଫଳରେ ୬ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି ।…

୧୭ରେ ଶତ୍ରୁ ୨୨ରେ ବନ୍ଧୁ: ଦଳ ପାଇଁ ଏକାଠି ଝାଳ ବୁହାଉଛନ୍ତି ରମେଶ ମାଝୀ ଓ ପ୍ରଦୀପ ମାଝୀ

କନକ ବ୍ୟୁରୋ: କାହା ଦଖଲ କୁ ଯିବ ନବରଙ୍ଗପୁର ଜିଲ୍ଲା ପରିଷଦ । ଯେଉଁ ପ୍ରସଙ୍ଗ କୁ ନେଇ ଯେତିକି ସରଗରମ ନବରଙ୍ଗପୁର ରାଜନୀତି ତା ଠାରୁ ଅଧିକ ଚର୍ଚ୍ଚା ବିଜେଡି ରେ ବୃଦ୍ଧି ହେବ କାହାର ପତିଆରା । ଦଳ ଭିତରେ ନିଜ ନିଜ ପତିଆରା ଜାହିର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ହେଭିବେଟ ନେତା ରମେଶ…