Daily Archives

January 21, 2022

ଭୂଷଣ କାରଖାନାରେ ଅଘଟଣ । ଭାଙ୍ଗିଲା ପେଲେଟ୍ ପ୍ଲାଣ୍ଟର ସିଲରି ପଣ୍ଡ

କନକ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲିରେ ଥିବା ଭୂଷଣ କାରଖାନାରେ ବଡ ଅଘଟଣ ଘଟି ଚାଷ ଜମିରେ ପାଉଁଶ ଓ ବର୍ଯ୍ୟବସ୍ତୁ ମାଡି ଯାଇଛି । ପାଖରେ ଥିବା ବାଂଜିବେର୍ଣା ଗାଁ ଭିତରେ ବି ବିଷାକ୍ତ ପଦାର୍ଥ ପଶି ଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି…

ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେଲା ଅମର ଯବାନ ଜ୍ୟୋତି । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦଙ୍କ ବଦଳିଲା…

କନକ ବ୍ୟୁରୋ: ଦୀର୍ଘ ୫୦ ବର୍ଷ ପରେ ଇଣ୍ଡିଆ ଗେଟରେ ଥିବା ଅମର ଯବାନ ଜ୍ୟୋତିର ଠିକଣା ବଦଳିଛି । ଏଣିକି ଇଣ୍ଡିଆ ଗେଟ ନୁହେଁ ୱାର ମେମୋରିଆଲରେ ଜଳିବ ଅମର ଯବାନଙ୍କ ଅଖଣ୍ଡ ଜ୍ୟୋତି । ଏହି ଜ୍ୟୋତି ଦେଶର ବୀର ଯୋଦ୍ଧାଙ୍କ ସର୍ବୋଚ୍ଚ ବଳିଦାନର ପ୍ରତୀକ । ଏୟାର ମାର୍ଶଲ ବି ରାଧାକୃଷ୍ଣଙ୍କ…

ଡେପୁଟେସନକୁ ନେଇ ମୁହାଁମୁହିଁ କେନ୍ଦ୍ର-ରାଜ୍ୟ । ଦିଲ୍ଲୀର ପଦକ୍ଷେପ ବଢାଇଲା ରାଜନୀତିର ପାରା

କନକ ବ୍ୟୁରୋ: ପ୍ରଶାସନିକ ଅଧିକାରୀ ଡେପୁଟେସନରେ ଯିବାକୁ ହେଲେ ରାଜ୍ୟର ଅନୁମତି ଆଉ ଆବଶ୍ୟକ ପଡିବନି । ଏଥିପାଇଁ ଉଦ୍ଦିଷ୍ଟ ନିୟମରେ ପରିବର୍ତନ ଆଣିବାକୁ କେନ୍ଦ୍ର ଆଗଭର ହୋଇଛି । ହେଲେ ଏହି ପଦକ୍ଷେପ ସଂଘୀୟ ଗଣତନ୍ତ୍ର ପାଇଁ ବିପଦ ଆଣିବ ବୋଲି ଯୁକ୍ତି ବାଢି ଏକାଧିକ ରାଜ୍ୟ ଏହାକୁ ବିରୋଧ…

କର୍ମଚାରୀଙ୍କୁ ମାଡ ଅଭିଯୋଗକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ: କହିଲେ, ମାଡ ମାରିବା କଥା ମିଛ

କନକ ବ୍ୟୁରୋ: କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ ଅଭିଯୋଗ ପ୍ରସଙ୍ଗ । ଅଭିଯୋଗକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଲେ, ମୋ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ । ଆଲୋଚନା ହୋଇଛି ହେଲେ ମାଡ ମାରିବା କଥା ମିଛ । ନିର୍ବାଚନ ଆସିଲେ ଏମିତି ସବୁ…

ଓଡ଼ିଶାରେ କମୁଛି ଦୈନିକ କରୋନା ସଂକ୍ରମଣ । ପଢନ୍ତୁ, କଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର?

କନକ ବ୍ୟୁରୋ: ଗତ କିଛି ଦିନ ହେଲା ରାଜ୍ୟର କରୋନା ମିଟର ୧୦ ହଜାର ଉପରେ ରହୁଥିବାବେଳେ ଆଜି ତଳକୁ ଖସିଛି । ସେହିପରି ଟେଷ୍ଟ ପଜିଟିଭିଟି ରେଟ୍ ମଧ୍ୟ ୧୪ ପ୍ରତିଶତ ତଳକୁ ଖସିଛି । ତେବେ ଖୋର୍ଦ୍ଧା ଓ ସୁନ୍ଦରଗଡର ସଂକ୍ରମଣ ହାର ୨୫ ପ୍ରତିଶତ ଉପରେ ରହିଛି । ରାଜ୍ୟରେ ସକ୍ରିୟ ଆକାନ୍ତଙ୍କ…

ସାଧାରଣତନ୍ତ୍ର ଦିବସ: କିଏ କେଉଁଠି କରିବେ ପତାକା ଉତ୍ତୋଳନ? 

କନକ ବ୍ୟୁରୋ: ଆସନ୍ତା ଜାନୁଅରୀ ୨୬ ଅର୍ଥାତ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଭୁବନେଶ୍ୱରର ଲୋୟର ପିଏମଜିରେ ପତାକା ଉତ୍ତୋଳନ କରିବେ। ଏହାବାଦ୍ ୨୦ଜଣ ମନ୍ତ୍ରୀ ୨୦ଟି ଜିଲ୍ଲାର ସଦର ମହକୁମାରେ, ୩ଟି ସ୍ଥାନରେ ଆରଡିସି ଏବଂ ୯ଟି ଜିଲ୍ଲାରେ ସ୍ଥାନୀୟ ଜିଲ୍ଲାପାଳ ପତାକା…