Daily Archives

January 20, 2022

ନିର୍ବାଚନ ଲଢିବେ ଏମବିଏ ଛାତ୍ରୀ । ଗାଁର ବିକାଶ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ହେଲେ ଉଚ୍ଚ ଶିକ୍ଷିତା ପ୍ରଜ୍ଞା ।

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲକୁ ୪ ଦିନ ବିତିଯାଇଛି ।  ରାଜ୍ୟର ଅନେକ ସ୍ଥାନରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ । ତେବେ ଚଳିତ ନିର୍ବାଚନରେ ଅନେକ ଯୁବ ଓ ଶିକ୍ଷିତ ଚେହେରା ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଆଉ ଶିକ୍ଷିତ…

ସମୁଦ୍ରରେ ବୁଡିବାକୁ ବସିଲାଣି ଇଣ୍ଡୋନେସିଆର ରାଜଧାନୀ । ଏବେ ନୁସନ୍ତାରା ହେବ ନୂଆ ରାଜଧାନୀ ।

କନକ ବ୍ୟୁରୋ: ପାଣିପାଗ ପରିବର୍ତ୍ତନ ଯୋଗୁଁ କିଛି ସହର ସମୁଦ୍ରରେ ବୁଡିଯିବ ବୋଲି ଗଣମାଧ୍ୟମରେ ଖବର ପ୍ରସାର ହେଉଥିଲା । ତାହା କିଛି ସ୍ଥାନରେ ସତ ହୋଇଛି । ଏହା ମଧ୍ୟରେ ଗୋଟିଏ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ହେଉଛି ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା । ଜାକର୍ତ୍ତାର ଅଧାରୁ ଅଧିକ ପରିମାଣ…

ବିଜୁଳି ଆସୁନି, ଭୋଟ ଦେବୁନି । ବିଦ୍ୟୁତ ସଂଯୋଗ ନଥିବାରୁ ଭୋଟ ବର୍ଜନ କରିବେ ୫ ଗ୍ରାମବାସୀ । 

କନକ ବ୍ୟୁରୋ : ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଦର୍ଜିଂ ପଞ୍ଚାୟତ ଅଧିନସ୍ଥ ଥିବା କୋଇଲିଝର, ଲୁଧୁଣି, ଢେଙ୍କିଆମ, ଗହମି ଓ ପୁରୁଣାପାଣି ୫ଟି ଗ୍ରାମରେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ଥିବାରୁ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି…

‘ନିଟ୍’ ନାମଲେଖା ପାଇଁ ଓବିସି ସଂରକ୍ଷଣ କାଏମ୍ । ମେଧା ଠାରୁ ସଂରକ୍ଷଣକୁ ଗୁରୁତ୍ୱ ଦେଲେ ସୁପ୍ରିମ କୋର୍ଟ ।

କନକ ବ୍ୟୁରୋ: ମେଧା ଠାରୁ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ । ଅଧିକ ନମ୍ବର ଯୋଗ୍ୟତାର ଏକମାତ୍ର ମାନଦଣ୍ଡ ନୁହେଁ ବୋଲି ଦର୍ଶାଇ ଜାନୁଆରି ୭ ତାରିଖରେ ଶୁଣାଇଥିବା ଆଦେଶକୁ କାଏମ୍‌ ରଖିବା ସହ ୨୦୨୧-୨୨ ବର୍ଷ ପାଇଁ ‘ନିଟ୍‌’ ଅଣ୍ଡର୍‌ଗ୍ରାଜୁଏଟ୍‌ ଏବଂ ପୋଷ୍ଟ୍‌ଗ୍ରାଜୁଏଟ୍‌ ନାମଲେଖାରେ ‘ଅନ୍ୟାନ୍ୟ…

ଉତ୍ତରପ୍ରଦେଶରୁ ଆସିଲା ଅଭାବନୀୟ ଚିତ୍ର : ଟିକା ଭୟରେ ଗଛରେ ଚଢିଲେ; ସେପଟେ ସ୍ୱାସ୍ଥ୍ୟକର୍ମୀଙ୍କୁ ପିଟିଲେ ନାଉରିଆ

କନକ ବ୍ୟୁରୋ : ଯାହା ହେଲେ ହେଉ ଆମେ ଟିକା ନେବୁନି । ଆମକୁ କରୋନା ଟିକା ଦିଅନି । ଭ୍ୟାକସିନ୍ ଭୟରେ କିଏ ଗଛରେ ଚଢିଗଲା ତ ଆଉ କିଏ ସ୍ୱାସ୍ଥ୍ୟକର୍ମୀଙ୍କୁ ପିଟିଲା । ଏଭଳି ଦୁଇଟି ଦୃଶ୍ୟ ସାମ୍ନାକୁ ଆସିଛି । ଗୋଟିଏ ହେଉଛି ଉତରପ୍ରଦେଶ ଲକ୍ଷ୍ନୌ ବଲାଇ ଅଂଚଳର । ଟିକା ଦେବା ପାଇଁ ଗାଁରେ…

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କ ଉପରେ ଅଖିଳେଶଙ୍କ ଫୋକସ, ପେନସନ ନେଇ ଦେଲେ ଏଭଳି ପ୍ରତିଶୃତି

କନକ ବ୍ୟୁରୋ : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳମାନେ ନୂଆ ନୂଆ ପ୍ରତିଶୃତି ଦେବାରେ ଲାଗିଛନ୍ତି । କେବେ ମାଗଣା ବିଜୁଳି ତ କେବେ ମାଗଣା ପାନୀୟ ଜଳ , କିଏ ବେକାରୀଙ୍କୁ ପେନସନ ଦେବାକୁ ପ୍ରତିଶୃତି ଦେଉଛି ତ କିଏ କିଏ କୃଷକଙ୍କୁ ଋଣ ଛାଡ…