Daily Archives

January 17, 2022

କିଭଳି ହୋଇଥିଲା ଲକ୍ଷ୍ମୀପୁର ଷ୍ଟେଟ୍ ବ୍ୟାଙ୍କ ଲୁଟ୍ ? ପୁଲିସ ସାମ୍ନାରେ ଡେମୋ ଦେଖାଇଲା ଅଭିଯୁକ୍ତ ।

କନକ ବ୍ୟୁରୋ : ବ୍ୟାଙ୍କରୁ ଚୋରି ସୁନାରେ କୋଠା ତିଆରି କରୁଥିଲା ଅଭିଯୁକ୍ତ । କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟ ବ୍ୟାଙ୍କ ଲକରରୁ ସୁନା ଚୋରି କରିବା ପରେ ୪ଶହ ଗ୍ରାମ ସୁନା ବିକି ସେହି ଲକ୍ଷ୍ମୀପୁରରେ ଜାଗା କିଣିଛି ଅଭିଯୁକ୍ତ ଶେଖର କୁଳଦୀପ । ଆଉ ଘରର ମୂଳଦୁଆ ପକାଇଥିବା ବେଳେ ତାକୁ ସିଲ୍ କରିଛି…

କରୋନାକୁ ନେଇ ଭଲ ଖବର…ରାଜ୍ୟରେ କମିଲା ଦୈନିକ ସଂକ୍ରମଣ । ମାଡି ଚାଲିଥିବା ସଂକ୍ରମଣରେ ସାମାନ୍ୟ ବ୍ରେକ ।

କନକ ବ୍ୟୁରୋ : କରୋନା ସଂକ୍ରମଣ ବୃଦ୍ଧି ଭିତରେ ଆସିଛି ଆଶ୍ୱସ୍ତିକଲା ଭଳି ଖବର । ରାଜ୍ୟରେ ଓ ଦେଶରେ କରୋନା ମିଟର ଉପରମୁହାଁ ରହିଥିଲେ ବି ଗତିରେ ସାମାନ୍ୟ ବ୍ରେକ୍ ଲାଗିଛି । ସେହିପରି ଆର ଭ୍ୟାଲୁ ମଧ୍ୟ କମ୍ ହୋଇଛି । ବିଶେଷକରି ମୁମ୍ବାଇ ଭଳି ସହରରେ ଆର ଭ୍ୟାଲୁ ୨ ତଳକୁ ଖସି ଆସିଛି ।…

କରୋନା ବେଳେ କମୁଛି ଗରିବଙ୍କ ଆୟ, ବଢିଚାଲିଛି ଧନୀଙ୍କ ସମ୍ପତ୍ତି । ୧୦୨ ରୁ ବଢି ୧୪୨ ଛୁଇଁଲା ବଡ ବଡ ଧନୀଙ୍କ ସଂଖ୍ୟା ।

କନକ ବ୍ୟୁରୋ : କରୋନା ବେଳେ ଗରିବ ଆହରୁ ଗରିବ ହୋଇଛନ୍ତି । ଧନୀଙ୍କ ସମ୍ପତ୍ତି ଆଖିବୁଜା ବଢିଛି । ଅନ୍ତର୍ଜାତୀୟ ସଂସ୍ଥା ଅକ୍ସଫାମର ତଥ୍ୟ କହୁଛି, ଦେଶର ୮୪ ପ୍ରତିଶତ ପରିବାରର ରୋଜଗାର ହରାଇଛନ୍ତି, ସେମାନଙ୍କ ଆୟ କମିଛି । ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ନିରାପତା କ୍ଷେତ୍ରରେ ବ୍ୟୟ ଅଟକଳ…

ବଲାଙ୍ଗୀରରେ ସରପଞ୍ଚ ପଦବୀ ନିଲାମ ଅଭିଯୋଗ ପ୍ରସଙ୍ଗ: ରିପୋର୍ଟ ମାଗିଲେ ରାଜ୍ୟ ନିର୍ବାଚନ କମିଶନ

କନକ ବ୍ୟୁରୋ: ବଲାଙ୍ଗୀରରେ ସରପଞ୍ଚ ପଦବୀ ନିଲାମ ଅଭିଯୋଗ ପ୍ରସଙ୍ଗରେ ଆକ୍ସନ ମୋଡରେ ରାଜ୍ୟ ନିର୍ବାଚନ କମିଶନ । ଏନେଇ ରିପୋର୍ଟ ମାଗିଲେ ରାଜ୍ୟ ନିର୍ବାଚନ କମିଶନ । ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ରାଜ୍ୟ ନିର୍ବାଚନ କମିଶନ । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଚ ଦେବାକୁ…

କେନ୍ଦ୍ରାପଡ଼ା : ଯିଏ ଯେତେ ଅଧିକ ପ୍ରାର୍ଥୀ ଜିତାଇବ, ଜିଲ୍ଲା ରାଜନୀତିରେ ତାଙ୍କର ଦବଦବା ସେତେ ଅଧିକ ବଢିବ । 

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ପ୍ରଥମ ଦିନରେ ମୋଟ୍ ୮ ହଜାର ୭୭୨ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲା ପରିଷଦ ପଦ ପାଇଁ ୨୨ଜଣ, ସମିତି ସଭ୍ୟ ପାଇଁ ୫୧୨, ସରପଂଚ ପାଇଁ ୧୧୨ ଓ ୱାର୍ଡ ମେମ୍ବର ପାଇଁ ୭ହଜାର ୧୧୬ ଜଣ…

ବାଘଶୂନ୍ୟ ହୋଇଗଲା କି ସାତକୋଶିଆ ? ଦେଢ ମାସ ଧରି ଏକମାତ୍ର ବାଘୁଣୀର ପତା ପାଉନି ବନ ବିଭାଗ ।

କନକ ବ୍ୟୁରୋ : କୁଆଡେ ଗଲା ସାତକୋଶିଆ ବାଘୁଣୀ । ଦେଢ ମାସ ହେଲା ଏକମାତ୍ର ବାଘୁଣୀର ପତା ପାଉନି ବନବିଭାଗ । ବାଘୁଣୀ ନିଖୋଜ ହୋଇଯିବା ପରେ ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ସେପଟେ ପିସିସିଏଫ କହିଛନ୍ତି, ବାଘୁଣୀ ଜୀବିତ ଅଛି, ବାଘ ଗଣନା ଯୋଗୁଁ କ୍ୟାମେରା କମ ଥିବାରୁ ତା’…