Daily Archives

January 17, 2022

କିଏ ଧରିବ ରାଜ୍ୟ ବିଜେପିର ପଞ୍ଚାୟତ ମଙ୍ଗ ? ବଢିବାରେ ଲାଗିଛି ପଞ୍ଚାୟତ ରାଜନୀତିର ପାରା ।

କନକ ବ୍ୟୁରୋ : ୨୦୧୭ରେ ପଞ୍ଚାୟତ ନିର୍ବାଚନରେ ୧୦ ଗୁଣା ଅଧିକ ସଫଳତା ପାଇଥିବା ବିଜେପିର ପ୍ରଚାର ମଙ୍ଗ କିଏ ଧରିବ । ଦଳର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ, ୟୁପିର ପ୍ରଭାରୀ ପଦ ପାଇଁ ସେଠାରେ ମନ ନିବେଶ କରିଛନ୍ତି । ତେଣୁ ସ୍ୱଭାବିକ ଭାବେ ସେ ଆଉ ଓଡିଶା ରାଜନୀତିରେ ମୁଣ୍ଡ…

ନାମାଙ୍କନ ଭିତରେ ପଦ ନିଲାମ ! ୪୪ ଲକ୍ଷରେ ସରପଞ୍ଚ ପଦ ହେଲା ବିକ୍ରି, ବଲାଙ୍ଗୀର ପୁଇଁତଳା ବ୍ଲକରୁ ଆସିଲା ସାଂଘାତିକ…

କନକ ବ୍ୟୁରୋ :  ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ, ମତଦାନ ଓ ଭୋଟ ଗଣନା ଭଳି ଶବ୍ଦକୁ ନେଇ ଚର୍ଚ୍ଚା ଭିତରେ ସରପଞ୍ଚ ପଦ ନିଲାମର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବଲାଙ୍ଗୀର ପୁଇଁତଳା ବ୍ଲକର ଏକ ପଞ୍ଚାୟତକୁ ୪୪ ଲକ୍ଷ ଟଙ୍କା ଦେଇ ଜଣେ ପ୍ରାର୍ଥୀ ସରପଞ୍ଚ ପଦବୀର ନିଲାମୀ ଜିତିଥିବା…

ପଂଚାୟତ ପୂର୍ବରୁ ଚର୍ଚ୍ଚାରେ ଗୀତା ଛୁଆଁ ରାଜନୀତି: ଦଳ ନବଦଳାଇବା ପାଇଁ ତିର୍ତୋଲ ବିଧାୟକ ଗୀତା ଛୁଇଁବାକୁ ବାଧ୍ୟ…

କନକ ବ୍ୟୁରୋ: ସରଗରମ ହେଉଛି ଜଗତସିଂହପୁର ପଂଚାୟତ ରାଜନୀତି । ପଂଚାୟତ ନିର୍ବାଚନ ଆସୁଥିବା ବେଳେ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ବିଶ୍ୱଜିତ୍ ଦାଶ ନିଜ ପଦବୀରୁ ଇସ୍ତଫା ଦେଇଛିନ୍ତି । ଗୀତା ଛୁଇଁ ଶପଥ କରିବାକୁ କହିବାରୁ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ବିଶ୍ୱଜିତ…

ୟୁଏଇରେ ଡ୍ରୋନ ଆକ୍ରମଣ: ୫ ମୃତ, ୬ ଆହତ । ମୃତକଙ୍କ ମଧ୍ୟରେ ୨ ଭାରତୀୟ ମୃତ

କନକ ବ୍ୟୁରୋ: ସଂଯୁକ୍ତ ଆରବ ଏମିରେଟ୍‌ସ ରାଜଧାନୀ ଆବୁଧାବିର ଏକ ପ୍ରମୁଖ ତୈଳ ସଂରକ୍ଷଣ ଗୋଦାମ ନିକଟରେ ଏକ ସନ୍ଦିଗ୍ଧ ଡ୍ରୋନ୍‌ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଭାରତୀୟ ନାଗରିକ ହୋଇଥିବା ବେଳେ ୩ ଜଣ ପାକିସ୍ତାନୀ ନାଗରିକ। ଡ୍ରୋନ୍‌ ଆକ୍ରମଣରେ ଏକ ପେଟ୍ରୋଲ…

ପଞ୍ଚାୟତ ନିର୍ବାଚନ ୨୦୨୨ : ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଦପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ନାମାଙ୍କନପତ୍ର ଦାଖଲର ଆଜି ପ୍ରଥମ ଦିନ ହୋଇଥିବା ବେଳେ ଗୋଟିଏ ଦିନରେ ୮୭୭୨ ଜଣ ପ୍ରାର୍ଥୀ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୫,୯୬୫ ଜଣ: ଖୋର୍ଦ୍ଧାରୁ ସର୍ବାଧିକ ୧,୨୨୩

କନକ ବ୍ୟୁରୋ: ରାଜ୍ୟରେ ଆଜି ୫୯୬୫ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୩୨ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…