Daily Archives

January 12, 2022

ଦେଶର ୮ ରାଜ୍ୟ ବଢାଇଲେଣି ସଂକ୍ରମଣ ଚିନ୍ତା: ୩ ଶହ ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ହାର ୫%ରୁ ଅଧିକ

କନକ ବ୍ୟୁରୋ: ଦେଶର ୮ଟି ରାଜ୍ୟର ସଂକ୍ରମଣ ବଢ଼ାଉଛି ଚିନ୍ତା । ୩ ଶହ ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ହାର ୫%ରୁ ଅଧିକ ରହିଛି । ଏହି ୮ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ପଶ୍ଚିମବଂଗ, ତାମିଲନାଡୁ, କର୍ଣ୍ଣାଟକ, ଉତରପ୍ରଦେଶ, ଦିଲ୍ଲୀ, କେରଳ ଓ ଗୁଜରାଟ ରହିଛି । ଦେଶର ୩ଶହ ଜିଲ୍ଲାରେ ସାପ୍ତାହିକ…

ଭାରତ ବାୟୋଟେକର ବଡ ଦାବି: ଡେଲଟା ଓ ଓମିକ୍ରନ ଭାରିଆଣ୍ଟକୁ କୋଭାକ୍ସିନର ବୁଷ୍ଟର ଡୋଜ ପ୍ରଭାବୀ

କନକ ବ୍ୟୁରୋ: କରୋନାର ଦୁଇ ଭ୍ୟାରିଆଟଂ ଡେଲଟା ଏବଂ ଓମିକ୍ରନ ବିରୋଧରେ ଭାରତ ବାୟୋଟେକର ଟିକା କୋଭାକ୍ସିନ୍ ପ୍ରଭାବୀ । ବୁଷ୍ଟର ଡୋଜ ବା ତୃତୀୟ ଟିକା ଭାବରେ ଏହା ନେଲେ ପ୍ରଭାବୀ ବୋଲି ଭାରତ ବାୟୋଟେକ କହିଛି । ତେବେ ଗୋଟିଏ ଦିନ ପୂର୍ବରୁ ଆଇସିଏମଆର ଭାରତୀୟ ଭେଷଜ ଗବେଷଣା ପରିଷଦ ବା…

ଅଶ୍ରୁଳ ଆଖିରେ ମିହିର ଦାସଙ୍କୁ ଅନ୍ତିମ ବିଦାୟ ଦେଲା ସାରା ଓଡ଼ିଶା । ରାଷ୍ଟ୍ରୀୟ ସମ୍ମାନ ସହ ହେଲା ଶେଷକୃତ୍ୟ ସମ୍ପନ୍ନ…

କନକ ବ୍ୟୁରୋ : ଓଲିଉଡର ସୁପରଷ୍ଟାର ମିହିର ଦାସଙ୍କୁ ଆଜି ସାରା ଓଡିଶା ବିଦାୟ ଦେଇଛି । ସତୀଚଉରା ଶ୍ମଶାନରେ ପଞ୍ଚଭୂତରେ ବିଲିନ ହୋଇଯାଇଛନ୍ତି ମିହିର । ରାଷ୍ଟ୍ରୀୟ ସମ୍ମାନର ସହ ହିନ୍ଦୁ ରୀତିନୀତି ଅନୁସାରେ କାକାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ପୁଅ ଅମ୍ଳାନ ମୁଖାଗ୍ନୀ ଦେବା ପରେ…

ଆଗକୁ ଆହୁରି ବଢିବ ସଂକ୍ରମଣ । ଚିନ୍ତା ବଢ଼ାଇଛନ୍ତି ରାଜ୍ୟର ୪ ଜିଲ୍ଲା ।

କନକ ବ୍ୟୁରୋ : ରାଜ୍ୟରେ ଉପରମୁହାଁ କରୋନା ମିଟର । ଚଳିତ ମାସ ପହିଲାରେ ରାଜ୍ୟରେ ୨୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ମାତ୍ର ୧୧ ଦିନ ପରେ ଆଜି ଏହି ସଂଖ୍ୟା ୯ ହଜାର ମୁହାଁ ହୋଇଛି । ଏପରିକି ଆଜି ୬୭ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଗକୁ ମଧ୍ୟ ସଂକ୍ରମଣ ଆହୁରି…

କାମ ଦେବନି ବୁଷ୍ଟର ଡୋଜ୍, ସମସ୍ତେ ହେବେ ଓମିକ୍ରନ ସଂକ୍ରମିତ । ଚର୍ଚ୍ଚା ବଢ଼ାଇଲା ଆଇସିଏମଆରର ବରିଷ୍ଠ ଚିକିତ୍ସକଙ୍କ ମତ…

କନକ ବ୍ୟୁରୋ : ଦେଶରେ ବୁଷ୍ଟର ଡୋଜ ଦେବା ଆରମ୍ଭ ହୋଇଛି । ଏହାରି ଭିତରେ ଆଇସିଏମଆରର ବରିଷ୍ଠ ଚିକିତ୍ସକଙ୍କ ମତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଡାକ୍ତର ଜୟପ୍ରକାଶ ମୁଲିୟଲ କହିଛନ୍ତି, ବୁଷ୍ଟର ଡୋଜ୍ କୌଣସି ବଡ଼ ଧରଣର ପରିବର୍ତନ ଆଣିପାରିବ ନାହିଁ । ସଂକ୍ରମଣ ହେବ ହିଁ ହେବ । ସେ ଆହୁରି…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର! ପ୍ରତିବର୍ଷ ହେବ ଭାରତ-ପାକ୍ ମ୍ୟାଚ୍? ପଢନ୍ତୁ କଣ ପ୍ଲାନ କରୁଛି ପିସିବି..

କନକ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଭାରତ-ପାକିସ୍ତାନ ମ୍ୟାଚ୍ କୁ ନେଇ ସବୁବେଳେ ଉତ୍ସାହ ଲାଗିରହିଥାଏ। ଦିନିକିଆ ହେଉ କି ଟେଷ୍ଟ କିମ୍ୱା ଫଟା ଫଟ ଟି-୨୦ ମ୍ୟାଚ। ଏହି ଦୁଇ ଦେଶ ମଧ୍ୟରେ ଯେବେ ଯେବେ ମ୍ୟାଚ ଖେଳାଯିବାର ତାରିଖ ଘୋଷଣା ହୁଏ , ସେବେଠାରୁ ଦୁଇ ଦେଶ ମଧ୍ୟରେ ଫ୍ୟାନ୍ସଙ୍କ…