Daily Archives

January 12, 2022

ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଥିବା ନେତାଙ୍କୁ ଦାୟିତ୍ୱ: ପଢନ୍ତୁ, କିଏ ପାଇଲେ କେଉଁ ଦାୟିତ୍ୱ

କନକ ବ୍ୟୁରୋ: ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଥିବା ନେତାଙ୍କୁ ଦାୟିତ୍ୱ । ପ୍ରଦୀପ ମାଝୀ, ପ୍ରଫୁଲ୍ଲ ମାଝୀ ଓ ମହେଶ ସାହୁଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବାକୁ ଏବେଠୁ ପ୍ରସ୍ତୁତ ହେଉଥିବା…

ଭୁବନେଶ୍ୱର ପାଇବ ପ୍ରଥମ ମହିଳା ମେୟର: ମହିଳାଙ୍କ ପାଇଁ ସଂରକ୍ଷିତ ରହିଲା ବିଏମସି ମେୟର ପଦ

କନକ ବ୍ୟୁରୋ: ମହିଳାଙ୍କ ପାଇଁ ସଂରକ୍ଷିତ ରହିଲା ବିଏମସି ମେୟର ପଦ । ପ୍ରଥମଥର ଭୁବନେଶ୍ୱର ମହାନଗର ନିଗମ ଦେଖିବ ମହିଳା ମେୟର । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଗଠନ ହେବା ଦିନଠାରୁ କୌଣସି ମହିଳା ମେୟର ହୋଇ ନାହାଁନ୍ତି ।…

ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଆସିଲା ଗାଇଡଲାଇନ: ସର୍ବାଧିକ ୫ ଜଣଙ୍କୁ ନେଇ ହୋଇ ପାରିବ ଘରକୁ ଘର ପ୍ରଚାର

କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ପାଇଁ ଏସଆରସି ଜାରି କଲେ ଗାଇଡଲାଇନ । ଜାନୁଆରୀ ୫ରେ ଜାରି ହୋଇଥିବା ଗାଇଡଲାଇନରେ କଲେ ପରିବର୍ତ୍ତନ । ବଡଧରଣର ସମାବେଶ ଉପରେ ଲାଗିଲା କଟକଣା । ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିବା ଉପରେ ପ୍ରାଧାନ୍ୟ । ସର୍ବାଧିକ ୫ ଜଣଙ୍କୁ ନେଇ ହୋଇ ପାରିବ ଘରକୁ…

ପ୍ରେରଣାର ନାଁ ପ୍ରଣତୀ: ସ୍ୱାମୀ ଚାଲିଯିବା ପରେ ଦହିବରା ବିକୁଛନ୍ତି, ପେଟ ପୋଷୁଛନ୍ତି… ପିଲାଙ୍କ ମୁହଁରେ ଆହାର…

କନକ ବ୍ୟୁରୋ: ଦିନେ ଏଇଠି ସ୍ୱାମୀ ବିକୁଥିଲେ ଦହିବରା । ରାସ୍ତାକଡେ ରୋଜଗାର କରି ପୋଷୁଥିଲେ ପେଟ । ରାଜଧାନୀରେ ରାମ ଭାଇ ଦହିବରାର ବି ବେଶ ନାଁ ଥିଲା । ହେଲେ ୩ ବର୍ଷ ତଳେ କ୍ୟାନସରରେ ପ୍ରାଣ ହରାଇବା ପରେ ଏବେ ସେହି ଜାଗାରେ ଦୋକାନ ଖୋଲିଛନ୍ତି ପ୍ରଣତୀ । ରେଡକ୍ରସ ଭବନ ନିକଟରେ ଦହିବରା…

ଗୁରୁବାର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭର୍ଚୁଆଲ ବୈଠକ, କରୋନା ସ୍ଥିତି ନେଇ ଦେଇପାରନ୍ତି ନୂଆ…

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ । ଏହି ବୈଠକ ଗୁରୁବାର ଅପରାହ୍ନ ୪.୩୦ ରେ ହେବ ବୋଲି ସୂଚନା ମିଳିଛି । ବୈଠକରେ ବଢୁଥିବା କରୋନା ସଂକ୍ରମଣ ନେଇ ପ୍ରଧାନମନ୍ତ୍ରୀ ମୋଦୀ…

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୯୪୯, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୦

କନକ ବ୍ୟୁରୋ: ରାଜ୍ୟରେ ଆଜି ୯୪୯ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୦ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୮ ହଜାର ୭୩୨ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…