Daily Archives

January 5, 2022

ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ମଲ, ଦୋକାନବଜାର । ଭିଡ ହେଲେ ୭ ଦିନ ହେବ ସିଲ, ଜାଣନ୍ତୁ କେଉଁମାନଙ୍କୁ ପ୍ରବେଶ ପାଇଁ…

କନକ ବ୍ୟୁରୋ : ଓମିକ୍ରନ ଭୟ ଭିତରେ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ବିଭିନ୍ନ କ୍ଷେତ୍ରରେ କଟକଣା ଲଗାଇ ଥିଲେ ମଧ୍ୟ ଜୀବନ ସହ ଜୀବିକା ଉପରେ ଗୁରୁତ୍ୱ ଦେଇଛନ୍ତି । ଖାସକରି ଦୋକାନ, ବଜାର, ମଲରେ ଅଧିକ ଭିଡ ଜମୁଥିବାରୁ ଏଠାରେ କଟକଣାକୁ କଡାକଡି କରିବାକୁ କୁହାଯାଇଛି । ସମସ୍ତ…

କୋଭିଡ୍ କଟକଣା: କେବଳ ୧୦୦ ଲୋକଙ୍କୁ ନେଇ ହୋଇପାରିବ ରାଜନୈତିକ କାର୍ଯ୍ୟକ୍ରମ । ରାଲି, ଧାରଣା ଓ ଷ୍ଟ୍ରାଇକରେ…

କନକ ବ୍ୟୁରୋ: ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ଦେଖି ନିୟମକୁ ଆହୁରି କଡାକଡି କରିଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ରାତି ୯ଟାରୁ ଲାଗୁ କରାଯାଇଥିବାବେଳେ, କେବଳ ୧୦୦ ଲୋକଙ୍କୁ ନେଇ ହେବ ବିବାହ ଏବଂ ବ୍ରତଘର । ଏନେଇ ଏସଆରସି ପ୍ରଦୀପ ଜେନା ଆଜି ପ୍ରେସମିଟ୍ କରି ସୂଚନା…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ ବୟାନ ରଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, “କୌଣସି ଅଧିକାରୀଙ୍କୁ ନିଲମ୍ବିତ…

କନକ ବ୍ୟୁରୋ : ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଢିଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ବୟାନ ରଖିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି “ପ୍ରଧାନମନ୍ତ୍ରୀ ଫେରିଯିବାକୁ ନେଇ ମୁଁ ଦୁଖିତ, ସୁରକ୍ଷା ମାମଲାରେ କୌଣସି ଢିଲା…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଢିଲା ନେଇ ଯୋଗୀଙ୍କ ବୟାନ, ପଞ୍ଜାବ ସରକାର କ୍ଷମା ମାଗିବାକୁ ଦାବି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବର ଫିରୋଜପୁର ଠାରେ ରାଲି କରିବାର କାର୍ଯ୍ୟକ୍ରମ ଥିଲା । ହେଲେ ଏହି କାର୍ଯ୍ୟକ୍ରମକୁ ଶେଷ ସମୟରେ ବାତିଲ କରାଯାଇଛି । ସୁରକ୍ଷା କାରଣରୁ ଏହି ରାଲିକୁ ରଦ୍ଦ କରାଯାଇଥିବା କଥା କୁହାଯାଉଛି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ…

ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ଅଫଲାଇନ୍ କ୍ଲାସ୍ । ୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ ମାଟ୍ରିକ…

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି କୋଭିଡ୍ ନିୟମକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ନାଇଟ୍ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରିବା ସହିତ ଏବେ ଶିକ୍ଷାନୁଷ୍ଠାନକୁ ନେଇ ମଧ୍ୟ ନିୟମ କଡା କରିଛନ୍ତି ରାଜ୍ୟ ସରକାର । ଏସଆରସିଙ୍କ ସୂଚନା ଅନୁସାରେ ରାଜ୍ୟର ଦ୍ୱାଦଶ ଶ୍ରେଣୀ…

ବାହାଘର ପାଇଁ ଆସିଲା ନୂଆ ଗାଇଡଲାଇନ । ଜାଣନ୍ତୁ ବାହାଘର ପାଇଁ କଣ ରହିବ କଟକଣା, କେତେ ଜଣଙ୍କୁ ମିଳିବ ଅନୁମତି?

କନକ ବ୍ୟୁରୋ : ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢି ଚାଲିଥିବା ବେଳେ ରାଜ୍ୟ ସରକାର ନୂଆ କରୋନା ଗାଇଡଲାଇନ ଜାରି କରିଛନ୍ତି । ବିଭିନ୍ନ କଟକଣା ସହ ଗାଇଡଲାଇନ ଜାରି କରାଯାଇଛି । ଜୀବନ ସହ ଜୀବିକା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ନୂଆକରି ଆସିଥିବା ଗାଇଡଲାଇନରେ ବାହାଘରକୁ ନେଇ ନୂଆ କଟକଣା…