Daily Archives

January 5, 2022

ବଦଳିଲା ନାଇଟ୍ କର୍ଫ୍ୟୁ ସମୟ । ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ।

କନକ ବ୍ୟୁରୋ: ସଂକ୍ରମଣ ଦେଖି କରୋନା କଟକଣା କଡାକଡି କଲେ ରାଜ୍ୟ ସରକାର । ଏଣିକି ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଏନେଇ ଆଜି ଏସଆରସି ପ୍ରଦୀପ ଜେନା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ତେବେ ରାଜ୍ୟର ସମସ୍ତ ସହରାଞ୍ଚଳରେ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଲେ ଅମରିନ୍ଦର ସିଂ, ଚନ୍ନିଙ୍କୁ ଚ୍ୟାଲେଞ୍ଜ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବ ଫିରୋଜପୁର ଗସ୍ତରେ ଯାଇ ସଭା ସ୍ଥଳରୁ ମାତ୍ର ୩୦ କିଲୋମିଟର ଦୂରରୁ ଫେରି ଆସିଛନ୍ତି । ପ୍ରଥମେ ବର୍ଷା କାରଣରୁ ସେ ପ୍ରତ୍ୟାବର୍ତ୍ତନ କରିଥିବା କଥା କୁହାଯାଇଥିବା ବେଳେ ଏବେ ସୁରକ୍ଷା କାରଣରୁ ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟକ୍ରମ…

ବିବାହ ପାଇଁ ଭିନ୍ନ ଉପାୟ ଆପଣାଇଲେ ଯୁବକ । ସହର ସାରା ମାରିଲେ ପୋଷ୍ଟର, ଆଉ ଲେଖିଲେ… ।

କନକ ବ୍ୟୁରୋ : ଭାରତରେ ଅଧିକାଂଶ ଲୋକଙ୍କ ଆରେଞ୍ଜ ମ୍ୟାରେଜ ହୋଇଥାଏ। ବର୍ତ୍ତମାନ ସମୟରେ ଅନେକ ଲୋକ ପ୍ରେମ ବିବାହ ମଧ୍ୟ କରୁଛନ୍ତି। ଏହି କ୍ରମରେ ଇଂଲଣ୍ଡର ଜଣେ ଯୁବକ ଆରେଞ୍ଜ ମ୍ୟାରେଜରୁ ବର୍ତ୍ତିବା ପାଇଁ ଏମିତି ଏକ କୌଶଳ ଆପଣାଇଛନ୍ତି ଯାହା କି ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚା…

ଆକ୍ରମଣକାରୀଙ୍କ ପାଇଁ ଅଭେଦ୍ୟ ଦୁର୍ଗ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ । ଜାଣନ୍ତୁ, ପ୍ରଧାନମନ୍ତ୍ରୀଙ୍କୁ କେମିତି ସୁରକ୍ଷା…

କନକ ବ୍ୟୁରୋ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ୨୦ ମିନିଟ୍ ପାଇଁ ଓଭରବ୍ରିଜ୍ ଉପରେ ଅଟକି ରହିବା ପରେ ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି । ବିଜେପି ନେତାମାନେ ଏହାକୁ ନେଇ ପଞ୍ଜାବ ସରକାରକୁ ଟାର୍ଗେଟ କରୁଥିବାବେଳେ, ପ୍ରଧାନମନ୍ତ୍ରୀଙ୍କ…

 ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଢିଲା, ନିଲମ୍ବିତ ହେଲେ ଫିରୋଜପୁର ଏସଏସପି ହରମନ ହଂସ

କନକ ବ୍ୟୁରୋ : ପଞ୍ଜାବରେ ସୁରକ୍ଷା ଢିଲା ହୋଇଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଫିରୋଜପୁର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ସେ ଫିରୋଜପୁର ଠାରୁ ୩୦ କିଲୋମିଟର ଦୂରରୁ ନିଜର କାର୍ଯ୍ୟକ୍ରମ ବାତିଲ କରି ଫେରିଆସିଛନ୍ତି । ଏନେଇ ସୁରକ୍ଷା ଦାୟିତ୍ୱରେ ଥିବା ଏସଏସପି ହରମନ…

ମୋଦୀଙ୍କ ସୁରକ୍ଷାରେ ତ୍ରୁଟି, ମୁହଁ ଖୋଲିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । କହିଲେ ସୁରକ୍ଷାରେ କୌଣସି ତ୍ରୁଟି ହୋଇନାହିଁ…

କନକ ବ୍ୟୁରୋ : ପଞ୍ଜାବରେ ଫ୍ଲାଏଓଭର ଉପରେ ମୋଦୀଙ୍କ କାରକେଡ ୧୫ରୁ ୨୦ ମିନିଟ୍ ରହିବା ପରେ ଗୃହ ମନ୍ତ୍ରାଳୟ ଏହାକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି କହିଛି । ଏପରିକି ଏନେଇ ପଞ୍ଜାବ ସରକାରଙ୍କୁ ରିପୋର୍ଟ ମଗାଯାଇଛି । ଅନ୍ୟପଟେ ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ…