Daily Archives

November 25, 2021

ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗଙ୍କ ବଡ ନିଷ୍ପତ୍ତି , ଦେଶରେ କେହି ପିନ୍ଧିପାରିବେ ନାହିଁ ଚମଡା କୋଟ୍

କନକ ବ୍ୟୁରୋ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଦେଶବାସୀଙ୍କ ପାଇଁ ଏକ ନୂଆ କଟକଣା ଲାଗୁ କରିଛନ୍ତି । ଦେଶର କୌଣସି ବ୍ୟକ୍ତିଙ୍କୁ ଚମଡା କୋଟ୍ ପିନ୍ଧିବାକୁ ବାରଣ କରିଛନ୍ତି କିମ୍ ଜଙ୍ଗ । ତେଣୁ ଏବେ ଏହି ଦେଶରେ ନା ଚମଡା କୋଟ୍ ବିକ୍ରି ହୋଇପାରିବ ନା କେହି ଏହାକୁ ପିନ୍ଧି…

ରାଜ୍ୟରେ କମୁଛି ପ୍ରଜନନ ହାର । ପୂର୍ବ ତୁଳନାରେ କମ୍ ପିଲା ଜନ୍ମ ଦେଉଛନ୍ତି ମହିଳା ।

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ଭାବେ କମୁଛି ପ୍ରଜନନ ହାର । ପୂର୍ବ ତୁଳନାରେ ଓଡିଶାର ମହିଳାମାନେ କମ୍ ସନ୍ତାନ ଜନ୍ମ ଦେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଗତ ୫ ବର୍ଷ ଭିତରେ…

ଦେଶ ବିଭାଜନକୁ ନେଇ ଆରଏସଏସ୍ ପ୍ରମୁଖ ମୋହନ ଭାଗବତଙ୍କ ବୟାନ, କହିଲେ ଏଭଳି କଥା

କନକ ବ୍ୟୁରୋ : ଦେଶ ବିଭାଜନକୁ ନେଇ ପୁଣି ରାଜନୀତି ସରଗରମ ହୋଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରଚାଳକ ଦେଶ ବିଭାଜନକୁ ନେଇ ପୁଣି ବୟାନ ଜାରି କରିଛନ୍ତି । ସେ କହିଛନ୍ତି କି ଦେଶ ବିଭାଜନ ଏକ ଦୁଃଖଦ ଘଟଣା, ଯାହାକୁ ଭୁଲିବା ସମ୍ଭବ ନୁହେଁ । ସେ କହିଛନ୍ତି କି ଯେତେବେଳେ ଦେଶ ବିଭାଜନ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଉଷ୍ମ ହେଉଛି ରାଜ୍ୟ ରାଜନୀତି । ନେତାଙ୍କ ଉପରେ ପଡୁଛି ପ୍ରତିବାଦର ଅଣ୍ଡା ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରତିବାଦର ରାତନୀତି । କେତେବେଳେ କିଏ କାହା ଉପରକୁ ଅଣ୍ଡାମାଡ କରୁଛି ଆଉ ସେଥିରେ କଣ ରାଜନୈତିକ ଫାଇଦା ରହିଛି, ତାର ଅନୁଶୀଳନ ଖୁବ୍ କମ୍ ହେଉଛି । ବରଂ କର୍ମୀଙ୍କୁ ସଜାଗ କରିବାକୁ ଏହାକୁ ଏକ ଆୟୁଧ ଭାବେ ଧରି ନେଇଛନ୍ତି ରାଜନୈତିକ ଦଳ…

ଲକ୍ଷଣ ବଦଳାଉଛି କରୋନା । ଥଣ୍ଡା ଜ୍ୱର ହେଲେ ତୁରନ୍ତ କରନ୍ତୁ ଟେଷ୍ଟ ।  

କନକ ବ୍ୟୁରୋ : ଲକ୍ଷଣ ବଦଳାଉଛି କରୋନା । କରୋନା ସ୍ଥିତି ଉପରେ ସରକାର ତୀକ୍ଷଣ ନଜର ରଖିଛନ୍ତି । ସ୍ୱାସ୍ଥ୍ୟ ସଚିବ ଆର.କେ ଶର୍ମା କହିଛନ୍ତି, ସଂକ୍ରମଣ ରୋକିବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ସୁନ୍ଦରଗଡ ଓ ବୁର୍ଲାରେ ଛାତଛାତ୍ରୀ ସଂକ୍ରମିତ ହେବା ପରେ…