Daily Archives

November 3, 2021

କୋଭାକ୍ସିନକୁ ଡବ୍ଲୁଏଚଓର ସ୍ୱୀକୃତି: ଜରୁରୀକାଳିନ ବ୍ୟବହାର ପାଇଁ ସ୍ୱୀକୃତି ମିଳିଥିବା ସୂଚନା

କନକ ବ୍ୟୁରୋ: କରୋନା ଟିକା କୋଭାକ୍ସିନକୁ ଡବ୍ଲୁଏଚଓର ସ୍ୱୀକୃତି । କୋଭାକ୍ସିନକୁ ସ୍ୱୀକୃତି ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ । ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ସୂଚନା । କୋଭାକ୍ସିନ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କରୋନା ଟିକା । ଅଷ୍ଟ୍ରେଲିଆ ସ୍ୱୀକୃତି ଦେବା…

ଗଛ ପ୍ରେମରେ ଗାଁ ଗହଳିର ଗରିବଙ୍କ ଡାକ୍ତର । ନିଜ ଘର ସହ ରାସ୍ତାଘାଟରେ ଲଗାଉଛନ୍ତି ଶହଶହ ଗଛ । ପୁନଶ୍ଚ ପୃଥିବୀ ପାଇଁ…

କନକ ବ୍ୟୁରୋ: ବୟସ ଯେତିକି ବଢୁଛି, ପରିବେଶ ପ୍ରତି ପ୍ରେମ ସେତିକି ବଢୁଛି । ପ୍ରକୃତିର ସବୁଜିମା ସହ ସେତିକି ନିବିଡ ହେଉଛନ୍ତି ଗାଁ ଗହଳିର ଗରିବଙ୍କ ଡାକ୍ତର ବିମ୍ବାଧର । ବୟସରୁ ଆୟୁଷ ସରିସରି ଆସୁଛି ସତ ହେଲେ ଏ ବୟସରେ ବି ପ୍ରକୃତିକୁ ସୁରକ୍ଷିତ ରଖିବାକୁ ସତେ ଯେମିତି ସେ ସଙ୍କଳ୍ପ…

ନଷ୍ଟ ହୋଇଯାଇଛି ୨ଟି ଯାକ କିଡନୀ, ଚିକିତ୍ସା ପାଇଁ ଟଙ୍କା ନାହିଁ । କାଳିଆ ଭରସାରେ ଭାଗ୍ୟକୁ ଆଦରି ଜୀବନ ଜିଇଁବାକୁ…

କନକ ବ୍ୟୁରୋ : ଜଗାରେ...ଆଉ ଯନ୍ତ୍ରଣା ସହିପାରୁନିରେ ଜଗା । ମୋ କିଡନୀ ଭଲ କରିଦେ କାଳିଆ, ମୋ କିଡନୀ ଭଲ କରି ଦେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୂତେଇ ବଡ଼ ଗାଁର ୨୫ ବର୍ଷୀୟ ଯୁବକ ହରିଶ ଚନ୍ଦ୍ର ପଣ୍ଡା । କାଳିଆ ଭରସାରେ ଭାଗ୍ୟକୁ ଆଦରି, ଜୀବନ ଜିଇଁବାକୁ ସେ ସଂଘର୍ଷ କରୁଛନ୍ତି ।…

ସ୍କଟଲାଣ୍ଡ ଜିତିଲେ ଭାରତ ପାଇଁ ଖୋଲିବ ସେମିଫାଇନାଲ ରାସ୍ତା । ଜାଣନ୍ତୁ କେମିତି? 

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଆଜି ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ ପୂର୍ବରୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହୋଇଛି ବିରାଟ ବାହିନୀ । ଯାହା ଭାରତର ସେମିଫାଇନାଲ ରାସ୍ତାକୁ କଷ୍ଟକର କରି ଦେଇଛି । ଆଉ ଭାରତର ଏଭଳି ପ୍ରଦର୍ଶନ କ୍ରିକେଟପ୍ରେମୀଙ୍କୁ…

ଏମିତି ସଫଳତା ସାଉଣ୍ଟିଲେ ଆଦିବାସୀ ଛାତ୍ରୀ, ଦେଶ ପାଇଁ ବନିଗଲେ ଆଦର୍ଶ

କନକ ବ୍ୟୁରୋ : ଦୃଢ ଇଚ୍ଛାଶକ୍ତି ଆଗରେ କୌଣସି ବି ପ୍ରତିବନ୍ଧକ ଆପଣଙ୍କୁ ରୋକିପାରିବ ନାହିଁ । ସେ ଶିକ୍ଷା କ୍ଷେତ୍ର ହେଉ ବା ଜୀବନ ପଥରେ ଅନ୍ୟ କୌଣସି ସମସ୍ୟା । ଯଦି ଆପଣଙ୍କର ନିଷ୍ଠା ରହିଛି ତେବେ ଆପଣ ନିଶ୍ଚିତ ସଫଳତାର ସିଡି ଚଢି ଦୁନିଆ ପାଇଁ ଆଦର୍ଶ ପାଲଟିଯିବେ । ଯାହା କରିଦେଖାଇଛନ୍ତି…

ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି: ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା

କନକ ବ୍ୟୁରୋ: ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା । ସିଂହଦ୍ୱାର ଓ ଏହାର ଚତୁର୍ପାଶ୍ୱରେ ୧୪୪ ଧାରା । କାଲି ଭୋର ୪ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ପ୍ରଦୂଷଣ ଓ ଜନସମାଗମକୁ ରୋକିବାକୁ ପ୍ରଶାସନର ନିଷ୍ପତ୍ତି । ସେହିପରି ଆସନ୍ତାକାଲି ଶ୍ରୀଜିଉଙ୍କ ସାଧାରଣ…