କନକ ବ୍ୟୁରୋ: କରୋନା ଟିକା କୋଭାକ୍ସିନକୁ ଡବ୍ଲୁଏଚଓର ସ୍ୱୀକୃତି । କୋଭାକ୍ସିନକୁ ସ୍ୱୀକୃତି ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ । ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ସୂଚନା । କୋଭାକ୍ସିନ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କରୋନା ଟିକା । ଅଷ୍ଟ୍ରେଲିଆ ସ୍ୱୀକୃତି ଦେବା ପରେ ଏବେ ଡବ୍ଲୁଏଚଓର ଜରୁରୀକାଳିନ ବ୍ୟବହାର ପାଇଁ । କୋଭାକ୍ସିନକୁ ସ୍ୱୀକୃତି ଦେଇଛି ।

Advertisment