Daily Archives

November 3, 2021

ଶାହାରୁଖଙ୍କୁ ସମର୍ଥନ କରି ଚିଠି ଲେଖିଲେ ରାହୁଲ ଗାନ୍ଧୀ, କହିଲେ ଏମିତି କଥା

କନକ ବ୍ୟୁରୋ : କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଶାହାରୁଖଙ୍କ ପୁଅ ଆରୟନଙ୍କୁ ଗିରଫ କରିଥିଲା । ଏହାପରେ ଆରୟନଙ୍କୁ ଜାମିନରେ ଆଣିବାକୁ ଶାହାରୁଖଙ୍କୁ ବହୁ କସରତ କରିବାକୁ ପଡିଥିଲା । ଏହାରି ମଧ୍ୟରେ ଖବର ଆସିଛି କି ଯେତେବେଳେ ଆରୟନ ଜେଲରେ ଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶାହାରୁଖ…

ବାଣ ଭିଡିଲା ବେଳେ ବିସ୍ଫୋରଣ: ଜଣେ ଶିଶୁ ସମେତ ୩ ଗୁରୁତର 

କନକ ବ୍ୟୁରୋ: କଟକ ଆଠଗଡ ତିଗିରିଆ ଅଂଚଳରେ ଅଘଟଣ ଘଟିଛି । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୩ଜଣ ଗୁରୁତର ଆହତ ହୋଇଛନ୍ତି ।  ତିଗିରିଆ ବାଣେଶ୍ୱର ପଡା ଗାଁର ଧିର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ତାଙ୍କ ଘରେ ବାଣ ତିଆରି କରୁଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା । ତାଙ୍କ ଶରୀରର ୭୦ଭାଗ…

ଆମେରିକା ଏଫଏସଏର ଦାବି, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଚୀନ ନିର୍ମାଣ କରୁଛି ସବୁଠାରୁ ବଡ ମିସାଇଲ ବଙ୍କର

କନକ ବ୍ୟୁରୋ :  ଆମେରିକାର ଥିଙ୍କ ଟ୍ୟାଙ୍କ୍ ଫେଡରେଶନ (ଏଫଏଏସ) ଏକ ବଡ ଖୋଲାସା କରିଛି । ଏଫଏଏସ ତରଫରୁ ପ୍ଲାନେଟ ଲ୍ୟାବ ଓ ମ୍ୟାକସାର ଟେକ୍ନୋଲୋଜୀ ଦ୍ୱାରା ଉପଲବ୍ଧ ହୋଇଥିବା ଫଟୋ ମାଧ୍ୟମରେ ଦାବି କରିଛି କି ଚୀନ ୩ ଟି ସ୍ଥାନରେ ମିସାଇଲ ଭଣ୍ଡାରଗୃହ ନିର୍ମାଣ କରିଛି । ଏହି ଫଟୋରେ ତିନୋଟି…

କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ: ସେବାୟତଙ୍କୁ ବୁଝାଇବାକୁ ପହଞ୍ଚିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ନଭେମ୍ବର ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଗସ୍ତ କରିବେ । ହେଲେ ତାଙ୍କର ଏହି ଗସ୍ତକୁ ବିରୋଧ ଆରମ୍ଭ ହୋଇଗଲାଣି । ତାଙ୍କର ଏହି ଗସ୍ତକୁ ସେବାୟତମାନେ ବିରୋଧ କରୁଛନ୍ତି । ଆଉ ସେବାୟତମାନଙ୍କୁ ଶାନ୍ତ କରିବାକୁ ଏବେ କେଦାରନାଥରେ ପହଞ୍ଚିଛନ୍ତି ଉତ୍ତରାଖଣ୍ଡ…

ହାଇକୋର୍ଟର ନୂଆ ବିଚାରପତି ହେଲେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର

କନକ ବ୍ୟୁରୋ : ଭାରତର ସମ୍ବିଧାନରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଭାରତର ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ସମେତ ଦେଶର କେତେକ ହାଇକୋର୍ଟ ପାଇଁ ୬ଜଣ ବିଚାରପତି ଓ ନ୍ୟାୟିକ ଅଧିକାରୀ ନିଯୁକ୍ତ କରିଛନ୍ତି । ପ୍ରାପ୍ତ ବିବରଣୀ ଅନୁସାରେ,…

କଟକରୁ ପୁଣି ଜବତ ହେଲା ୫ ଲକ୍ଷ ଟଙ୍କାରୁ ଅଧିକ ବେଆଇନ ବାଣ, ଜଣେ ଅଟକ

କନକ ବ୍ୟୁରୋ : କଟକରୁ ପୁଣି ଜବତ ହେଲା ବେଆଇନ ବାଣ । ସ୍ଥାନୀୟ ଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୋଲିସ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଜବତ ହୋଇଥିବା ବାଣର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଏହି ବାଣ ରଖିବା ଅଭିଯୋଗ ରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି…