Daily Archives

October 28, 2021

ଅଧା ପଶ୍ଚିମ ଓଡ଼ିଶାରେ ମରୁଡ଼ିର ପଦଧ୍ୱନି । ୧୦ ଜିଲ୍ଲାର ୪୬ ବ୍ଲକରେ ଚାଷ ଜମି ଫାଟି ଆଁ…

କନକ ବ୍ୟୁରୋ: ଅଧା ପଶ୍ଚିମ ଓଡ଼ିଶାରେ ମରୁଡି ସ୍ଥିତି । ଚଳିତ ବର୍ଷ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା କିନ୍ତୁ କିଛି ସ୍ଥାନରେ ଅତ୍ୟନ୍ତ କମ ବର୍ଷା ଯୋଗୁଁ ମରୁଡି ସ୍ଥିତି ଦେଖାଦେଇଛି । ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ୪୬ଟି ବ୍ଲକରେ ଏହି ସ୍ଥିତି ଉପଜୁଛି । ଗତକାଲି ବରଗଡ ଓ…

ମମିତାଙ୍କ ପରିବାରକୁ ଭେଟିଲେ କଂଗ୍ରେସର ଦିଲ୍ଲୀ ଟିମ୍ । ସୂର୍ଯ୍ୟେୱାଲା କହିଲେ, ପରିବାରର କାନ୍ଦ ଶୁଣିଲେ ଶୋଇପାରିବେନି…

କନକ ବ୍ୟୁରୋ: ମମିତା ମେହେର ହତ୍ୟା ମାମଲାରେ ସତେ ଯେମିତି ବିରୋଧୀଙ୍କୁ ସଞ୍ଜୀବନୀ ମିଳିଛି । ପ୍ରାୟ ପ୍ରତ୍ୟେକ ଦିନ ରାସ୍ତାକୁ ଓହ୍ଳାଇ ବିକ୍ଷୋଭ ଓ ପ୍ରତିବାଦ କରୁଛନ୍ତି ବିରୋଧୀ । ଖାଲି ସେତିକି ନୁହେଁ ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ମଧ୍ୟ ଦାବି କରୁଛନ୍ତି ।…

ଭାରତ-ପାକିସ୍ତାନ ଭିତରେ ହେଉ ଫାଇନାଲ ମୁକାବିଲା । କାହିଁକି ଏମିତି ଚାହୁଁଛନ୍ତି ପାକିସ୍ତାନ କୋଚ?

କନକ ବ୍ୟୁରୋ : ସୁପର-୧୨ରେ ପାକିସ୍ତାନ ଠାରୁ ଭାରତ ପରାଜିତ ହେବା ପରେ ଏବେ ଚାରିଆଡୁ ଟିମ୍ ଇଣ୍ଡିଆକୁ ସମାଲୋଚନାର ଶିକାର ହେବାକୁ ପଡିଛି । ବିଶ୍ୱକପ ମୁକାବିଲାରେ ପ୍ରଥମଥର ଭାରତ ବିପକ୍ଷରେ ବିଜୟୀ ହୋଇଛି ପାକିସ୍ତାନ । ତେବେ ଏସବୁ ଭିତରେ ପାକିସ୍ତାନର ମୁଖ୍ୟ କୋଚ୍ ସକଲେନ ମୁସ୍ତାକ…

୬ ମାସ ଭିତରେ ସେୟାର ବଜାରରେ ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ, ନିବେଶକଙ୍କ ଡୁବିଗଲା ୪.୮୦ ଲକ୍ଷ କୋଟି ଟଙ୍କା

କନକ ବ୍ୟୁରୋ : ପୂର୍ବ କିଛିଦିନ ହେବ ଚାପରେ ଥିବା ସେୟାର ବଜାର ଆଜି ଭୂଷୁଡି ପଡିଛି । ୬ ମାସ ମଧ୍ୟରେ ସେନସେକ୍ସ ଆଜି ସର୍ବନିମ୍ନ ସ୍ତରରେ ପହଂଚିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ଆଜି ଗୋଟିଏ ଦିନରେ ୧୧୫୮ ପଏଣ୍ଟ ଅର୍ଥାତ ୧.୮୯ ପ୍ରତିଶତ ତଳକୁ ଖସି ୫୯.୯୮୪ ଅଙ୍କରେ ବନ୍ଦ ହୋଇଛି ।…

ସନରାଇଜର୍ସ ସହ ସମ୍ପର୍କ ଶେଷ କଲେ ୱାର୍ଣ୍ଣର । ଆସନ୍ତାବର୍ଷ ଖେଳାଳି ନିଲାମରେ ସାମିଲ ହେବାକୁ ନେଲେ ନିଷ୍ପତ୍ତି ।

କନକ ବ୍ୟୁରୋ: ଆଇପିଏଲକୁ ନେଇ ଆସିଲା ବଡ ଖବର । ସନରାଇଜର୍ସ ହାଇଦ୍ରାବାଦ ଦଳ ଛାଡିଲେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର । ଏଥିସହିତ ସେ ଆଗାମୀ ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ଯାଉଥିବା ସୂଚନା ଦେଇଛନ୍ତି । ଅନ୍ୟପଟେ ଆଗାମୀ ଆଇପିଏଲରେ ଡେଭିଡ୍…

ବଲିଉଡରେ କାଷ୍ଟିଂ କାଉଚ୍ ନେଇ ଅଭିନେତ୍ରୀ ଇଶା ଗୁପ୍ତାଙ୍କ ବଡ ବୟାନ । ଇଣ୍ଟରୁଭ୍ୟରେ କହିଲେ ଏମିତି କଥା…

କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତାଙ୍କୁ ଆପଣ ଭଲ ଭାବେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଜନ୍ନତ-୨ ଜରିଆରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ । ଆଉ ଏହା ପଛକୁ ରାଜ-ଥ୍ରୀ, ହମସକଲ, ରୁସ୍ତମ, ପଲଟନ ଓ ବାଦଶାହା ଭଳି ଫିଲ୍ମରେ ମଧ୍ୟ ତାଙ୍କର ଅଭିନୟର ଜଲୱା ଦେଖିବାକୁ ମିଳିଥିଲା ।…