Daily Archives

October 28, 2021

କଂଗ୍ରେସରେ ଯୋଗଦେଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ, କହିଲେ ଏଭଳି କଥା

କନକ ବ୍ୟୁରୋ : ପ୍ରସିଦ୍ଧ ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଆଜି ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି । ସେ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । କିଛିଦିନ ହେବ ସେ କଂଗ୍ରେସରେ ଯୋଗଦେବା ନେଇ ଆଲୋଚନା ଚାଲୁଥିବା ବେଳେ ଆଜି ଏହି ଆଲୋଚନାର ପରିସମାପ୍ତି ଘଟିଛି ଓ ଅଫିସିଆଲି…

ଜେଲରୁ ବେଲ୍ । ଆରୟନଙ୍କ ପାଇଁ କେମିତି ଥିଲା ଏହି ୨୫ ଦିନ…

କନକ ବ୍ୟୁରୋ: ଅନେକ ବାଦ ବିବାଦ, ତାରିଖ ପରେ ତାରିଖ ଘୁଞ୍ଚିବା ପରେ ଶେଷରେ ବଲିଉଡ୍ ଅଭିନେତା ଶାହାରୁଖ୍ ଖାନଙ୍କ ପୁଅ ଆରୟନ ଖାନଙ୍କୁ ମିଳିଛି ଜାମିନ୍ । ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଆରୟନଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଆଜି କିନ୍ତୁ ଶାହାରୁଖଙ୍କ ପୁଅକୁ ଜେଲରେ…

ଓଡ଼ିଶାର ମହିଳାଙ୍କ ପ୍ରତି ଯଦି ଟିକିଏ ଭଲପାଇବା ଥିବ ତେବେ ମନ୍ତ୍ରୀଙ୍କୁ ବହିଷ୍କାର କରିବେ ମୁଖ୍ୟମନ୍ତ୍ରୀ? ସରକାରଙ୍କୁ…

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ସରକାରଙ୍କ ଉପରେ ଶାଣିତ ଆକ୍ରମଣ କରିଛନ୍ତି । କେବଳ ମମିତା ନୁହେଁ ନାରୀ ସୁରକ୍ଷାକୁ ନେଇ ନବୀନ ସରକାରଙ୍କୁ ପ୍ରଶ୍ନବାଣ ମାରିଛନ୍ତି । ତଥ୍ୟ ସହ ସରକାରଙ୍କୁ ଘେରିଛନ୍ତି ସୁରଜେୱାଲା । ପରୀ ହତ୍ୟାକାଣ୍ଡ ଠାରୁ…

କଲବଲ କରୁଛି କିଡନୀ ରୋଗ, ସୁମିତ୍ରାଙ୍କୁ ସାହା ହୁଅ ସରକାର । ଚିକିତ୍ସା ପାଇଁ ଅଭାବୀ ପରିବାର ପାଖରେ ନାହିଁ ଅର୍ଥ

କନକ ବ୍ୟୁରୋ : ୬ ବର୍ଷ ହେଲାଣି ଜୀବନ ଯୁଦ୍ଧରେ ସଂଘର୍ଷ କରୁଛି ୧୮ ବର୍ଷିୟା ଝିଅ ସୁମିତ୍ରା ମହାପାତ୍ର । ସୁମିତ୍ରାଙ୍କ ଦୁଇଟି କିଡନୀ ଖରାପ ହୋଇଯାଇଥିବା ବେଳେ ସପ୍ତାହରେ ଦୁଇ ଥର ଡାଇଲେସସ୍ କରିବାକୁ ପଡୁଛି । ହେଲେ ପରିବାର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଝିଅର ଚିକିତ୍ସା…

ବିଲ୍ ନେଇ ବି ବିଦ୍ୟୁତ କାଟି ଦେଲା ବିଦ୍ୟୁତ ବିତରଣକାରୀ ସଂସ୍ଥା । ଘରେ ରୋଗୀ ଥିଲେ ବି କିଛି ଶୁଣିଲେନି ଟାଟା…

କନକ ବ୍ୟୁରୋ : ଦିନକୁ ଦିନ ଅସହ୍ୟ ହେଉଛି ଟାଟା ପାୱାର କାର୍ଯ୍ୟକଳାପ । ବିଦ୍ୟୁତ ବିଲ୍ ଆଦାୟ ଆଳରେ ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି ଟାଟା କମ୍ପାନୀର କର୍ମଚାରୀ । ବିଦ୍ୟୁତ ବିଲ୍ ପୈଠ ହୋଇଥିବା ସତ୍ୱେ ମାଲାକନଗିରି ଜିଲ୍ଲାରେ ଜଣେ ଚାଷୀଙ୍କ ବିଦ୍ୟୁତ ସଂଯୋଗ କାଟି ଦେଇଛି ବିଦ୍ୟୁତ…

ମମିତାଙ୍କ ମା’ଙ୍କ ଆଖିର ଲୁହ ନବୀନ ଦେଖିଥିଲେ, ଆଜି ହିଁ ଦିବ୍ୟଶଙ୍କରଙ୍କୁ ପଦରୁ ବହିଷ୍କାର କରିଥାନ୍ତେ । ସରକାରଙ୍କୁ…

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସର ମୁଖପାତ୍ର ରଣଦୀପ ସୁରଜେୱାଲା ମମିତାଙ୍କ ପରିବାରକୁ ଭେଟିବା ପରେ ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ଦିଗରୁ ଟାର୍ଗେଟ କରିଛନ୍ତି । ସୁରଜେୱାଲା କହିଛନ୍ତି, ଓଡ଼ିଶାକୁ ଅପରାଧ ରାଜ୍ୟ…