Daily Archives

October 28, 2021

ଚାକିରି ଥିଲା କନେଷ୍ଟବଳ, ସମ୍ପତ୍ତି ଥିଲା କୁବେର ଭଳି । ସାମ୍ନାକୁ ଆସିଲା ବହିଷ୍କୃତ କନେଷ୍ଟବଳଙ୍କ କଳା କାହାଣୀ ।

କନକ ବ୍ୟୁରୋ: ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସ । ବହୁ କାଳରୁ ଚଳି ଆସୁଥିବା ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଚାକିରିରୁ ବହିଷ୍କୃତ ହୋଇଥିବା କନେଷ୍ଟବଳ ପ୍ରସନ୍ନ ବେହେରା । କନେଷ୍ଟବଳ ଚାକିରି କରି ଅଚଳାଚଳ ସଂପତିର ମାଲିକ ହୋଇଥିଲେ ଏହି କରିତକର୍ମା । ହାବିଲଦାର ଓ କନେଷ୍ଟବଳ…

ଆରୟନଙ୍କୁ ଜାମିନ ପରେ ସ୍ୱାଗତ ପାଇଁ ମନ୍ନତରେ ଜୋରଦାର ପ୍ରସ୍ତୁତି, ଜାଣନ୍ତୁ କ’ଣ ରହିଛି ଜାମିନରେ ସର୍ତ୍ତ

କନକ ବ୍ୟୁରୋ : ଅଥର ରୋଡ ଜେଲରେ ପୁରା ୨୫ ଦିନ, ନା ଥିଲା ସମ୍ଭ୍ରାନ୍ତ ପରିବେଶ, ନା ମିଳୁଥିଲା ମନ ମୁତାବକ ଖାଦ୍ୟ । କାଳ କୋଠରୀ ଭିତରେ ପୁରା ୨୫ ଦିନ କାଟିବା ପରେ ବଲିଉଡ ବାଦଶାହା ଶହାରୁଖଙ୍କ ଅନ୍ଧଲଉଡି କାଲି ପୁଣିଥରେ ଘରକୁ ବାହୁଡିବେ । ଏନେଇ ଶାହାରୁଖଙ୍କ ବାସଭବନ ଆଗରେ ଲାଗିଛି…

ଆରୟନଙ୍କୁ ମିଳିଲା ଜାମିନ୍ । ‘ମନ୍ନତ’କୁ ଫେରିବେ ଶାହରୁଖଙ୍କ ପୁଅ

କନକ ବ୍ୟୁରୋ: ୨୭ ଦିନ ପରେ ଘରକୁ ଫେରିବେ ଆରୟନ ଖାନ୍ । ବମ୍ବେ ହାଇକୋର୍ଟ ଶୁଣାଣି କରି ଆରୟନ ଖାନଙ୍କ ସମେତ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଲଗାତାର ୩ ଦିନ ଧରି ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଗୁରୁବାର…

ଥମୁନି କୋଟିଆ କନ୍ଦଳ। ଆନ୍ଧ୍ର ଅଧିକାରୀଙ୍କ ସହ ମୁହାଁମୁହିଁ ହେଲେ ପଟାଙ୍ଗୀ ବିଡିଓ ।

କନକ ବ୍ୟୁରୋ: କୋଟିଆରେ ପ୍ରଶଂସାମୂଳକ କାମ କରିଛନ୍ତି ପଟାଙ୍ଗୀ ବିଡିଓ । ଧୂଳିପଦର ଓ ଅନ୍ୟ କିଛି ସୀମାନ୍ତ ଗାଁରେ ସବୁ ତେଲୁଗୁ ଫଳକ ହଟାଇ ଓଡ଼ିଆରେ ଲେଖା ଫଳକ ଲଗାଇଛନ୍ତି । ଏହି ସମୟରେ ଆନ୍ଧ୍ର ଅଧିକାରୀମାନେ ସେଠାରେ ପହଞ୍ଚିି ବିଡିଓଙ୍କୁ ବାଧା ଦେଇଥିଲେ ଏବଂ ଏଭଳି ନକରିବା ପାଇଁ କହିଥିଲେ…

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ପାଇଁ ବଢିଲା ଅଡୁଆ, କୋର୍ଟ ଜାରିକଲେ ଜାମିନ ବିହୀନ ପରୱାନା

କନକ ବ୍ୟୁରୋ : ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଥାନେର ଏକ କୋର୍ଟ ଏବେ ପରମବୀରଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ପୋଲିସ ପକ୍ଷରୁ ବୁଧବାରଦିନ କୋର୍ଟରେ ଆବେଦନ କରି କହିଥିଷଲ କି ସିଂଙ୍କ ବିରୋଧରେ ଜାମିନ ବିହୀନ…

ପୁଣି ଚୀନରେ କରୋନାର ବିସ୍ଫୋଟକ ରୂପ । ଗୋଟିଏ ସପ୍ତାହ ମଧ୍ୟରେ ୩ଟି ସହରରେ ଲକଡାଉନ, ଘରେ ବନ୍ଦ ରହିଛନ୍ତି ଲକ୍ଷ ଲକ୍ଷ…

କନକ ବ୍ୟୁରୋ : ଚୀନରେ ପୁଣିଥରେ କରୋନାର ବିସ୍ଫୋଟକ ରୂପ ଦେଖିବାକୁ ମିଳିଛି । ଏନେଇ ଚୀନ ସରକାର ଏବେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି । ଏନେଇ ଚୀ-ଋଷ ସୀମାର ଉତ୍ତର-ପୂର୍ବାଞ୍ଚଳ ହେଇଲଙ୍ଗଜିଆଙ୍ଗର ହେଇଏ ସହରରେ ସରକାର ପୁଣି ଲକଡାଉନ ଲଗାଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଲକଡାଉନ ଲାଗିଥିବା ଏହା…