Daily Archives

October 15, 2021

ଟପ ମାଓନେତା ଆର.କେ.ର ଅପରାଧ ଡାଏରୀ: ଓଡିଶାରେ ଅଛି ୨ଶହରୁ ଅଧିକ ମାମଲା 

କନକ ବ୍ୟୁରୋ: ପୁଲିସ ଗୁଳି ନୁହଁ ବରଂ ଅସୁସ୍ଥତା କାରଣ ରୁ ଜଂଗଲ ଭିତରେ ପ୍ରାଣ ହରାଇଲେ ଟପ ମାଓ ନେତା ଆର.କେ ଓରଫ ରାମକୃଷ୍ଣା । ଗତ କାଲି ଠାରୁ ମାଓ ନେତା ଆରକେ ଙ୍କ ମୃତ୍ୟୁ ନେଇ ଚର୍ଚା ଲାଗି ରହି ଥିବା ବେଳେ ଆଜି ଆରକେ ଙ୍କ ମୃତ୍ୟୁ ହୋଇ ଥିବା ନେଇ ସ୍ପଷ୍ଟ କରିଛି ମାଓ ସଙ୍ଗଠନ । ଗତ ୪…

୨୪ ଘଣ୍ଟାରେ ଦେଶରୁ ୧୬, ୮୬୨ ନୂଆ ମାମଲା ଚିହ୍ନଟ । ପ୍ରାୟ ୮ ମାସ ଭିତରେ ସବୁଠୁ କମ୍ ଦୈନିକ ସଂକ୍ରମଣ

କନକ ବ୍ୟୁରୋ: ଦେଶରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ କମୁଥିବା ସଂକ୍ରମଣ ସଂଖ୍ୟାରୁ ଏହାର ପ୍ରମାଣ ମିଳିଛି । ଶୁକ୍ରବାର ଦେଶରେ ୨୧୬ ଦିନ ଭିତରେ ସବୁଠୁ କମ ମାମଲା ସାମ୍ନାକୁ ଆସିଛି । ପାର୍ବଣ ରୁତୁରେ ସଂକ୍ରମଣ ବଢ଼ିବ ବୋଲି କିଛି ବିଶେଷଜ୍ଞ ଆଶଙ୍କା ପ୍ରକାଶ…

କୋଭିଡ ନିୟମ ମାନିବାକୁ କହି ହଟହଟା ହେଲା ପୁଲିସ: ଗାଡି କାଚ ଭାଙ୍ଗିଲେ, ଗାଳି ଗୁଲଜ ଗାଁ ଲୋକ

କନକ ବ୍ୟୁରୋ: କୋଭିଡ କଟକଣା ପାଳନ କରିବାକୁ କହି ଲୋକଙ୍କ ଆକ୍ରୋଶର ଶିକାର ହେଲେ ପୁଲିସ କର୍ମଚାରୀ । ଦୁର୍ଗାପୂଜା ମାହୌଲରେ ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଡଭା ଗାଁରେ । ଗୁରୁବାର ରାତିରେ ଡଭା ଗାଁରେ ଚାଲିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ନାଚଗୀତ ଜମିଥିବା ବେଳେ ପୁଲିସ…

ଆରୟନ ଖାନ ଗିରଫ ମାମଲାରେ ବୈଦେଶିକ ମନ୍ତ୍ରାଳୟ ସହାୟତା ଲୋଡ଼ିଲା ଏନସିବି । ଚାଟରେ ବିଦେଶୀ ଡ୍ରଗ୍ସ ଲିଙ୍କ ନେଇ କରାଯିବ…

କନକ ବ୍ୟୁରୋ: ଅକ୍ଟୋବର ୨ ତାରିଖରେ ମୁମ୍ୱାଇର କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ପାଇଁ ଅଡୁଆ କମିବାର ନାଁ ଧରୁନି । ଆରୟନଙ୍କ ଜାମିନ୍ ନେଇ ଆଗାମୀ ଶୁଣାଣି ହେବ ଅକ୍ଟୋବର ୨୦ ତାରିଖରେ । ଏହା ଭିତରେ ଆରୟନ ଖାନ ଆର୍ଥର ରୋଡ୍ ଜେଲକୁ ପଠାଇ…

ଆଫଗାନିସ୍ତାନକୁ କାହିଁକି ବିମାନ ଉଡାଣ ବନ୍ଦ କଲା ପାକିସ୍ତାନ? ପଢନ୍ତୁ, ଏହା ପଛର କାରଣ… 

କନକ ବ୍ୟୁରୋ: ତାଲିବାନ କ୍ଷମତାକୁ ଆସିବା ପାଇଁ ସବୁପ୍ରକାର ସହାୟତା କରିଥିଲା ପାକିସ୍ତାନ  । ଅସ୍ତ୍ରଶସ୍ତ୍ର, ଅର୍ଥ ଠାରୁ ଆରମ୍ଭ କରି ରାଜନୈତିକ ସହାୟତା ମଧ୍ୟ ଯୋଗାଇଥିଲା  । ହେଲେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି, ପାକିସ୍ତାନ ଓ ତାଲିବାନ ମଧ୍ୟରେ ସବୁ କିଛି ଠିକ୍ ଚାଲିଛି ତ ? ଏପରି…

ମନୀଷ ମୃତ୍ୟୁ ମାମଲା: ଶେଷ ହୋଇଆସୁଛି ତଦନ୍ତ, ଖୁବଶୀଘ୍ର ରହସ୍ୟ ଉପରୁ ଉଠିପାରେ ପରଦା

କନକ ବ୍ୟୁରୋ: ମନୀଷ ମୃତ୍ୟୁ ମାମଲାରେ ଅନ୍ତିମ ଅଙ୍କର ଏକଦମ୍ ନିକଟତର ହୋଇସାରିଛି ପୋଲିସ । ଅର୍ଥାତ ଖୁବଶୀଘ୍ର ଏହି ରହସ୍ୟକୁ ଭେଦ କରିବ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । କନକ ନ୍ୟୁଜ ହାତରେ ଲାଗିଥିବା ଏହି ସିସିଟିଭି ଫୁଟେଜରେ ଦେଖାଯାଉଥିବା ଲୋକମାନେ ମନୀଷଙ୍କ ସାଙ୍ଗ ବୋଲି ପୋଲିସ…