Daily Archives

September 24, 2021

ପ୍ରଥମ ଇଂନିସରେ ଆରସିବିର ସ୍କୋର ୧୫୬ । ୭୦ ରନର ଦମଦାର ଇଂନିସ ଖେଳିଲେ ଦେବଦତ୍ତ ପାଡିକଲ ।

କନକ ବ୍ୟୁରୋ: ଆଜି ଆଇପିଏଲରେ ଭେଟାଭେଟି ହେଉଛନ୍ତି ଚେନ୍ନାଇ-ବାଙ୍ଗାଲୋର । ଯାହାର ପ୍ରଥମ ଇଂନିସରେ ଆରସିବି ୧୫୬ ରନ୍ କରିବାକୁ ସମର୍ଥ ହୋଇଛି । ତେଣୁ ଚେନ୍ନାଇକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୫୭ ରନ୍ କରିବାକୁ ହେବ । ଆଜି ଟସ୍ ଜିତି ସିଏସକେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…

୨ ଝିଅଙ୍କୁ ବିଷ ଦେଇ ନିଜେ ବିଷ ପିଇଦେଲା ମାଆ । ପଢନ୍ତୁ, କାହିଁକି ଏପରି ଚରମ ନିଷ୍ପତ୍ତି ନେଲା ଜଣେ ମା’

କନକ ବ୍ୟୁରୋ: ଆର୍ଥିକ ଅନାଟନ ଭିତରେ ଜଣେ ମାଆ ନେଇଛି ଚରମ ନିଷ୍ପତ୍ତି । ନିଜେ ବିଷ ପିଇବା ସହ ଦୁଇ ଝିଅଙ୍କୁ ବିଷ ପିଆଇ ଦେଇଛି ମାଆ ଆଉ ଜୀବନ ଯନ୍ତ୍ରଣା ଭିତରେ ମା’ର ମୃତ୍ୟୁ ହୋଇଥିବା ବେଳେ ଦୁଇ କୁନି ଝିଅ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୟୂରଭଞ୍ଜ ଜିଲ୍ଲା ଶରତ ଥାନାରୁ…

ଆର୍ଥିକ ସ୍ଥିତି ଓ ମହିଳାଙ୍କ ପ୍ରତି ନିର୍ଯାତନା ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲେ ଅପରାଜିତା । ପଢନ୍ତୁ, କଣ ଜବାବ…

କନକ ବ୍ୟୁରୋ: ରାଜ୍ୟରେ ଆର୍ଥିକ ସ୍ଥିତି ଏବଂ ମହିଳାଙ୍କ ପ୍ରତି ନିର୍ଯାତନା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେଡ଼ି ଓ ବିଜେପି । ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଦାରିଦ୍ୟତା ଏବଂ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଟିପ୍ପଣୀ…

କୋର୍ଟରେ ଗ୍ୟାଙ୍ଗୱାର: ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ରର ଶୁଣାଣି ପାଇଁ ଯିବାବେଳେ ଟିଲ୍ଲୁ ଗ୍ୟାଙ୍ଗର ଆଖିବୁଜା ଗୁଳି ଚାଳନା

କନକ ବ୍ୟୁରୋ: ଦିଲ୍ଲୀ ରୋହିଣି କୋର୍ଟରେ ଗୁଳିକାଣ୍ଡ । ଓକିଲ ବେଶରେ କୋର୍ଟ ଭିତରେ ପଶି ଆଖିବୁଜା ଗୁଳି ଚଳାଇଛନ୍ତି ଅପରାଧୀ । ଗୁଳିକାଣ୍ଡରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଗୋଗିର ମୃତ୍ୟୁ ହୋଇଛି । ତେବେ ତାକୁ ମାରିବାକୁ ଆସିଥିବା ଦୁଇଜଣ କ୍ରିମିନାଲ ମଧ୍ୟ ପୋଲିସ୍ ଗୁଳିରେ ନିହତ…

ଭୋଟରଙ୍କୁ ମନାଇବାକୁ ପିପିଲିରେ ଜୋରଦାର ପ୍ରୟାସ । ବଳ କଷୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ…

କନକ ବ୍ୟୁରୋ: ହାତରେ ପ୍ରଚାର ପାଇଁ ଆଉ କେବଳ ୩ ଦିନ ବାକି ଥିବା ବେଳେ ଶେଷ ସୁଯୋଗକୁ ହାତଛଡ଼ା କରୁ ନାହାନ୍ତି ଦଳର ନେତା ଓ ପ୍ରାର୍ଥୀ । ବିଜେଡି ମହିଳା ଭୋଟ ବ୍ୟାଙ୍କ ଉପରେ ନଜର ରଖି ମହିଳା ସମାବେଶ କରିଛି । ପିପିଲି ଅଞ୍ଚଳର ସବୁ ମହିଳା ନେତ୍ରୀଙ୍କୁ ଏକାଠି କରି ରୁଦ୍ର ମହାରଥୀଙ୍କୁ ଭୋଟ…

କରୋନାରେ ମା’ ଚାଲିଗଲେ, ଓଡ଼ିଆ ପୁଅ ଜୁବିନ ଆଇଏଏସ ଅଫିସର ହୋଇ ଦେଖାଇଲେ ।

କନକ ବ୍ୟୁରୋ : ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳାଫଳ । ଶୁଭମ କୁମାର ଆଇଏଏସ ଟପ୍ପର ହୋଇଥିବା ବେଳେ ଜାଗୃତି ଅୱସ୍ତି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଓଡ଼ିଶାରୁ ଜୁବିନ ମହାପାତ୍ର ୪୬ ର୍ୟାଙ୍କ ସହ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଜୁବିନ କହିଛନ୍ତି, ଏହି ସଫଳତା…