Daily Archives

September 24, 2021

କମଲା ହାରିସଙ୍କୁ ଭେଟିଲେ ମୋଦୀ, ଆତଙ୍କବାଦ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ କଲେ ଆଲୋଚନା

କନକ ବ୍ୟୁରୋ: ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ଏହି ଆମେରିକା ଯାତ୍ରାରେ ପ୍ରଧାନମନ୍ତ୍ରୀ ଆମେରିକା ଉପ-ରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଛନ୍ତି । ଯେଉଁଠି ଆମେରିକା- ଭାରତ ସମ୍ପର୍କ ନେଇ ଆଲୋଚନା କରିଛନ୍ତି ଉଭୟ ରାଷ୍ଟ୍ରନେତା । କମଲା ହାରିସ୍ଙ୍କ…

ଆଠଗଡରୁ ଭାସିଆସି କଟକ ମୁଣ୍ଡଳୀରେ ଫସି ରହିଥିଲା ଦନ୍ତାହାତୀ । ଉଦ୍ଧାର ପାଇଁ ଦିନ ତମାମ ଚାଲିିଲା ପ୍ରୟାସ…

କନକ ବ୍ୟୁରୋ: ମହାନଦୀରେ ଭାସିଗଲେ ହାତୀପଲ । ନଦୀପାର ହେଉଥିବାବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିଲେ । ହେଲେ ଗୋଟିଏ ହାତୀ ମୁଣ୍ଡୁଳି ବ୍ରିଜ ନିକଟରେ ଦୀର୍ଘ ସମୟ ଧରି ଲାଖି ରହିଥିଲା । ଭାସି ଯାଇଥିବା ୬ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆ ଶାସନ ଗାଁ ଆନିକଟରେ…

ହାତୀ ଉଦ୍ଧାର ବେଳେ ଚାଲିଗଲା ସାମ୍ବାଦିକଙ୍କ ଜୀବନ । ପଢନ୍ତୁ, କେମିତି ଘଟିଲା ଏମିତି ଅଘଟଣ…

କନକ ବ୍ୟୁରୋ: ଦିନ ପ୍ରାୟ ଗୋଟାଏ ସମୟରେ କଟକର ମୁଣ୍ଡଳିରେ ଚାଲିଥିଲା ହାତୀ ଉଦ୍ଧାର । ଓଡ୍ରାଫ ଟିମର ବୋଟ, ହାତୀକୁ କୂଳକୁ ଆଣିବା ପାଇଁ ଉଦ୍ୟମ କରୁଥିଲା । ବୋଟ ଭିତରେ ୮ ଜଣ ଥିଲେ । ସେଥିରେ ଥିଲେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା । ବୋଟ ହାତୀର…

କିଏ କେକେଆରର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ଭେଙ୍କଟେଶ ଆୟର? କେମିତି ଦଳରେ ସ୍ଥାନ ପାଇଲେ ପଢନ୍ତୁ…

କନକ ବ୍ୟୁରୋ: ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରେ କୋଲକାତା ଫୁଲ ଦମରେ ନଜର ଆସୁଛି । କୋଲକାତା ଖେଳିଥିବା ୨ଟି ମ୍ୟାଚରେ ବିଜୟୀ ହୋଇଛି । ଆଉ ଏହାସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚି ସାରିଛି । ତେବେ ଗତ ଦୁଇଟି ମ୍ୟାଚରେ କୋଲକାତା ପାଇଁ ହିରୋ ସାଜିଛନ୍ତି ଭେଙ୍କଟେଶ…

ସାହାସୀ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଓଡିଶା । ବନ୍ୟା, ବାତ୍ୟା ସମୟର ଦୁଃସାହସିକ ରିପୋର୍ଟିଂ କରି ମନ…

କନକ ବ୍ୟୁରୋ: ଅଲବିଦା ଅରିନ୍ଦମ । ଜଣେ ସାମ୍ବାଦିକ ଭାବେ ଆଉ ଜଣେ ଯୁବ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଏଭଳି କହିବା ଯେତିକି ଦୁଃଖଦାୟକ, ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶବ୍ଦ ଖୋଜି ପାଇବା ମଧ୍ୟ ସେତିକି କଷ୍ଟକର । ସାମ୍ବାଦିକତା ଜଗତର ଜଣେ ଚର୍ଚ୍ଚିତ ଯୁବ ଚେହେରା ଆଜି ଦୁନିଆ…