Daily Archives

September 18, 2021

ଆସନ୍ତାକାଲି ପଡୁଛି ଅନନ୍ତ ବ୍ରତ । ଗାଇଡଲାଇନ୍ ଆଣିଲା ଭୁବନେଶ୍ୱର ମହାନଗର ନିଗମ । 

କନକ ବ୍ୟୁରୋ: ଅନନ୍ତ ବ୍ରତ ପାଇଁ ଗାଇଡଲାଇନ୍ ଆଣିଲା ବିଏମସି । ଆସନ୍ତାକାଲି ଅର୍ଥାତ ୧୯ ତାରିଖରେ ଅନନ୍ତ ବ୍ରତ ପଡୁଥିବାରୁ କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଗାଇଡଲାଇନ୍ ଧାର୍ଯ୍ୟ କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର କହିବା ମୁତାବକ, ପାର୍ବଣ ଋତୁ ପାଇଁ  ସରକାର ନିୟମ ଜାରି…

ସିଦ୍ଧୁ ଅଯୋଗ୍ୟ ବ୍ୟକ୍ତି, ମୁଖ୍ୟମନ୍ତ୍ରୀ ହେଲେ ପଞ୍ଜାବକୁ ବରବାଦ କରିଦେବେ । କାହିଁକି ଏମିତି କହିଲେ କ୍ୟାପଟେନ…

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ ଅମରିନ୍ଦର ସିଂ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ସିଦ୍ଧୁଙ୍କୁ ସେ ମୁଖ୍ୟମନ୍ତ୍ରୀଭାବେ ଗ୍ରହଣ କରିବେ ନାହିଁ । ସିଦ୍ଧୁ ଜଣେ ଅଯୋଗ୍ୟ ବ୍ୟକ୍ତି । ମନ୍ତ୍ରୀ ଥିବାବେଳେ ସେ ଗୋଟିଏ ବିଭାଗକୁ ଚଳାଇପାରିଲେ ନାହିଁ,…

ଆଇପିଏଲରୁ ଅବସର ନେବେ କି ମାହି? ବଡ ବୟାନ ଦେଲେ ଆକାଶ ଚୋପ୍ରା…

କନକ ବ୍ୟୁରୋ: ଚଳିତ ଆଇପିଏଲ ଧୋନୀଙ୍କ ଶେଷ ଆଇପିଏଲ କି? ୨୦୨୧ ମସିହା ଆଇପିଏଲ ପରେ ଅବସର ନେବେ କି ମାହି? ଏଭଳି ଅନେକ ପ୍ରଶ୍ନର ଉତ୍ତର ଆଜି ବି ଅନେକଙ୍କୁ ଅଜଣା । ହେଲେ ଏହାରି ଭିତରେ ଜଣାଶୁଣା ଟିଭି ଭାଷ୍ୟକାର ଆକାଶ ଚୋପ୍ରା ଧୋନୀଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଆଉ ଆଇପିଏଲ ଆରମ୍ଭ…

ଭାରତର ଏହି ୫ଟି ସ୍ଥାନ: ବିଦେଶୀ ଯାଇପାରିବେ କିନ୍ତୁ ଭାରତୀୟଙ୍କୁ ମନା, ହେଲେ କାହିଁକି ପଢ଼ନ୍ତୁ…

କନକ ବ୍ୟୁରୋ: ବିଦେଶରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ହୁଏତ ଭାରତୀୟମାନଙ୍କ ଯିବା ଉପରେ କଟକଣା ରହିଥାଏପାରେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏମିତି କିଛି ସ୍ଥାନ ଅଛି ଯେଉଁଠିକୁ ଭାରତୀୟଙ୍କୁ ହିଁ ଯିବା ମନା । ଭାରତରେ ଏମିତି ୫ଟି ସ୍ଥାନ ଅଛି ଯେଉଁଠିକୁ ଭାରତୀୟମାନଙ୍କ…

ୟୁଜି: ୨୦ରୁ କ୍ଲାସରେ ପାଠପଢା, ଗାଇଡଲାଇନ ଜାରି କଲା ଉଚ୍ଚଶିକ୍ଷା ବିଭାଗ

କନକ ବ୍ୟୁରୋ: ଆସନ୍ତା ୨୦ରୁ କ୍ଲାସରୁମରେ ପାଠ ପଢିବେ ୟୁଜି ପ୍ରଥମ ବର୍ଷର ପିଲା । କଲେଜରେ ପ୍ରଥମ ବର୍ଷ ପିଲାଙ୍କ ପାଇଁ ଶ୍ରେଣୀଗୃହରେ ଆରମ୍ଭ ହେବ ପାଠ । କରୋନା କଟକଣା ସହ କ୍ଲାସ ରୁମରେ ପାଠପଢା ହେବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ ବାଧ୍ୟତାମୂଳକ କରାଯାଇଛି । ଏନେଇ…

କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ସବୁ ମନ୍ତ୍ରୀ ବି ଦେଲେ ଇସ୍ତଫା । କ୍ୟାପଟେନ ଅମରିନ୍ଦର କହିଲେ ଏମିତି କଥା ।

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପଟେନ ଅମରିନ୍ଦର ସିଂ । ଆଉ ଏହାସହ ପଞ୍ଜାବରେ ପଲିଟିକ୍ସରେ ବଡ ଧରଣର ହଲଚଲ ଆରମ୍ଭ ହୋଇଛି । ଅମରିନ୍ଦରଙ୍କ ସହ ପୂରା ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ଦେଇଛନ୍ତି । ସବୁଠୁ ବଡ କଥା ହେଲା ଅମରିନ୍ଦରଙ୍କ ସହ ୨୦ ବିଧାୟକ ମଧ୍ୟ…