Daily Archives

September 18, 2021

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲା ୨୨ ମାସର ଶିଶୁ । ପଢନ୍ତୁ, କେମିତି ସହାୟ ହେଲା ଇକମୋ ଚିକିତ୍ସା?

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସରେ ଜଟିଳ ଫୁସଫୁସ ସଂକ୍ରମଣରୁ ସୁସ୍ଥ ହୋଇଛି ଗୋଟିଏ ୨୨ ମାସର ଶିଶୁ କନ୍ୟା । ଚିକିତ୍ସା ବିଜ୍ଞାନର ଚମକ୍ରାରିତା କୁହନ୍ତୁ ବା ଡାକ୍ତରଙ୍କ ନିରନ୍ତର ପରିଶ୍ରମ, ମହାମାରୀ କବଳରୁ ମୁକ୍ତ ହୋଇଛି ଗୋଟିଏ କୁନି ଶିଶୁ । ତେବେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅମରିନ୍ଦର । ଏବେ କିଏ ହେବ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ?

କନକ ବ୍ୟୁରୋ : ପଞ୍ଜାବ ରାଜନୀତିରେ ହଟଚମଟ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପଟେନ୍ ଅମରିନ୍ଦର ସିଂହ । ଶନିବାର ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ୍ ଅମିରନ୍ଦର ସିଂହ । ତେବେ ତାଙ୍କ ଇସ୍ତଫା ସହିତ ଏବେ ରାଜନୀତି…

ଅପମାନିତ ଲାଗିଲା, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲି । କ୍ୟାପଟେନ ଅମରିନ୍ଦର କହିଲେ ଇସ୍ତଫା ପଛର କାହାଣୀ ।

କନକ ବ୍ୟୁରୋ : ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ଅମରିନ୍ଦର । ଆଉ ରାଜଭବନରୁ ବାହାରିବା ପରେ ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । କ୍ୟାପଟେନ କହିଛନ୍ତି, ଗତ…

୧୨ ବର୍ଷ ହେବ ଦିନକୁ ଅଧଘଣ୍ଟା ଶୋଉଛନ୍ତି ଏହି ଯୁବକ: କହିଲେ ଏହା ପଛର କାରଣ

କନକ ବ୍ୟୁରୋ: ଜାପାନର ଜଣେ ଯୁବକ ୧୨ ବର୍ଷ ହେବ ଦିନକୁ ମାତ୍ର ୩୦ ମିନିଟ ଶୋଉଛନ୍ତି । ଏହାପରେ ବି ତାଙ୍କୁ କୌଣସି କ୍ଲାନ୍ତ ଅନୁଭବ ହୋଇନଥାଏ ବୋଲି ସେ ଦାବି କରିଛନ୍ତି । ଡେଲିଷ୍ଟାର ରିପୋର୍ଟ ଅନୁସାରେ ଜାପାନର ଡାଇସୁକେ ହୋରି ନାମକ ଜଣେ ଯୁବକ ଦିନକୁ ୮ଘଣ୍ଟା ନିଦ୍ରାର ସିଡ୍ୟୁଲକୁ…

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ ଇସ୍ତଫା ପଛର ପୂରା କାରଣ?

କନକ ବ୍ୟୁରୋ : ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ଅମରିନ୍ଦର । ପୂର୍ବରୁ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିଲା । ସିଦ୍ଧୁଙ୍କ ସହ ବିବାଦ ଭିତରେ ଅମରିନ୍ଦର…

ସେପ୍ଟେମ୍ବର ୨୧ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା । ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । 

କନକ ବ୍ୟୁରୋ: ସେପ୍ଟେମ୍ବର ୨୧ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  । ଏଥିପାଇଁ ଆସନ୍ତାକାଲି ଯାଏଁ ୧୨ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ଏଥିସହିତ ଏସଆରସି ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ସତର୍କ…