Daily Archives

September 3, 2021

ମାହାଙ୍ଗା ପ୍ରସଙ୍ଗ: ଗୃହରେ କଥା ବୁଲାଉଛି କିଏ ? କଂଗ୍ରେସକୁ କଟାକ୍ଷ କଲା ବିଜେପି

କନକ ବ୍ୟୁରୋ: ଶୁକ୍ରବାର ଗୃହ ଆରମ୍ଭ ହେଲା, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଷ୍ଟାଫ ସିଲେକସନ ଦୁର୍ନୀତି କଥା ଉଠାଇଲେ, ମାତ୍ର କେଇ ସେକେଣ୍ଡ ଭିତରେ ଅପରାହ୍ନ ୪ଟା ଯାଏଁ ମୁଲତବୀ ହୋଇଗଲା । କେହି କିଛି ବୁଝିପାରିଲେ ନାହିଁ , କଣ ହେଲା, କାହିଁକି ହଠାତ୍ ଦିନ ତମାମ ପାଇଁ ବିଧାନସଭା…

ୱେବ ପୋର୍ଟାଲ ମାଲିକ ଅଟକ: ଦୂତୀ ଚାନ୍ଦଙ୍କ ବିରୋଧରେ ଅଶାଳୀନ ଟିପଣୀ ପଡିଲା ମହଙ୍ଗା

କନକ ବ୍ୟୁରୋ: ଦୂତୀ ଚାନ୍ଦଙ୍କ ଅଭିଯୋଗ ପରେ ୱେବ୍ ପୋର୍ଟାଲର ସଂପାଦକ ସୁଧାଂଶୁ ରାଉତଙ୍କୁ ଉଠାଇ ଆଣିଲା ପୁଲିସ । ଭୁବନେଶ୍ୱର ମହିଳା ଥାନାରେ ସୁଧାଂଶୁଙ୍କୁ କରାଯାଇଛି ମାରାଥନ ଜେରା । ଦୂତୀ ଅଭିଯୋଗ କରିଥିଲେ, ଆଲମ୍ପିକ୍ ଖେଳିବାକୁ ଯାଇଥିବା ବେଳେ ୱେବ୍ ପୋର୍ଟାଲରେ ଦୂତୀଙ୍କ ବିରୋଧରେ…

ଦ୍ୱାରଶୁଣୀ ଘାଟିରେ ଦୁର୍ଘଟଣା । ବସକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ, ୨୨ ଆହତ । 

କନକ ବ୍ୟୁରୋ : ଦ୍ୱାରଶୁଣୀ ଘାଟିରେ ପୁଣି ଥରେ ଦୁର୍ଘଟଣା ଘଟିଛି। ଆଜି ଅପରାହ୍ନ ସମୟରେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣୀ ଘାଟିରେ ବାରିପଦା ଠାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ବସ ସହିତ ଏକ୍‌ ଟ୍ରକର ଧକ୍କା ହୋଇଥିଲା। ଫଳରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି।…

ଆରମ୍ଭ ହେଲା ‘ନିମନ୍ତ୍ରଣ’, ସମସ୍ତେ ଖାଇବେ ଓଡ଼ିଆ ବ୍ୟଞ୍ଜନ ।

କନକ ବ୍ୟୁରୋ : ଓଟିଡିସି ପକ୍ଷରୁ ସହିଦ ନଗରରେ ଶୁଭାରମ୍ଭ ହେଲା ଓଡ଼ିଆ ରେଷ୍ଟୁରାଣ୍ଟ ନିମନ୍ତ୍ରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିମନ୍ତ୍ରଣ ରେଷ୍ଟୁରାଣ୍ଟକୁ ଶୁଭାରମ୍ଭ କରିଛନ୍ତି ।  ଓଡ଼ିଆ ପାରମ୍ପରିକ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ସହ ସୁବିଧାରେ ଏହାକୁ ଉପଲବ୍ଧ କରାଇବା ପାଇଁ…

ପରାଲିମ୍ପିକ୍ସ ତୀରନ୍ଦାଜରେ ଭାରତକୁ ବ୍ରୋଞ୍ଜ ପଦକ

କନକ ବ୍ୟୁରୋ : ପରାଲିମ୍ପିକ୍ସରେ ଭାରତ ହାତକୁ ଆଉ ଏକ ପଦକ ଆସିଛି । ଭାରତୀୟ ତୀରନ୍ଦାଜ ଖେଳାଳି ହରବିନ୍ଦର ସିଂ ଐତିହାସିକ ପ୍ରଦର୍ଶନ କରି ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଟୋକିଓ ପାରାଅଲିମ୍ପିକ୍ସ ତୀରନ୍ଦାଜ ଖେଳରେ ଏହା ଭାରତ ପାଇଁ ପ୍ରଥମ ପଦକ । ଏହାସହିତ ଟୋକିଓ ପାରାଲିମ୍ପିକ୍ସରେ…

ଭୁବନେଶ୍ୱର: ପ୍ରତିଷ୍ଠା ହେବ ଆଇକନିକ ଆଦର୍ଶ ବିଦ୍ୟାଳୟ

କନକ ବ୍ୟୁରୋ: ଭୁବନେଶ୍ୱର ଆନ୍ଧାରୁଆରେ ପ୍ରତିଷ୍ଠା ହେବ ଆଇକନିକ ଆଦର୍ଶ ବିଦ୍ୟାଳୟ । ୨୫ ଏକର ଜମିରେ ପ୍ରତିଷ୍ଠା ହେବ ଏହି ଆଇକନିକ ବିଦ୍ୟାଳୟ । ରାଜ୍ୟର ୩୧୪ଟି ଆଦର୍ଶ ବିଦ୍ୟାଳୟରୁ ବଛାବଛା ପିଲା ଏଠାରେ ପଢିବେ । ଏହି ବିଦ୍ୟାଳୟରେ ୫ଶହ ଛାତ୍ରଛାତ୍ରୀଙ୍କ ପାଇଁ +୨ ଶିକ୍ଷାଦାନ ବ୍ୟବସ୍ଥା ।…