Daily Archives

September 3, 2021

ପାର୍କିଂକୁ ନେଇ ଝଗଡା କଲେ, ବ୍ଲାଙ୍କ ଫାୟାର କରି ଡରାଇଲେ ।

କନକ ବ୍ୟୁରୋ : ରାଜଧାନୀରେ ଫୁଟିଲା ଗୁଳି । ଗାଡି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ କେହି ଆହତ ହୋଇନଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି । ମିଳିଥିବା ସୂଚନା ମୁତାବକ, ଜାଗମରାରେ ଗାଡି ପାର୍କିଂକୁ ନେଇ ଦୁଇ…

ଆଫଗାନିସ୍ତାନର ନୂଆ ସରକାରରେ ମହିଳାଙ୍କୁ ମିଳିବ ନାହିଁ ପ୍ରତିନିଧିତ୍ୱ

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ଚୁଡାନ୍ତ ହୋଇ ସାରିଛି । ସୁରା କାଉଁସିଲ ତାଲିବାନ ତରଫରୁ ଆଫଗାନିସ୍ତାନରେ ଶାସନ କରିବ । ସଂଗଠନ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆଜି ସରକାର ଗଠନ କରିବା ନେଇ ନିଷ୍ପତ୍ତି ହୋଇଛି । ମନ୍ତ୍ରୀମଣ୍ଡଳରେ ତାଲିବାନର ଟପ୍ ଲିଡର୍ସ…

ଗଜପତିଙ୍କୁ ନେଇ ବାବା ବଳିଆଙ୍କ ପ୍ରଶ୍ନ । କହିଲେ, ପାଲିଙ୍କିରେ ନଆସି ଗାଡିରେ ଆସିପାରିବେ ଠାକୁର ରାଜା

କନକ ବ୍ୟୁରୋ: ଗଜପତି, ଗଣତନ୍ତ୍ର ଓ ବାବା ବଳିଆ । ରଥରେ ଛେରା ପହଁରା ପାଇଁ ଗଜପତି ପାଲିଙ୍କିରେ ଆସିବା କଥା, ପ୍ରତିବର୍ଷ ରଥ ନିର୍ମାଣ ପାଇଁ ଗଛ କଟା ଏବଂ ପ୍ରତିବର୍ଷ ରଥକୁ ଭାଙ୍ଗି ପୁଣି ନିର୍ମାଣ କରିବା ପ୍ରସଙ୍ଗରେ ନିଜସ୍ୱ ମତ ରଖିଛନ୍ତି ବାବା ବଳିଆ । ସେ କହିଛନ୍ତି, ବର୍ତମାନ ସମୟ…

ଏଥର ଧୋକା ଦେବନି ତ କରୋନା, ଆଶା ଆଶଙ୍କାରେ ମୂର୍ତ୍ତି କାରିଗର ।

କନକ ବ୍ୟୁରୋ : ପାଖେଇ ଆସୁଛି ପାର୍ବଣର ଋତୁ । ଏଥିପାଇଁ ମୂର୍ତ୍ତି କାରିଗର ମାନେ ମୂର୍ତ୍ତି ତିଆରି କାମ ଜାରି ରଖିଛନ୍ତି । ଆଗକୁ ବିଘ୍ନରାଜ ଗଜାନନଙ୍କ ପୂଜା ପଡ଼ୁଥିବା ବେଳେ ଗଣେଶଙ୍କ ମୃଣ୍ମୟୀ ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି କାରିଗର । ଚଳିତ ବର୍ଷ କରୋନା କଟକଣା ଭିତରେ ପାଳନ ହେବ ପୂଜା…

ଦୁର୍ଗା ପୂଜା ମଣ୍ଡପରେ ଦେଖିବାକୁ ମିଳିବ ମମତା ବାନାର୍ଜୀଙ୍କ ୧୦ ହାତ ଥିବା ମୂର୍ତ୍ତି

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ରାଜ୍ୟରେ ସବୁଠାରୁ ବଡ ପର୍ବ କୁହାଯାଉଥିବା ଦୁର୍ଗା ପୂଜା ଚଳିତ ବର୍ଷ ବଡ ଧୁମଧାମରେ ପାଳନ ହେବାକୁ ଯାଉଛି । ଅନ୍ୟ ବର୍ଷ ଭଳି ଏବର୍ଷ ବି ରାଜ୍ୟର ବିଭିନ୍ନ ସ୍ଥାନରେ ସୁନ୍ଦର ପୂଜା ମଣ୍ଡପ ଓ ମା’ଙ୍କ…

‘ମୋ ବସ୍’ର ଦୁଇଟି ଡିପୋକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଆଜି ‘ମୋ ବସ୍’ର ଦୁଇଟି ଡିପୋକୁ ଉଦଘାଟନ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ‘ମୋ ବସ୍’ ପାଇଁ ଦୁଇଟି ଅତ୍ୟାଧୁନିକ ଡିପୋ କରାଯାଇଛି । ଡିପୋ ମଧ୍ୟରେ ବସ୍ ରହିବା ସହ ତେଲ ପକାଇବାର ବ୍ୟବସ୍ଥା କରାଯାଇଛି । ଏଥିସହ ଏଠାରେ ବସ୍ ଗୁଡ଼ିକୁ ମେସିନ୍ ଜରିଆରେ…