Daily Archives

September 1, 2021

କେରଳରେ ଥମିବାର ନା ନେଉନି କରୋନା । ଆଜି ୩୩ ହଜାର ଉପରେ ସଂକ୍ରମଣ, ଆକ୍ସନ ମୋଡରେ କେନ୍ଦ୍ର

କନକ ବ୍ୟୁରୋ : କେରଳରେ କରୋନା ସଂକ୍ରମଣ ଏବେ ପୁରା ଦେଶକୁ ଚିନ୍ତାରେ ପକାଇଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୨,୮୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ ୨୧.୬୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଓ ୧୭୩ ଜଣଙ୍କର ମୃତ୍ୟୁ ହୋଇଛି । କେରଳରେ ଏଭଳି ସ୍ଥିତି ଲାଗି…

ମଣିଷର ସ୍ୱାର୍ଥ ପାଇଁ ଅସନ୍ତୁଳିତ ପରିବେଶ । ବିଷ ବଳୟ ପାଲଟିଛି ପୂରା ଅଞ୍ଚଳ । ଆୟୁଷ କମାଉଛି ଧୂଳିଭର୍ତ୍ତି ବାୟୁ !…

କନକ ବ୍ୟୁରୋ: ମାଳ ମାଳ ଗାଡି, ଖାଲ ଖମା ରାସ୍ତା... ଆଉ ଗାଡି ପଛେ ପଛେ ଉଡୁଛି ପ୍ରବଳ ଧୂଳି । ଧୂଳି ଧୁଆଁର ଏ ଭୟଙ୍କର ସ୍ଥିତି ପାଇଁ ପ୍ରଦୂଷିତ ପରିବେଶ । ବିଷ ବଳୟ ପାଲଟିଛି ପୂରା ଅଞ୍ଚଳ । ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ଯୋଡା ଖଣି ଅଞ୍ଚଳର । ଯେଉଁଠି ପ୍ରଦୂଷଣର ମାତ୍ରା ଏତେ ଅଧିକ…

ବାୟୁ ପ୍ରଦୂଷଣର ପଡିପାରେ ସାଂଘାତିକ ପ୍ରଭାବ? ୪୮ କୋଟି ଭାରତୀୟଙ୍କ ହାରିହାରି ଆୟୁଷ କମିପାରେ ୯ ବର୍ଷ, ଚକିତ କରିଦେବା…

କନକ ବ୍ୟୁରୋ : ଭାରତରେ ଶିଳ୍ପ ବିକାଶ ସହ ପ୍ରଦୂଷଣ ମାତ୍ରା ଚିନ୍ତାଜନକ ଭାବେ ବଢିଚାଲିଛି । ବିଶେଷକରି ବଢିଚାଲିଥିବା ବାୟୁ ପ୍ରଦୂଷଣର କୁପ୍ରଭାବ ଲୋକମାନଙ୍କ ଶରୀର ଉପରେ ପଡୁଛି । ଆମେରିକାର ସିକାଗୋ ବିଶ୍ବବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ (ଏପିକ୍) ପକ୍ଷରୁ କରାଯାଇଥିବା ଏକ…

କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ । ଗ୍ୟାସ, ଡିଜେଲ ପେଟ୍ରୋଲରୁ କମାଇଥିବା ୨୩ ଲକ୍ଷ କୋଟି ଟଙ୍କା କୁଆଡେ…

କନକ ବ୍ୟୁରୋ : ପୁଣିଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି କେନ୍ଦ୍ର ସରକାର ତୈଳ ଓ ଗ୍ୟାସର ମୁଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ସିଧା ସଳଖ ଲୁଟୁଛନ୍ତି । ଏହି ସାମଗ୍ରୀର ଦରବୃଦ୍ଧି ଫଳରେ ଟ୍ରାନ୍ସପୋର୍ଟିଂ ମହଙ୍ଗା ହୋଇଛି ଓ ବଜାରରେ…

ଦୁର୍ଘଟଣା ପରେ ପୁଅ ଘରେ ବସିଛି, ପରିବାର ଚଳାଇବା ପାଇଁ ୭୦ ବର୍ଷର ମାଆ ଦାଦନ ଖଟୁଛି । ଏ ସତ କାହାଣୀ ଆପଣଙ୍କୁ ବି…

କନକ ବ୍ୟୁରୋ : ଦୁର୍ଘଟଣା ବଦଳାଇ ଦେଲା ଜୀବନର ଗତିପଥ । ରୋଜଗାର ବୟସରେ ଏକ ଦୁର୍ଘଟଣା ଭାଙ୍ଗିଦେଲା ରୋଜଗାରିଆ ପୁଅର ସ୍ୱପ୍ନ । ଆଖି ଆଗରେ ତାସ ପତା ଭଳି ଭୁଷୁଡି ପଡିଲା ସବୁ ଆଶା ଓ ସ୍ୱପ୍ନ । ଦୁର୍ଘଟଣାର ଶିକାର ହୋଇ ପୁଅର ହାତ ଗୋଡ ଅଚଳ ହୋଇଯିବା ପରେ ପରିବାର ଚଳାଇବା ପାଇଁ ହାଇଦ୍ରାବାଦରେ…

କ୍ରାଫ୍ଟ ଭିଲେଜ କାର୍ଯ୍ୟକ୍ଷମ ହେବ, ପିପିଲି ଚାନ୍ଦୁଆ ବ୍ୟବସାୟ ବଢିବ । କ୍ରାଫ୍ଟ ଭିଲେଜ ଖୋଲିବା ନେଇ ତତ୍ପରତା…

କନକ ବ୍ୟୁରୋ : କ୍ରାଫ୍ଟ ଭିଲେଜରେ ବିକ୍ରି ହେବ ପିପିଲି ଚାନ୍ଦୁଆ । ବେଶ କିଛି ବର୍ଷ ତଳୁ ନର୍ମାଣ ହୋଇଥିଲେ ବି କାରିଗରଙ୍କ କାମରେ ଆସୁନଥିବା କ୍ରାଫ୍ଟ ଭିଲେଜକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଣ୍ଟା ଭିଡିଛି ପୁରୀ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ସମର୍ଥ ବର୍ମା ପିପିଲି ଓରକଳା ସ୍ଥିତ କ୍ରାଫ୍ଟ…