Daily Archives

September 1, 2021

ବିଦେଶରେ ଚାକିରି ଲୋଭ ଦେଖାଇଲେ । ମିଛ ଅଫର ଲେଟର ସହ ଫ୍ଲାଇଟ ଟିକେଟ ଦେଇ ଭୁଆଁ ବୁଲାଇଲେ, ୪୫ ଜଣ ଯୁବଙ୍କଠାରୁ…

କନକ ବ୍ୟୁରୋ : ବିଦେଶରେ ଚାକିରି ଦେବାକୁ କହି ଯୁବକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ । ଏରାଉଣ୍ଡ ଦ ୱାର୍ଲ୍ଡ ନାମକ ଠକ ସଂସ୍ଥା ଚାକିରି ଆଶାୟୀ ଯୁବକଙ୍କ ଠାରୁ ଟଙ୍କା ସହ ପାସପୋର୍ଟ ନେଇ ରାତି ଅଧରେ ଫେରାର ହୋଇଯାଇଛି । ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଧିରେ ଧିରେ ଠକ…

ଖୋଲିଲା ନାରଦା ପେଡି, ଇଡିର ଚାର୍ଜସିଟରେ ପଶ୍ଚିମବଙ୍ଗର ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଓ ଫିରହାଦ ହକିମଙ୍କ ନାମ

କନକ ବ୍ୟୁରୋ : ନାରଦ ଷ୍ଟିଙ୍ଗ ଅପରେଶନ ମାମଲାରେ ବୁଧବାରଦିନ ଇଡି ପକ୍ଷରୁ ପିଏମଏଲଏ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାଖଲ କରିଥିବା ଚାର୍ଜସିଟରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ଫିରହାଦ ହକିମ ଓ ସୁବ୍ରତ ମୁଖାର୍ଜୀଙ୍କର ନାମ ରହିଛି । ଏହା…

ବିଦ୍ୟୁତ କଟିଗଲା, ପାନୀୟ ଜଳ ଆସିଲାନି । ପିଇବା ପାଣି ପାଇଁ ଏବେ ଭରସା ପୋଖରୀ, ପାଣିଘାଟା ଗାଁରୁ ଆସିଲା ଅଭାବନୀୟ…

କନକ ବ୍ୟୁରୋ : ଅଧିକାରୀଙ୍କ ଅବହେଳାର କରୁଣ ପରିଣତି । ଠିକ୍ ସମୟରେ ବିଜୁଳି ବିଲ୍ ପୈଠ କଲା ନାହିଁ ପଂଚାୟତ ଅଫିସ, କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାଣି ଟାଙ୍କିକୁ ପାୱାର କଟ୍ କରିଦେଲା ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟା ପାୱାର । ଫଳରେ ପାଣି ପାଇଁ ହଟହଟା ହେଲେ ଗ୍ରାମବାସୀ । ପାଇପରେ ପାଣି…

କଥା ମାନୁନି କଣ୍ଟାବାଞ୍ଝି ଶ୍ୟାମଜୀ ରାଇସ ମିଲ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକୁ ବେଖାତିର, ବନ୍ଦ ପାଇଁ…

କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲାରେ ସର୍ବଦା ରାଇସ ମିଲମାନେ ବିଭିନ୍ନ ନିୟମ ଭାଙ୍ଗି ଚର୍ଚାରେ ରହିଥାନ୍ତି । ଏବେ କଣ୍ଟାବାଞ୍ଝିରେ ଥିବା ଶ୍ରୀ ଶ୍ୟାମଜୀ ରାଇସ ମିଲ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକୁ ଖୋଲା ଖୋଲି ଭାବେ ଉଲଙ୍ଘନ କରାଯାଇଥିବା…

ରୋଗ ଶଯ୍ୟାରେ ଶୋଇ ଭବିଷ୍ୟତର ସ୍ୱପ୍ନ ଦେଖୁଛି କୁନି ଝିଅ ସୋନାଲୀ । ଥାଲେସେମିଆ ପାଇଁ ଜୀବନର ଦୌଡରେ ଥକି ପଡୁଛି ।…

କନକ ବ୍ୟୁରୋ: ସେ ପାଠ ପଢିବ... ଡାକ୍ତର ହେବ ଆଉ ରୋଗୀଙ୍କ ସେବା କରିବ । ଏତେ କମ୍ ବୟସରୁ ଭବିଷ୍ୟତର ସୁନେଲୀ ସ୍ୱପ୍ନ ଦେଖୁଛି କୁନିଝିଅ । ଡାକ୍ତର ହେବାକୁ ପଣ କରିଛି ଗରିବ ଘରର ଝିଅ । କାରଣ ନିଜେ ରୋଗରେ ପଡି ସେ ଜାଣିଛି ରକ୍ତ ବିନା ରୋଗର ରାଗ କେତେ ଭୟଙ୍କର, ଯନ୍ତ୍ରଣା କେତେ କଷ୍ଟ ଦାୟକ ।…

ପୋଲିସ ପୋଷାକ ପିନ୍ଧି ରାସ୍ତାରେ ଚେକିଂ କରୁଥିଲେ ଦୁଇ ଯୁବକ । ହଠାତ ପହଞ୍ଚିଗଲା ଅସଲି ପୋଲିସ, ଉତୁରିଗଲା ପ୍ରାଙ୍କ୍…

କନକ ବ୍ୟୁରୋ : ଯୁବପୀଢିଙ୍କୁ ଘାରିଛି ସର୍ଟ ଭିଡିଓ ନିଶା, ଅଭିନୟର ନିଶା । ବିଭିନ୍ନ ପ୍ରସଙ୍ଗରେ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବର ବନିବାର ନିଶା । ସୋସିଆଲ ମିଡିଆରେ ଆପଣ ଏମିତି ଅନେକ ଭିଡିଓ ଦେଖିଥିବେ । ଏପରିକି ଅନେକ କଳାକାର ମଧ୍ୟ ଏଭଳି ସର୍ଟ ଭିଡିଓ ପ୍ରସ୍ତୁତ କରି ଲୋକପ୍ରିୟତା…