Daily Archives

August 25, 2021

ରାଜ୍ୟ ପର୍ଯ୍ୟଟନରେ ସ୍ଥାନ ପାଇବ କରଂଜକୋଟ । ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ…

କନକ ବ୍ୟୁରୋ: ରାଜ୍ୟ ପର୍ଯ୍ୟଟନରେ ସ୍ଥାନ ପାଇବ କରଂଜକୋଟ । ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ କରଂଜକୋଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କର ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବଣ ଭୋଜି ପାଇଁ…

ରାଜ୍ୟର ୨ଟି ବେଳାଭୂମିରେ ନିର୍ମାଣ ହେବ ବିଚ୍ ସେକ । ଗୋପାଳପୁର ଓ ସୋନପୁର ବେଳାଭୂମିରେ ଗୋଆର ଅନୁଭବ କରିବେ ପର୍ଯ୍ୟଟକ

କନକ ବ୍ୟୁରୋ: ରାଜ୍ୟର ୨ଟି ବେଳାଭୂମିରେ ନିର୍ମଣ ହେବ ବିଚ ସେକ । ଏଥିଲାଗି ଆରମ୍ଭ ହୋଇଛି ଜାଗା ଚିହ୍ନଟ ପକ୍ରିୟା । ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନ ଚିହ୍ନଟ ହୋଇଛି । ଗୋଆ ଭଳି ବେଳାଭୂମିର ମୁକ୍ତ ଆକାଶ ତଳେ ପର୍ଯ୍ୟଟକ ବିଦେଶୀ ପାନୀୟ ମଜା ନେବେ । ବିଦେଶୀ ପର୍ଯ୍ୟଟକ ଓ ରାଜ୍ୟ ବାହର…

ଅଦରକାରୀ କାଗଜରୁ ସୁନ୍ଦର କଳାକୃତି । ପରିଣତ ବୟସରେ ଦିଆସିଲ ଖୋଳ, ଧୂପକାଠି ଖୋଳରେ ସୁନ୍ଦର ସାଜସଜା ସାମଗ୍ରୀ ତିଆରି…

କନକ ବ୍ୟୁରୋ: ରଦ୍ଦି କାଗଜରେ ସୁନ୍ଦର କଳାକୃତି । ନଦେଖିଲେ ବିଶ୍ୱାସ କରିହେବନି । ଏଭଳି କଳାର ଅଧିକାରୀ ପୁରୀ ନିମାପଡ଼ା ବ୍ଲକ ବ୍ରାହ୍ମଣଚାନ୍ଦପୁର ଗାଁର କୈଳାଶ ଆଚାର୍ଯ୍ୟ । ପରିଣତ ବୟସରେ ଅଦରକାରୀ ସିଗାରେଟ ପ୍ୟାକେଟ, ଧୂପକାଠି ଖୋଳ, ଗୁଟୁଖା ପ୍ୟାକେଟ ଏବଂ ଦିଆସିଲ ଖୋଳକୁ ରାସ୍ତାକଡ଼ରୁ…

ତାଲିବାନୀଙ୍କ ଆଫିଗାନିସ୍ତାନ ଦଖଲ ପରେ ମହିଳାଙ୍କ ଅବସ୍ଥା ଶୋଚନୀୟ । ଆଫଗାନ ଛାଡିଥିବା ସାମ୍ବାଦିକଙ୍କ ସୂଚନା, ବାହା…

କନକ ବ୍ୟୁରୋ: ତାଲିବାନୀଙ୍କ ଆଫିଗାନିସ୍ତାନ ଦଖଲ ପରେ ମହିଳାଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଆଫଗାନିସ୍ତାନ ଛାଡିଥିବା ସାମ୍ବାଦିକ ହୋଲି ମାକେ ବର୍ଣ୍ଣାନ କରିଛନ୍ତି ଯେ, ଆଫଗାନିସ୍ତାନରେ ତାଲିବାନୀଙ୍କ କବଜା ପରେ କିପରି ଆଫଗାନ ବାସୀଙ୍କ ଏବଂ ବିଶେଷ ଭାବରେ ମହିଳା ମାନଙ୍କର ଅବସ୍ଥା ଶୋଚନୀୟ…

ଦେଶରେ ୬୦ କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି ଟିକା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ…

କନକ ବ୍ୟୁରୋ : ଦେଶରେ କରୋନା ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନ ଏବେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଦେଶରେ ୬୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା । ବୁଧବାର ଦିନ ଟ୍ୱିଟକରି ମଣ୍ଡାଭିୟା…

ଧୁମଧାମରେ ପାଳନ ହେଲା ପାରମ୍ପରିକ ଗହ୍ମା ପର୍ବ । ଆଦିବାସୀ ପରମ୍ପରାକୁ ପ୍ରଭାବିତ କରି ପାରିନାହିଁ ମହାମାରୀ କରୋନା

କନକ ବ୍ୟୁରୋ: ଆଦିବାସୀ ପରମ୍ପରାକୁ ପ୍ରଭାବିତ କରି ପାରିନାହିଁ ମହାମାରୀ କରୋନା । ମୟୂରଭଞ ଜିଲ୍ଲା ରାଇରଙ୍ଗପୁରର ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଧୁମଧାମରେ ପାଳନ କରିଛନ୍ତି ପାରମ୍ପରିକ ଗହ୍ମା ପର୍ବ । ପ୍ରକୃତି ପୂଜକ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଶ୍ରାବଣ ମାସରେ ଏହି ପର୍ବ ପାଳନ…