Daily Archives

August 25, 2021

ଆବାସ ଦୁର୍ନୀତିର ସାଂଘାତିକ ଅଭିଯୋଗ । ନବରଙ୍ଗପୁରରେ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ କରି ନେଲା ଠିକାଦାର,…

କନକ ବ୍ୟୁରୋ : ଯୋଜନା ପରେ ଯୋଜନା ହେଉଛି, କିନ୍ତୁ ଗରିବ ଲୋକଙ୍କ ଦୁଃଖ ଦୂର ହେଉନାହିଁ । ଗରିବ ସେମିତି ଅଭାବ ସହ ଯୁଝି ହେଉଛନ୍ତି । ଚାଳ ଛପର କୁଡିଆରେ କାଳ କାଟୁଛନ୍ତି । ଅନେକ କ୍ଷେତ୍ରରେ ଗରିବ ଅସହାୟ ବ୍ୟକ୍ତି ପଲିଥିନ ତଳେ ମୁଣ୍ଡ ଗୁଞ୍ଜିଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ଆବାସ…

ସତ ହେଲା ଟେଣ୍ଡର ଫିକ୍ସିଂ ଅଭିଯୋଗ । ବାତିଲ ହେଲା ୪୮ଟି ଲଘୁ ଖଣିଜ ଟେଣ୍ଡର ।

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ବାତିଲ ହେଲା ମାଲକାନଗିରି ଜିଲ୍ଲାର ବିବାଦୀୟ ଲଘୁ ଖଣିଜ ଟେଣ୍ଡର । ଓଡିଶା ସରକାରଙ୍କ ରାଜସ୍ୱ ବିଭାଗର ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାପାଳ ସମସ୍ତ ୪୮ଟି ଖଣି ନିଲାମ ପ୍ରକ୍ରିୟାକୁ ବାତିଲ କରିଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ସରଜମିନ…

ସାଂସଦ ଓ ବିଧାୟକମାନେ ସଂପୃକ୍ତ ଥିବା ମାମଲାକୁ ନେଇ ଇଡି ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। କହିଲେ, ମାମଲା…

କନକ ବ୍ୟୁରୋ : ସାଂସଦ ଓ ବିଧାୟକମାନେ ସଂପୃକ୍ତ ଥିବା ମାମଲାଗୁଡିକର ଚାର୍ଜସିଟ ଦାଖଲରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି ରମନ୍ନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ(ସିବିଆଇ) କୁ ଭର୍ତ୍ସନା କରିଛନ୍ତି । କୋର୍ଟ…

ଆଫଗାନ ଶରଣାର୍ଥୀଙ୍କ ପାଇଁ ବଡ ଘୋଷଣା କଲା ଆମେରିକାର ଏହି କମ୍ପାନୀ, ୨୦ ହଜାର ଶରଣାର୍ଥୀଙ୍କୁ ଦେବ ଘର

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ଏବେ ଦେଖିବାକୁ ମିଳିଛି ମାନବୀୟ ସଂକଟ । ଏଭଳି ସଂକଟରୁ ଉଦ୍ଧାର ପାଇବାକୁ ଆଫଗାନବାସୀ ଏବେ ଜୀବନ ବିକଳରେ ଦେଶ ଛାଡୁଥିବାର ଚିତ୍ର ପୁରା ମାନବ ସଭ୍ୟତାକୁ ଚିନ୍ତାରେ ପକାଇଛି । ଏହାରି ମଧ୍ୟରେ ବିଭିନ୍ନ ଦେଶ ଆଫଗାନ…

କଠୋର ହେଲା ଟ୍ରାଫିକ ନିୟମ । ପ୍ରଥମ ଥର ନିୟମ ଉଲ୍ଲଙ୍ଘନରେ ବି ବାତିଲ ହୋଇଯିବ ଲାଇସେନ୍ସ, ତିନି ମାସ ପାଇଁ ଅସ୍ଥାୟୀ…

କନକ ବ୍ୟୁରୋ : ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଆପଣଙ୍କୁ ବହୁମୂଲ୍ୟ ଦେବାକୁ ପଡିବ । ଏବେ ଆପଣ ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କଲେ ବି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ।  ତିନି ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ ରାଜ୍ୟର ସବୁ ପରିବହନ ଅଧିକାରୀ-ଆରଟିଓ…

ପଞ୍ଜାବ କଂଗ୍ରେସ କନ୍ଦଳ ଭିତରେ ପ୍ରଭାରୀ ହରିଶ ରାୱତଙ୍କ ସୂଚନା, କ୍ୟାପଟେନଙ୍କ ନେତୃତ୍ୱରେ ଦଳ ଲଢିବ ୨୦୨୨ ନିର୍ବାଚନ

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ଚାଲିଥିବା ବିଦ୍ରୋହ ଭିତରେ ପ୍ରଭାରୀ ହରିଶ ରାୱତଙ୍କ ବୟାନ ଏବେ ସମସ୍ତଙ୍କୁ ଚୁପ୍ କରିଦେଇଛି । ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ ସ୍ପଷ୍ଟ କରିଛନ୍ତି କି ଆଗାମୀ ୨୦୨୨ ବିଧାନସଭା ନିର୍ବାଚନ…