Daily Archives

August 18, 2021

‘ପୁନଶ୍ଚ ପୃଥିବୀ’-ପରିବେଶବିତଙ୍କ ଆହ୍ୱାନ: କଥାରେ ନୁହେଁ କାମରେ ଦେଖାଇବା । ଲୋକଙ୍କୁ ସଚେତନ କରାଇ…

କନକ ବ୍ୟୁରୋ: ତାପମାତ୍ରା ବୃଦ୍ଧି ଉଭୟ ଧନୀ ଓ ଗରିବ ଲୋକଙ୍କ ପାଇଁ ଅତି ସାଂଘାତିକ । ତେଣୁ ପାଶ୍ଚାତ୍ୟ ଦେଶ ଗୁଡିକୁ ଏବେ ଆଗକୁ ଆସିବାକୁ ପଡିବ ଓ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ତୁରନ୍ତ କାର୍ଯ୍ୟ କରିବାକୁ ପଡିବ । ସମ୍ବାଦ ଡିଜିଟାଲର ଲୋକାର୍ପଣ ଏବଂ ‘ପୁନଶ୍ଚ ପୃଥିବୀ’…

ରାଜ୍ୟରେ ଦୁଇ କୋଟି ଟପିଲା ଟିକାକରଣ । ହେଲେ, ଟିକା ନେବା ପରେ ବି କରୋନା ଆକ୍ରାନ୍ତ ହେଲେଣି ୩୧ ହଜାରରୁ ଅଧିକ ।

ଟିକା ନେବା ପରେ କେତେ ଜଣଙ୍କୁ କରୋନା? ଓଡିଶାରେ ଟିକା ନେଇ କେତେ ସଂକ୍ରମିତ? କେତେ ପରିମାଣରେ ଟିକା ଫଳପ୍ରଦ ହେଉଛି ଓ କରୋନା ମୁକାବିଲାରେ ଟିକାର ପ୍ରଭାବ କଣ ରହୁଛି ଏହାକୁ ନେଇ ବିଶେଷଜ୍ଞ ଅନେକ କିଛି କହୁଛନ୍ତି କିନ୍ତୁ ଟିକା ନେବା ପରେ ବି ଲୋକ ସଂକ୍ରମିତ ହେଉଛନ୍ତି, ଯାହାର…

ତାଲିବାନ କବଜାରେ ଥିବା କାବୁଲରୁ ଆସୁଛି ଭିଡିଓ । କେଉଁଠି ମହିଳାଙ୍କ ପ୍ରତିବାଦ ତ, ପୁଣି କେଉଁଠି ମହିଳା ସାମ୍ବାଦିକଙ୍କ…

କନକ ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନୀମାନେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ନିଜ ହିସାବରେ ଦେଶ ଚଳାଇବା ପାଇଁ ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି । ତାଲିବାନୀମାନେ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ କରିଥିବାବେଳେ ଏହାରି ଭିତରେ ଆଫଗାନିସ୍ତାନରୁ ଆସିଛି ଅନେକ ଭିଡିଓ । ଯେଉଁଥିରେ…

ବନ୍ଧୁକ ମୁନରେ ଶାସନ ଛଡାଇନେଇଥିବା ତାଲିବାନୀଙ୍କୁ ବଡ ବିରୋଧ । ପ୍ରଥମ ଥର ପାଇଁ ଜଲାଲାବାଦରେ ରାସ୍ତାକୁ ଓହ୍ଲାଇଲେ…

କନକ ବ୍ୟୁରୋ: ଆଜି ପ୍ରଥମ ଥର ପାଇଁ ଆଫଗାନିସ୍ତାନରେ ତାଲିବାନ ବିରୋଧୀ ପ୍ରତିବାଦ ଦେଖିବାକୁ ମିଳିଛି । ପଶ୍ଚିମ ଆଫଗାନର ଜଲାଲାବାଦ ନାମକ ସହରର ଏକ ଛକରେ ବିକ୍ଷୋଭକାରୀ ମାନେ ତାଲିବାନ ବିରୋଧୀ ନାରା ଦେବା ସହ ଦେଶର ପତାକା ଉଡାଇଥିଲେ । କାବୁଲ ଠାରୁ ୧୫୦କିଲୋମିଟର ଦୂର ଜଲାଲାବାଦରେ ଏହି…

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ରାଉରକେଲା ଗସ୍ତ । ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ…

କନକ ବ୍ୟୁରୋ: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶକ୍ରମେ ଆଜି ରାଉରକେଲା ଗସ୍ତରେ ଯାଇଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ । ଏହି ଟିମରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ‌, ଜାତୀୟ…

ଆରମ୍ଭ ହେଲା ‘ସମ୍ବାଦ ଡିଜିଟାଲ’ର ଉନ୍ମୋଚନ ସମାରୋହ । ଭିଡିଓ ବାର୍ତ୍ତା ଯୋଗେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।…

କନକ ବ୍ୟୁରୋ : ସମ୍ବାଦ ଗ୍ରୁପ, ଓଡ଼ିଶାର ବୃହତ୍ତମ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆୟୋଜିତ ‘ସମ୍ବାଦ ଡିଜିଟାଲ’ର ଭର୍ଚୁଆଲ ଉନ୍ମୋଚନ ସମାରୋହ ଆରମ୍ଭ ହୋଇଛି । ଏହି ଭର୍ଚୁଆଲ ସମାବେଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭିଡିଓ ବାର୍ତ୍ତା ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି କେନ୍ଦ୍ର…