Daily Archives

August 13, 2021

ଗୋଦରେଜ କମ୍ପାନୀରୁ ଇସ୍ତଫା ଦେଲେ ଚେୟାରମ୍ୟାନ ଆଦି ଗୋଦରେଦଜ, ଅକ୍ଟୋବରରୁ କାର୍ଯ୍ୟଭାର ଗ୍ରହଣ କରିବେ ନାଦିର

କନକ ବ୍ୟୁରୋ : ଜଣାଶୁଣା ଉଦ୍ୟୋଗପତି ତଥା ଗୋଦରେଜ କମ୍ପାନୀର ଚେୟାରମ୍ୟାନ ଆଦି ଗୋଦରେଜ ଆଜି କମ୍ପାନୀର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି    । ସେ କେବଳ ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇ ନାହାନ୍ତି ଏହାସହ ନିର୍ଦ୍ଦେଶକ ମଣ୍ଡଳରୁ ବି ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ କମ୍ପାନୀ…

କିଏ ନେଲା ଧାନ ବସ୍ତା ବାବଦକୁ ସରକାର ଦେଇଥିବା ଟଙ୍କା? ୧୦ ବର୍ଷ ହେଲା ବରଗଡ ଜିଲ୍ଲାରେ ଚାଷୀଙ୍କୁ ମିଳୁନି ବସ୍ତା…

କନକ ବ୍ୟୁରୋ: ଖାଦ୍ୟ ନୀତି ଅନୁସାରେ, ମଣ୍ଡିରେ ଧାନର ମାନ ଯାଞ୍ଚ କରିବା ପରେ ଧାନକ୍ରୟ ସଂସ୍ଥା ଦ୍ୱାରା ଧାନ କିଣି ମିଲକୁ ପଠାଯାଏ । ମଣ୍ଡିରୁ ମିଲକୁ ଧାନ ଯିବା ବେଳେ ସରକାର ବସ୍ତା ଦେବାର ବ୍ୟବସ୍ଥା ରହିଛି । ତେବେ ବରଗଡ ଜିଲ୍ଲାରେ ଗତ ୧୦ ବର୍ଷ ଭିତରେ ଚାଷୀଙ୍କ ପାଇଁ କେତେ ବସ୍ତା…

କୁକୁଡା ଖାଇଲେ, ପଇସା ନେଲେ.. ହେଲେ ଆଦିବାସୀ ଗାଁକୁ ଆସିଲାନି ବିଜୁଳି । ତିନି ବର୍ଷ ହେଲା ଗାଁରେ ତାର କି ଖୁଣ୍ଟ…

କନକ ବ୍ୟୁରୋ: ତିନି ବର୍ଷ ତଳେ ଯୋଜନା ହୋଇଥିଲା ଆଦିବାସୀ ଗାଁକୁ ବିଜୁଳି ଆସିବ । ରାତିର ଅନ୍ଧାର ହଟି ଗାଁ ଉଜ୍ଜଳ ହେବ । ଯାହାକୁ ଆଶା କରି ବସିଥିଲେ ଜଙ୍ଗଲ ଘେରରେ ରହୁଥିବା ୩ଟି ଗାଁର ୪୦ ରୁ ୪୫ ପରିବାର । କିନ୍ତୁ ସେମାନଙ୍କ ଆଶା ଆଶାରେ ରହି ଯାଇଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ…

ରାଜ୍ୟସଭାରେ ବିରୋଧୀଙ୍କ ହୋ ହାଲ୍ଲା ପ୍ରସଙ୍ଗ , ଭେଙ୍କିୟା ନାଇଡୁ କହିଲେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ !

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନରେ ପେଗାସସ୍, କୃଷି ଆଇନ ଓ ଦରବୃଦ୍ଧିକୁ ନେଇ ବିରୋଧୀମାନେ ପ୍ରବଳ ହୋ ହାଲ୍ଲା କରିଥିଲେ । ଏନେଇ ସଂସଦର ରାଜ୍ୟସଭାରେ ବିରୋଧୀଦଳର ସାଂସଦମାନେ ଅଧ୍ୟକ୍ଷଙ୍କ ସହ ସରକାରୀ ଦଳର ସାଂସଦମାନଙ୍କୁ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ଉଭୟ…

ଚାଲିଗଲେ ବାପା-ମାଆ ଅନାଥ ହୋଇଗଲେ ଛୁଆ । ଏବେ ସାହାଯ୍ୟ ଆଶାରେ ୩ ଅନାଥ ପିଲା ।

କନକ ବ୍ୟୁରୋ: ବାପା-ମାଆ ପିଲାମାନଙ୍କ ଭରସା, ସାହସ ଆଉ ଧୈର୍ଯ୍ୟ । ବାପା-ମାଆ ଥିଲେ ପିଲାମାନେ କେଉଁଠି ବି ହାରନ୍ତିନି । ପିଲାଟି ବେଳୁ ସେମାନଙ୍କ ହାତ ଧରି ଅନ୍ଧାର ଦୁନିଆରୁ ଆଲୋକ ଆଡକୁ ବାଟ ଦେଖାନ୍ତି ବାପା-ମାଆ । ଆଉ ସେମାନଙ୍କର କୁନି ଭବିଷ୍ୟତକୁ ନିଜ ହାତରେ ଗଢି ଦିଅନ୍ତି । ହେଲେ…

ବର୍ଷାର ଲୁଚକାଳି ଖେଳ, ଚାଷୀଙ୍କ ପାଇଁ କାଳ । ଏ ବର୍ଷ ଧୋକା ଦେଲା ମୌସୁମୀ, ଟାଇଁଟାଇଁ ଖରା ଚାଷୀଙ୍କୁ କଲାଣି ହତାସ ।…

କନକ ବ୍ୟୁରୋ: ଜୁଲାଇ ଓ ଅଗଷ୍ଟ ମାସର ବର୍ଷା ରେକର୍ଡକୁ ଦେଖିଲେ ଲାଗୁଛି ଝାରସୁଗୁଡାରେ ଗଜା ମରୁଡି ହେବ କି? ଚଳିତବର୍ଷ ଜୁଲାଇ ମାସରେ ୨୨୭.୬୦ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିବା ବେଳେ ଏହା ସ୍ୱାଭାବିକ ଠାରୁ ୧୫୮.୨ ମିଲିମିଟର କମ୍ । ସେହିଭଳି ଅଗଷ୍ଟ ପହିଲାରୁ ୯ ତାରିଖ ସୁଦ୍ଧା ମାତ୍ର…