Daily Archives

August 13, 2021

ଏମବିଏ ଡିଗ୍ରୀଧାରୀ ମହିଳାଙ୍କର ନିଆରା ବିଜନେସ ଷ୍ଟାଇଲ । ରୁଟି ତିଆରି କଲେ, ଆତ୍ମନିର୍ଭରଶୀଳ ହେଲେ, ସଭିଙ୍କ ପାଇଁ…

କନକ ବ୍ୟୁରୋ: ଏମବିଏ ଡିଗ୍ରୀଧାରୀ ମହିଳାଙ୍କର ନିଆରା ବିଜନେସ ଷ୍ଟାଇଲ । ନିଜେ ଟଙ୍କା ରୋଜଗାର କରିବା ସହ ଲକଡାଉନରେ ଗୃହିଣୀଙ୍କୁ ଦେଲେ ନିଆରା ପରିଚୟ । ରୁଟି ତିଆରି କଲେ , ଆତ୍ମନିର୍ଭରଶୀଳ ହେଲେ , ସଭିଙ୍କ ପାଇଁ ସାଜିଲେ ଉଦାହରଣ । ଏବେ ସଭିଙ୍କ ପ୍ରଥମ ପସନ୍ଦ ପାଲଟିଛି ମା ହାତ ରୁଟି ।…

ଅଧା ରହିଗଲା ଆକାଶରେ ଉଡିବାର ସ୍ୱପ୍ନ । ନିଜେ ହେଲିକପ୍ଟର ତିଆରି କରି କରୁଥିଲେ ପରୀକ୍ଷା । ଆକାଶରେ ଉଡିବା ପୂର୍ବରୁ…

କନକ ବ୍ୟୁରୋ: ବୟସ ମାତ୍ର ୨୫ ବର୍ଷ, ଆଉ ଶିକ୍ଷା କହିଲେ ଅଷ୍ଟମ ପାସ । ହେଲେ ସ୍ୱପ୍ନ ଥିଲା ବହୁତ ବଡ, ଦିନେ ଆକାଶରେ ଉଡିବାକୁ ସେ ସ୍ୱପ୍ନ ଦେଖୁଥିଲେ । ଛୋଟ ଛୋଟ ସାମଗ୍ରୀ ଏକାଠି କରି ଘରେ ତିଆରି କରିଥିଲେ ହେଲିକପ୍ଟର । ମାତ୍ର କିଛି ସମୟ ପରେ ତାଙ୍କ ସ୍ୱପ୍ନ ପୂରଣ ହୋଇଥାନ୍ତା । ଆଉ ସେ…

ନିଜ ସ୍ୱାର୍ଥ ପାଇଁ ବାପା ମାଆ ଭୁଲ କଲେ ହେଲେ ଭୋଗୁଛନ୍ତି ଦୁଇ ନିଷ୍ପାପ ଭାଇ, ମହାମାରୀ ବେଳେ ମୁଢ଼ି ମୁଠାଏ ବିକିଲେ ୫…

କନକ ବ୍ୟୁରୋ: କୁହାଯାଏ ବିଧାତାର ଛାଟ ଛୋଟବଡ଼ କାହାକୁ ଦେଖେନି । ଭାଗ୍ୟର ଭଉଁରୀ ଭିତରେ କିଏ ଭାଗ୍ୟବାନ ହୋଇଯାଏ ତ କିଏ ପୁଣି ବନିଯାଏ ଭାଗ୍ୟହୀନ । ଏଇ ଯେପରି ଦୁଇ ଭାଇ କୁନି କୁନି ହାତରେ ଝାଳ ବୁହାଇ ବିକୁଛନ୍ତି ଝାଲ ମୁଢ଼ି ବିକୁଛି । କଲମ ବଦଳରେ ବୋଝ ବୋହୁଥିବା କୁନି ଠେଲାଗାଡ଼ିରେ ପେଟ ପାଇଁ…

ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରୁଥିଲେ ଅଧରାସ୍ତାରେ ଚାଲିଗଲା ଜୀବନ । ରାୟଗଡାରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର…

କନକ ବ୍ୟୁରୋ: ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ବାଟରେ ଜଗିଥିଲା ଯମ । ରାୟଗଡାରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଅମ୍ବାଦଳା ଥାନା ମଞ୍ଜଜୁରକୁପା ନିକଟରେ ଘରୋଇ ଆମ୍ବୁଲାନ୍ସ ଓ…

ସାର ପାଇଁ ତାତିଲେ ଚାଷୀ । ରାସ୍ତା ରୋକ କରିବା ସହ ଲ୍ୟାମ୍ପସକୁ ଘେରି ଧାରଣାରେ ବସିଲେ କୋରାପୁଟର ଶତାଧିକ ଚାଷୀ

କନକ ବ୍ୟୁରୋ: ସାର ପାଇଁ ତାତିଲେ ଚାଷୀ । ଲ୍ୟାମ୍ପସକୁ ଘେରିଲେ ଚାଷୀ । ରାସ୍ତା ରୋକ କରିବା ସହ ଧାରଣାରେ ବସିଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ୧୫ଟି ପଚାଂୟତର ଶତାଧିକ ଚାଷୀ । କୁମୁଲି କାମତା ଲ୍ୟାମ୍ପସ ଓ ଜୟପୁର ବ୍ଳକ୍ କୁମୁଲିପୁଟ ପଚାଂୟତର ଶତାଧିକ ଚାଷୀ କୁମୁଲିପୁଟ ଲ୍ୟାମ୍ପସ…

ଅନଫିଟ୍ ଗାଡିଗୁଡିକ ପାଇଁ ଯାନବାହାନ ପରିମାର୍ଜନ ନୀତି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯାନବାହାନ ପରିମାର୍ଜନ ନୀତି(ଭେଇକିଲ ସ୍କ୍ରାପେଜ୍ ପଲିସି) ଘୋଷଣା କରିଛନ୍ତି। ଗୁଜୁରାଟରେ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ଯାନବାହାନ ପରିମାର୍ଜନ ନୀତି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। The launch of…