Daily Archives

August 11, 2021

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତିନିଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ଓ୍ବାର୍ଣ୍ଣିଂ ଜାରି କରି ସତର୍କ…

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତିନିଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର ଓ ଅନୁଗୁଳ ରହିଛି। ଏଥିସହିତ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,…

ରୋଗ ବିଛଣାରେ ସ୍ୱାମୀ-ପୁଅ । ପରିବାର ପୋଷିବାକୁ ଫେରିବାଲା ସାଜିଛନ୍ତି ମହିଳା । ସ୍କୁଟି ଧରି ଗାଁ ଗାଁ ବୁଲୁଛନ୍ତି…

କନକ ବ୍ୟୁରୋ: ଆଜି ୟା ପିଣ୍ଡା, କାଲି ତା ପିଣ୍ଡା.. ଆଜି ୟା ଅଗଣା କାଲି ତା ଆଗଣା । ଏଇ ସ୍କୁଟି ଧରି ଘରଘର ବୁଲି ଜିନିଷ ବିକ୍ରି କରୁଛନ୍ତି ମହିଳା । ନିଜେ ବସିବାକୁ ଟିକେ ଜାଗା ଛାଡିଦେଲେ ସ୍କୁଟିର ଆଗପଛରେ ବିଭିନ୍ନ ସାମଗ୍ରୀ ଧରି ବିକ୍ରି କରୁଛନ୍ତି । ନୂଆ ଚପଲ, ପିଲାଙ୍କ ଖେଳନା,…

ଦିନେ ଭାରତ ପାଇଁ ଲଣ୍ଡନ ଅଲିମ୍ପିକ୍ସରେ ମଶାଲ ଧରି ଧାଉଁଥିଲେ, ଆଜି ଅବହେଳା ପରେ ଚା ବଗିଚାରେ ଦିନ ମଜୁରିଆ ସାଜିଲେ ।…

କନକ ବ୍ୟୁରୋ: ମୂଲ ଲାଗୁଛନ୍ତି ମଶାଲ ବାହକ । ଚା ବଗିଚାରେ ସାଜିଛନ୍ତି ଶ୍ରମିକ । ସେବେ ସାବାସୀ ପାଇଥିଲେ, ଏବେ ଶ୍ରମିକ ସାଜିଲେ । ଦିନେ ଲଣ୍ଡନ ଅଲିମ୍ପିକ୍ସରେ ମଶାଲ ବାହିକା ବନିଥିବା ଯୁବତୀ ଆଜି ଚା ବଗିଚାରେ ବନିଛନ୍ତି ଦିନ ମଜୁରିଆ । ଖଟିଲେ ଖାଉଛନ୍ତି, ମୂଲ ଲାଗି ଘର ଚଳାଉଛନ୍ତି ।…

ଆଉପାଦେ ଆଗକୁ ବଢିଲା ଦିଲ୍ଲୀର ସରକାରୀ ଶିକ୍ଷା ବ୍ୟବସ୍ଥା । ସରକାରୀ ସ୍କୁଲରେ ମିଳିବ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା,…

କନକ ବ୍ୟୁରୋ : ଦିଲ୍ଲୀ ଶିକ୍ଷା ବୋର୍ଡ ଓ ଅନ୍ତର୍ଜାତୀୟ ଶିକ୍ଷା ବୋର୍ଡ ମଧ୍ୟରେ ଗୁରୁବାର ଦିନ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ମୁତାବକ ଏବେ ବିଦେଶର ଶିକ୍ଷା ବିଶେଷଜ୍ଞମାନେ ଦିଲ୍ଲୀର ସରକାରୀ ସ୍କୁଲର ଶିକ୍ଷକ ମାନଙ୍କୁ ଟ୍ରେନିଂ ଦେବାକୁ ଦିଲ୍ଲୀ ଆସିବେ । ଏହାଦ୍ୱାରା…

ହିମାଚଳ ପ୍ରଦେଶ ଭୂସ୍ଖଳନ ଘଟଣା । ଜଣେ ମୃତ, ୯ ଜଣଙ୍କୁ ଉଦ୍ଧାର । ଏବେ ନିଖୋଜ ଅଛନ୍ତି ୨୫ ଜଣ

କନକ ବ୍ୟୁରୋ: ହିମାଚଳ ପ୍ରଦେଶ କନୌର ଜିଲ୍ଲାରେ ଆଜି ବଡ ଧରଣର ଭୂସ୍ଖଳନ ଘଟିଛି । ଏହି ଘଟଣାରେ ଏବେ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ସେହିପରି ଏବେ ସୁଦ୍ଧା ୨୫ ଜଣ ନିଖୋଜ ଅଛନ୍ତି । ଘଟଣା ସ୍ଥଳରେ ଯବାନମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତ ଓ ଇଂଲଣ୍ଡ ଟିମ ଉପରେ ଜରିମାନା ଲଗାଇଲା ଆଇସିସି । ଜାଣନ୍ତୁ, ପ୍ରଥମ ଟେଷ୍ଟରେ କରିଥିଲେ…

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାକୁ ଯାଇଛି । ଏହାପୂର୍ବରୁ କିନ୍ତୁ ଦୁଇ ଦଳକୁ ଲାଗିଛି ଜୋରଦାର ଝଟକା । ପ୍ରଥମ ଟେଷ୍ଟରେ ସ୍ଲୋ-ବୋଲିଂ କରିଥିବା ହେତୁ ଦୁଇ ଦଳର ଖେଳାଳିଙ୍କ ୪୦ ପ୍ରତିଶତ ମ୍ୟାଚ୍ ଫି କାଟି ଦିଆଯାଇଛି । ଖାଲି ସେତିକି…