Daily Archives

August 11, 2021

ଚଳିତମାସ ଶେଷ ସୁଦ୍ଧା କୋଭାକ୍ସିନକୁ ମିଳିପାରେ ଅର୍ନ୍ତରାଷ୍ଟ୍ରୀୟ ମଞ୍ଜୁରୀ, ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବସୁଛି ବଡ…

କନକ ବ୍ୟୁରୋ : ହାଇଦ୍ରାବାଦର ସ୍ଥିତ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ନିରୋଧୀ ଟିକା କୋଭାକ୍ସିନକୁ ଚଳିତମାସ ଶେଷ ସୁଦ୍ଧା ଅର୍ନ୍ତରାଷ୍ଟ୍ରୀୟ ମଞ୍ଜୁରୀ ମିଳିପାରେ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ପ୍ରତିନିଧୀମଣ୍ଡଳ ଆଜି…

ଦିନେ ଟିମ ଇଣ୍ଡିଆ ପାଇଁ ଖେଳୁଥିଲେ କ୍ରିକେଟ । ୨୦୧୮ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ ବିଜୟୀ ଦଳର ଥିଲେ ସଦସ୍ୟ । ହେଲେ…

କନକ ବ୍ୟୁରୋ: ଆପଣଙ୍କ ମନେ ଥିବ ୨୦୧୮ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ କଥା । ଯେତେବେଳେ ଭାରତ ବିଶ୍ୱବିଜୟୀ ହୋଇଥିଲା । ଆଉ ଚାରିଆଡୁ ଏହି ଟିମକୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଆଉ ସେହି ଟିମର ସଦସ୍ୟ ଥିଲେ ନରେଶ ତୁମଡା । ଦୃଷ୍ଟିହୀନ ଭାରତୀୟ କ୍ରିକେଟ ଟିମରେ ସେ ଥିଲେ ପ୍ରମୁଖ ସଦସ୍ୟ ।…

ସଂରକ୍ଷଣ କୋଟା ବଢ଼ାଇବାକୁ ଦିଲ୍ଲୀରେ ଦାବି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ବିଜେଡିର ସମସ୍ତ ସାଂସଦ

କନକ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ । ଉଭୟ ଲୋକସଭା ଓ ରାଜ୍ୟ ସଭାର ବିଜେଡି ସାଂସଦ ମାନେ ଗୃହମନ୍ତ୍ରୀଙ୍କୁ ତାଙ୍କ ପାର୍ଲାମେଂଟ ଚ୍ୟାମ୍ପରରେ ଭେଟି ସ୍ମାରକପତ୍ର ଦେଇଛନ୍ତି । ରାଜ୍ୟମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକକୁ…

ବର୍ଷା ନାହିଁ, କ୍ଷେତ ଶୁଖିଲା…ବିଲରେ ଶୁଖିବାକୁ ବସିଲାଣି ତଳି : ଅନ୍ୟ ଉପାୟ ନପାଇ ଭଡାରେ ପାଣି ଟାଙ୍କି ଆଣିଲେ…

କନକ ବ୍ୟୁରୋ : ବର୍ଷା ନାହିଁ, କ୍ଷେତ ଶୁଖିଲା । ମାଟି ଆଁ କରିଛି । କେମିତି ହେବ ଚାଷ । କ୍ଷେତରେ ଚାଷ ବଂଚାଇବାକୁ ପାଣି କିଣି କ୍ଷେତରେ ଢାଳୁଛି ଚାଷୀ । ଏମିତି କିଛି ଅତ୍ୟନ୍ତ ଚିନ୍ତାଜନକ ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲାରେ ।  ଚିକିଟି ବ୍ଲକରେ ଚାଷୀ ହଜାରେ ଟଙ୍କା ଦେଇ କ୍ଷେତରେ…

କଳିଙ୍ଗ ଷ୍ଟାଡିୟମରେ ଭାବବିହ୍ୱଳ ମୁହୂର୍ତ୍ତ : ଦୀର୍ଘ ବର୍ଷ ପରେ କ୍ରୀଡା ଶିକ୍ଷକଙ୍କୁ ଭେଟି କାନ୍ଦି ପକାଇଲେ ହକି…

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟରେ ଚାଲିଥିଲା ଅଲିମ୍ପିକ୍ରୁ ଫେରିଥିବା ଓଡ଼ିଆ ହକି ଖେଳାଳିଙ୍କ ସମ୍ବର୍ଦ୍ଧନା ଉତ୍ସବ । ଏହି ସମୟରେ କଳିଙ୍ଗ ଷ୍ଟାଡିୟମରେ ପହଂଚି ଯାଇଥିଲେ ଅମିତ ରୋହିଦାସଙ୍କ ପୂର୍ବତନ କ୍ରୀଡା ଶିକ୍ଷକ । ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ଅଭୟ ପଟ୍ଟନାୟକ…

ହିମାଚଳରେ ପୁଣି ବଡ଼ଧରଣର ଭୂସ୍ଖଳନ । ମାଟି ଅତଡା ତଳେ ଫସି ରହିଛି ଏଚଆରଟିସି ବସ ସହ ଅନେକ ଗାଡି, ୪୦ ଯାତ୍ରୀ ନିଖୋଜ

କନକ ବ୍ୟୁରୋ : କିଛିଦିନ ପରେ ପୁଣି ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଛି ଭୂସ୍ଖଳନ । ରାଜ୍ୟର କନୌର ଜିଲ୍ଲା ଚିଲ ଜଙ୍ଗଲ ନିକଟରେ ଏଭଳି ଭୂସ୍ଖଳନ ଦେଖିବାକୁ ମିଳିଛି । ମାଟି ଅତଡା ଖସିବା ଫଳରେ ଗୋଟିଏ ଏଚଆରଟିସି ବସ୍ ସମେତ ଆଉକିଛି ଗାଡି ମାଟିତଳେ ଚାପି ହୋଇଯାଇଛି । ସୂଚନା ପାଇ ପ୍ରଶାସନ ଓ…