Daily Archives

August 8, 2021

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ । ବର୍ଷା ଯୋଗୁଁ ଡ୍ର ହେଲା ପ୍ରଥମ ଟେଷ୍ଟ

କନକ ବ୍ୟୁରୋ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ହୋଇଛି । ପ୍ରଥମ ଟେଷ୍ଟରେ ବର୍ଷା ବାଧକ ସାଜିଛି । ବର୍ଷା ଭାରତର ପ୍ରଥମ ବିଜୟରେ ପାଣି ପୂରାଇ ଦେଇଛି । ଏହି ମ୍ୟାଚରେ ଭାରତର ବିଜୟ ନିଶ୍ଚିତ ରହିଥିଲା । ପଞ୍ଚମ ଦିନରେ ଭାରତକୁ ୧୫୭ ରନର ବିଜୟ ଲକ୍ଷ୍ୟ ରହିଥିଲା । ପ୍ରଥମ…

ରାସ୍ତାକାମରେ ଚାଲିଛି ବେଧଡ଼କ ହରିଲୁଟ । ସାଢ଼େ ୪ କୋଟି ରାସ୍ତା, ୪ ମାସ ମଧ୍ୟରେ ଶୋଚନୀୟ

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଟିକାତାଳ-କୋଦବେରଣୀ ରାସ୍ତା । କିଛି ମାସ ତଳେ ୧୦ କିଲୋମିଟରର ଏହି ରାସ୍ତାକାମ ସରିଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସାଢ଼େ ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା । ଏବେ ଏହି ରାସ୍ତାରୁ ଉଠିଯାଇଛି ପିଚୁ । ସ୍ଥାନୀୟ ଲୋକଙ୍କ ପାଇଁ…

ମାଲକାନଗିରି ଲଘୁ ଖଣିଜ ପଦାର୍ଥ ଟେଣ୍ଡର ମାମଲା । ନାକଚ ହେଲା ଆନ୍ଧ୍ର କମ୍ପାନୀର ସଲଭେନ୍ସି ସାର୍ଟିଫିକେଟ । ଅନିୟମିତତା…

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଲଘୁ ଖଣିଜ ପଦାର୍ଥ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ମାମଲାରେ ନୁଆ ମୋଡ ଆସିଛି । ଭୁଲ ତଥ୍ୟ ଦେଇ ଆନ୍ଦ୍ରର ଜଣେ ଠିକାଦାର ଚାଭା ବେଣୁଗୋପାଲ କୋଟିଏ ଟଙ୍କା ର ସଲଭେନ୍ସି ସାର୍ଟିିଫିକେଟ ହାତେଇ ଥିଲେ  । ମୋଟୁ ଆରଆଇ ଓ ତହସିଲ କାର୍ଜ୍ୟାଳୟ ପକ୍ଷରୁ ଚାଭା…

ଅଧିକ ଫଳପ୍ରଦ ହେଉଛି ମିଶ୍ରିତ ଟିକା । ଆଇସିଏମଆର ଗବେଷଣା କହିଲା, ମିଶ୍ରିତ ଟିକା ସୃଷ୍ଟି କରୁଛି ଅଧିକ ଆଂଟିବଡି ।

କନକ ବ୍ୟୁରୋ: ଦୁଇଟି ଭିନ୍ନ ଭିନ୍ନ କରୋନା ଟିକାର ମିଶ୍ରିତ ଡୋଜ୍ କିପରି ଶରୀରରେ କାର୍ଯ୍ୟ କରୁଛି, ଏ ନେଇ ଗବେଷଣା କରିଛି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ବା ଆଇସିଏମଆର । ୧୮ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ପରୀକ୍ଷା କରାଯାଇଛି । ପ୍ରଥମେ କୋଭିସିଲ୍ଡ ଡୋଜ୍ ଦିଆଯାଇଥିବା ବେଳେ ଦ୍ୱିତୀୟ…

ନୀରଜଙ୍କ ସଫଳତା ପଛରେ ରହିଛି ସଂଘର୍ଷ । ନିଜ ଓଜନ କମାଇବା ପାଇଁ ଜାଭଲେନ୍ ଥ୍ରୋକୁ ବାଛି ଦେଇଥିଲେ ନିରଜ

କନକ ବ୍ୟୁରୋ: ପ୍ରତି ସଫଳତା ପଛରେ ସଂଘର୍ଷ ଥାଏ । ଆଉ ସବୁ ସଂଘର୍ଷ ପଛରେ ଗୋଟିଏ ଗୋଟିଏ କାହାଣୀ । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ କାହାଣୀରେ ଭରି ରହିଛି ଏମିତି ରୋଚକ ତଥ୍ୟ । ଓଜନ କମାଇବା ପାଇଁ ଜାଭଲିନ୍ ଆଡକୁ ଆକର୍ଷିତ ହୋଇଥିବା ନିରଜ, ସଫଳରେ ଯେଉଁ…

ଟୋକିଓ ଅଲିମ୍ପିକ୍ସ : ୭ ଟି ପଦକ ହାସଲ କରି ୪୮ ନମ୍ବର ସ୍ଥାନରେ ଭାରତ , ସମାପନ ସମାରୋହରେ ବଜରଙ୍ଗ ପୁନିଆ ଧରିଲେ…

କନକ ବ୍ୟୁରୋ : ୧୭ ଦିନ ଧରି ଚାଲିଥିବା ଟୋକିଓ ଅଲିମ୍ପିକ୍ସର ‘ଖେଳ ମହାକୁମ୍ଭ’ ଆଜି ସମାପ୍ତ ହୋଇଛି । ଏହି ଖେଳ ମହାକୁମ୍ଭରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୋପ୍ୟ ଓ ୪ ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଏହି ୭ ଟି ପଦକ ପାଇଁ ପଦକ ତାଲିକାରେ ୪୮ ନମ୍ବର ସ୍ଥାନରେ ରହିଛି ଭାରତ । ଆଜିର ସମାପନ…