Daily Archives

July 30, 2021

ପାଖରେ ଜମି ଅଛି, ହେଲେ ଚାଷ କରିପାରୁନାହାଁନ୍ତି ଚାଷୀ । ଜମିରେ ବର୍ଯ୍ୟବସ୍ତୁ ଗଦା କରିଛି ଓଏମସି । ନିରୀହ ଆଦିବାସୀ…

କନକ ବ୍ୟୁରୋ: ହାତରେ ଜମିର ପଟ୍ଟା ଅଛି, ହେଲେ ଚାଷ କରିପାରୁ ନାହାଁନ୍ତି ଚାଷୀ । କେନ୍ଦୁଝର ବାଂଶପାଳ ବ୍ଲକର ଉପର କଇଁସାରିର ରୁଗୁଡି ସାହି ଖଣି ତଳେ ଥିବା ଏକ ଗ୍ରାମରେ ଆଦିବାସୀମାନେ ଜୀବନ ଜୀବିକା ପାଇଁ ଏବେ ସଂଘର୍ଷ କରୁଛନ୍ତି । ସେମାନଙ୍କ ପାଖରେ ପଟ୍ଟା ଥିଲେ ବି ଜମି ଉପରେ…

ୟୁରିଆ ସାର ପାଇଁ ରାସ୍ତାରୋକ । ନବରଙ୍ଗପୁରରେ ଥାନା ଅଧିକାରୀ ଓ ଚାଷୀ ଧସ୍ତାଧସ୍ତି । ହାତ ଯୋଡି ଶାନ୍ତ ରହିବାକୁ…

କନକ ବ୍ୟୁରୋ: ସାରା ରାଜ୍ୟରେ ସାର ସଙ୍କଟ ଦେଖାଦେଇଛି ହେଲେ ଏହାରି ଭିତରେ ୟୁରିଆ ସାର ପାଇଁ ନବରଙ୍ଗପୁର ଉମରକୋଟରେ ପୁଲିସ-ଚାଷୀ ଧସ୍ତାଧସ୍ତି ହୋଇଛନ୍ତି । ଧାନ ଚାଷ କରିବା ପାଇଁ ଆବଶ୍ୟକ ପରିମାଣର ୟୁରିଆ ସାର ମିଳୁନଥିବାରୁ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ । ଆରସିଏମଏସ ଆଗରେ ରାସ୍ତାରୋକ…

ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବିଦ୍ୟୁତ ଦୁର୍ଘଟଣାରେ ୬ ଓଡିଆ ମୃତ । ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ…

କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରର ଏକ ମାଛ ଫାର୍ମରେ ବିଦ୍ୟୁତ ଦୁର୍ଘଟଣା ଘଟି ଗୁଣୁପୁରର ଛଅ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହିତ…

ସମାଧାନ ହେବ ସମସ୍ୟା, ଗିରଫ ହେବେ ଅଭିଯୁକ୍ତ । ବହୁ ବାଦ ବିବାଦ ପରେ ସମାଧାନ ହେଲା ନବରଙ୍ଗପୁର ଓ କଳହାଣ୍ଡି ସୀମାନ୍ତରେ…

କନକ ବ୍ୟୁରୋ: ଗିରଫ ହେବେ ଅଭିଯୁକ୍ତ, ଘରକୁ ଫେରିବେ ବନବାସୀ । ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଓ କଳାହାଣ୍ଡି କକସରା ବ୍ଲକ ସୀମାନ୍ତ ସାହାଜଖାଲ ଜଙ୍ଗଲରୁ ଗ୍ରାମବାସୀମାନଙ୍କୁ ବିତାଡିତ କରିବା ଘଟଣାର ପୂର୍ଣ୍ଣଛେଦ ପଡିଛି । ନବରଙ୍ଗପୁର ଓ…

ଭାରତକୁ ମିଳିଲା ଚତୁର୍ଥ କରୋନା ନିରୋଧି ଟିକା, ‘ମଡର୍ଣ୍ଣା’କୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇର ମଞ୍ଜୁରୀ

କନକ ବ୍ୟୁରୋ : ଦେଶବାସୀଙ୍କ ପାଇଁ ପୁଣି ଏକ ଖୁସିଖବର ଆସିଛି । କରୋନା ନିରୋଧି ଟିକା ଭାବେ ମଡର୍ଣ୍ଣାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମଙ୍ଗଳବାର ଦିନ ସରକାର ଏନେଇ ଘୋଷଣା କରିଛନ୍ତି । ଅନ୍ତରାଷ୍ଟ୍ରୀୟ ସ୍ତରରେ ବିକଶିତ ପ୍ରଥମ ଭ୍ୟାକ୍ସିନ…

ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକିରେ ଭାରତର ଦମଦାର ବିଜୟ । ଜାପାନକୁ ୫-୩ ଗୋଲରେ ହରାଇଲା ଭାରତ

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସ ପୁରଷ ହକିରେ ଭାରତର ଦମଦାର ବିଜୟ । ଜାପାନକୁ ୫-୩ ଗୋଲରେ ହରାଇଲା ଭାରତ । ଏହାସହ ଭାରତ ତାର ସମସ୍ତ ପୁଲ ମ୍ୟାଚ ଶେଷ କରିଛି । ପୁଲ ମ୍ୟାଚରେ ଭାରତ ୪ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି । ନ୍ୟୁଜିଲାଣ୍ଡ, ସ୍ପେନ,…