କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଅଧିକ ଆସନ ଜିତିବାକୁ ବିଜେପି ଉଠାଇଲା କି ପିଓକେ ପ୍ରସଙ୍ଗ ? ବିଜେପି ୪୦୦ ପାରା ନାରା ଦେଇଛି । ଏହାରି ଭିତରେ ଆମେରିକାର ଇଆନ ବ୍ରେମର, ପ୍ରଶାନ୍ତ କିଶୋରଙ୍କ ଭଳି ରାଜନୈତିକ ବିଶ୍ଲେଷକ ଅନୁମାନ କରିଛନ୍ତି ସଫଳ ହେବନି ବିଜେପିର ନାରା । ସେହିପରି ଇଣ୍ଡିଆ ମେଂଟ ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରିଛନ୍ତି । ଏହାରି ଭିତରେ ବିଜେପି ନେତା ନିଶିକାନ୍ତ ଦୁବେ କହିଛନ୍ତି, ମିଶନ ୪୦୦ ପାର ପଛର ଉଦ୍ଦେଶ୍ୟ ପିଓକେ ବୋଲି କହିଛନ୍ତି । ଯଦି ବିରୋଧୀଙ୍କ ଅଭିଯୋଗ ଭିତିହୀନ ସେତେବେଳେ ପିଓକେ କଥା କହିବାକୁ ଏତେ ବିଳମ୍ବ କାହିଁକିି ।
ଭାରତୀୟ ଷ୍ଟକ ବଜାର ପାଇଁ ଐତିହାସିକ ଦିନ: ଷଷ୍ଠ ପର୍ଯ୍ୟାୟ ପ୍ରଚାର ଶେଷ ବେଳକୁ ଉତ୍ସାହଜନକ ରହିଲା ସେୟାର ବଜାର
/kanak/media/post_attachments/wp-content/uploads/2024/05/659a6d34d77fd-investors-will-also-be-eyeing-the-data-of-indias-foreign-exchange-reserves-scheduled-to-be-release-072155592-16x9-1.webp)